କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଆଲୋଚନା ଚକ୍ର…

ଭଞ୍ଜନଗର(ନିଲୁ ବିଷୋୟୀ): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର ସୁରକ୍ଷା ସଂପର୍କିତ ଆଲୋଚନା ଚକ୍ର ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ବାତ୍ୟା ମୋନ୍ଥା ପ୍ରଭାବରେ କଳିଙ୍ଗିଆ ଘାଟିର ଭୁସ୍କଳନ ସ୍ଥାନରେ ଖସିପଡ଼ି ଥିବା ମାଟି ଓ ପଥରକୁ ହଟାଇବାକୁ ପ୍ରଶାସନର…

ଘୁ.ଉଦୟଗିରି(ଅନୁସନ୍ଧାନ ଭାରତ: କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ଭୁସ୍ଖଳନ ସ୍ଥାନରେ ବାତ୍ୟା ମୋଁଥାର ପ୍ରଭାବ ଦେଖିବାକୁ ମିଳିଛି ।  ଏହାର ପ୍ରଭାବରେ ଗତ ୪୫ ଦିନ ଧରି ନିର୍ମାଣ ହୋଇଥିବା କାମ କିଛି ଭୁଶୁଡି ଯାଇ ସେହି ସ୍ଥାନରେ ମାଟି ଅତଡ଼ା ଓ ପଥର ଗଦା ହୋଇଥିବାର ଦେଖିବାକୁ ମିଳିଛି l…
Read More...

ପିନ କଣ୍ଟା ନେଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ଜୀବନ, ସ୍କୁଲ କର୍ତୃପକ୍ଷଙ୍କ ବିରୋଧରେ ଦାରିଙ୍ଗବାଡି ଥାନାରେ ଅଭିଯୋଗ କଲେ…

ଦାରିଙ୍ଗବାଡି(ଆଶୋକ ସିଂ): ମୃତ୍ୟୁ କାହାକୁ କେତେବେଳେ ଆସେ ତାହା କିଏ କହିପାରେ l ଗୋଟିଏ ସାଧାରଣ ଭୁଲ ପାଇଁ ଚାଲି ଗଲା ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଜୀବନ । ସ୍କୁଲ ନୋଟିସ ବୋର୍ଡରେ ଲାଗିଥିବା ପିନ କଣ୍ଟା ଗିଳି ଜଣେ ସପ୍ତମ ଶ୍ରେଣୀ ଛାତ୍ର ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ଅକାଳ ମୃତ୍ୟୁ…
Read More...

ଜଳବନ୍ଦୀରେ ଜୀବା ପଞ୍ଚାୟତର ଉପଲସିଂ ବାସୀ….

ପାରୋଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବାତ୍ୟା ମନ୍ଥାର ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷାରେ ଜୀବା ପଞ୍ଚାୟତ ସ୍ଥିତ ଉପଲସିଂବାସୀ ସମ୍ପୂର୍ଣ ଜଳବନ୍ଦୀରେ ରହିଛନ୍ତି । ଏହା ବିଶେଷ କରି ଗୁମ୍ମାଗଡ଼ା ପାର୍ଶ୍ୱରେ ବସବାସ କରୁଥିବା ତଳିଆ ଅଂଚଳର…
Read More...

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସହାୟତାର ହାତ ବଢ଼ାଇଲେ ସ୍ବେଚ୍ଛାସେବୀ…

ପାରୋଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ମନ୍ଥା ବାତ୍ୟାକୁ ନେଇ ଚାରିଆଡେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ସହର ତଳିଆ ଅଞ୍ଚଳରେ ନିରାଶ୍ରୟ ବ୍ୟକ୍ତି ବିଶେଷଙ୍କ ମନରେ ଭବିଷ୍ୟତକୁ ନେଇ ଏକ ପ୍ରକାର ଚିନ୍ତା ଦେଖିବାକୁ ମିଳିଥିଲା । ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେବଦୂତ ସାଜି ସାହାଯ୍ୟର…
Read More...

ମନ୍ଥାର ଲଗାଣ ବର୍ଷାରେ ଭୁଷୁଡ଼ିଲା ଘର…

ପାରୋଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା):  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ  କିମ୍ବୁସିଂ ଗ୍ରାମର କୁର୍ଗାସିଂ ସାହିର  ରଇସା ନାଇକା ନାମକ ମହିଳାଙ୍କ ଘର  ଲଗାଣ ବର୍ଷା ଯୋଗୁଁ  ଭୁଷୁଡ଼ି ଥିବା ସୁଚନା ମିଳିଛି l ହେଲେ ଏକ ବଡ଼ ବିପଦରୁ  ଅଳ୍ପକେ ବଞ୍ଚିଲେ ରଇସା ନାଇକାଙ୍କ ପରିବାର…
Read More...

ତୁହାକୁ ତୁହା ବର୍ଷା,ଜନଜୀବନ ଅସ୍ତବ୍ୟସ୍ତ, ଗଛପଡି ରାଜ୍ୟ ରାଜପଥ ରାସ୍ତା ଅବରୋଧ….

ଭଞ୍ଜନଗର(ନିଲୁ ବିଷୋୟୀ): ବାତ୍ୟା ପ୍ରଭାବରେ ସୋମବାର ମଧ୍ୟାହ୍ନରୁ ଉପଖଣ୍ଡର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ମଙ୍ଗଳବାର ବର୍ଷାର ପରିମାଣ ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପଖଣ୍ଡର ଭଞ୍ଜନଗର ବ୍ଲକରେ ୨୩ ମିମି, ବେଲଗୁଣ୍ଠାରେ ୨୧ ମିମି, ଜଗନ୍ନାଥପ୍ରସାଦରେ ୨୦.୨ ମିମି, ବୁଗୁଡାରେ ୨୧…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସତ୍ୟନିଷ୍ଠା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ……

ପାରୋଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୫ ଅବସରରେ ତା୨୮-୧୦-୨୦୨୫ରିଖ ଅପରାହ୍ନ ୪.୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ସିଭିଲ କୋର୍ଟ ପ୍ରାଙ୍ଗଣରେ ଗଜପତି ଜିଲ୍ଲା ଓ ସେସନ୍ସ ନ୍ୟାୟାଧୀଶ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ…
Read More...

ସାଇବର ଠକ୍ ହେବେ ସବାଡ: କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀଗାଁରେ ସାଇବର ସୁରକ୍ଷା ସଚେତନା…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ  ନିର୍ଦ୍ଧେଶ କ୍ରମେ କନ୍ଧମାଳ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନା ସୃଷ୍ଠି କରଯାଉଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ସାଇବର୍ ଥାନା ଅଧିକାରୀ ଗେଲ୍ଲି କୁମାରୀ ସାହୁଙ୍କ ନେତୃତ୍ବରେ…
Read More...

କୋଟଗଡ ପୁଲିସ ପକ୍ଷରୁ ସାଇବ ରଥ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ କୋଟଗଡ ପୁଲିସ ଥାନା ତରଫରୁ ବିଭିନ୍ନ ସ୍ଥାନରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାପୁଜୀ + ୨ ମହାବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ଆରକ୍ଷ ରକ୍ଷୀ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆସିଥିବା ସାଇବର ରଥକୁ ସ୍ଵାଗତ…
Read More...