ବ୍ରାହ୍ମଣୀଗାଁ ପଞ୍ଚାୟତର ସାଧାରଣ ବୈଠକ, ବଜାର ଗୃହ ଭଡ଼ା ଆଦାୟ କରିବାକୁ ନିର୍ଦ୍ଦେଶ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲ୍ଲିକଙ୍କ ବଡ଼ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଛି I ମାସ ମାସ ଧରି ବକେୟା ଭଡ଼ା ଆଦାୟ କରିବାକୁ ଚୂଡାନ୍ତ ନିଷ୍ପତ୍ତି ନେଇ ଥିବା ସୂଚନା ମିଳିଛି I ସ୍ଥାନୀୟ…
Read More...

ଘୁ. ଉଦୟଗିରି-ସାରଙ୍ଗଡ଼ ରାସ୍ତାରେ ପଡିଲା ବିରାଟ ଗଛ, ଯାତାୟାତ ସେବା ଠପ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ୪ ଶ୍ରୀରାମ ପଦା ଛକ ଠାରେ ଏକ ବିରାଟକାୟ ବରଗଛ ପଡ଼ିଛି I ଯାହା ଦ୍ୱାରା ଘୁ.ଉଦୟଗିରି-ସାରଂଗଡ଼ ମୁଖ୍ୟ ରାସ୍ତାରେ ଯାତାୟାତ ସେବା ବନ୍ଦ ରହିଛି I ଏହି ଗଛ ପଡ଼ିବା ପରେ ରାସ୍ତାର ଉଭୟ…
Read More...

ଦୁତିମେଣ୍ଡି ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ଦୁତିମେଣ୍ଡି ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସମ୍ବେପଦର ଠାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କ୍ରୀଡାରେ ଦୁତିମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ସମ୍ବେପଦର, ବନ୍ଧସାହି, ପଣସପଦର, ମଲିକସାହି କ୍ରିକେଟ ଟିମ ଭାଗ ନେଇ ଥିଲେ I…
Read More...

ମୃତ୍ୟୁ ହୋମଗାର୍ଡଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ…

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଆଦର୍ଶ ଟାଉନ ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ, ଅନୁ ବେହେରାଙ୍କର ଗତ ତା ୩୧/୦୫/୨୦୨୨ ରିଖ ଦିନ ଅକାଳ ବିୟୋଗ ହୋଇଥିଲା I ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ ଏବଂ ଟାଉନ ଥାନାର ସମସ୍ତ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଆଲୋଚନା ଓ ସହଯୋଗ…
Read More...

ମନୋରେଗା ଯୋଜନାରେ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ୱାରା କାମ କରାଯାଉ ଥିବା ଅଭିଯୋଗ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଲିଙ୍ଗେରି ମାହା ଠାରୁ ଉହାଙ୍ଗପାଟା ପର୍ଯ୍ୟନ୍ତ ଚାଲି ଥିବା କାମରେ ବ୍ୟାପକ ଅନିୟମିତତା ହୋଇ ଥିବା ଅଭିଯୋଗ ହୋଇଛି I ଏହି…
Read More...

ବୁଡାଗୁଡା ଗ୍ରାମରେ ଆନନ୍ଦ ଉଲ୍ଲାସରେ ରଜ ପରବ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସାରା ଓଡିଶା ରେ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ବାଲିଗୁଡା ବ୍ଲକର ଉପାନ୍ତ ଗାଁ ଗୁଡିକରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି I ରେବୀଙ୍ଗିଆ ପଂଚାୟତର ବୁଡ଼ାଗୁଡ଼ା ସାହିର ସମସ୍ତ ଯୁବକ ଯୁବତୀ ଏକତ୍ରିତ ହୋଇ…
Read More...

ଗୋପାଳ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଗୋପାଳ ସମାଜ ପକ୍ଷରୁ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ନୂଆ ଗାଁ ପଞ୍ଚାୟତର ଗରାକୁମ୍ପା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗୋପାଳ ସମାଜର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଅନିମା କହଁର…
Read More...

କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ ‘ପରିବର୍ତ୍ତନ‘ର ଶୁଭାରମ୍ଭ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ ‘ପରିବର୍ତ୍ତନ’ର ଶୁଭାରମ୍ଭ ଫୁଲବାଣୀ ପଞ୍ଚାୟତ ସମିତି ପ୍ରଶାସନ ତରଫରୁ କେରେଡି ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ…
Read More...

ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ-୪ ଶ୍ରୀରାମ ପଦା ଗ୍ରାମ ପାଖରୁ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଜବତ କରିଛି I ମୃତ ଯୁବକ ଜଣକ ଟିକାବାଲି ଥାନା ଅଧିନସ୍ଥ ପାଣିଙ୍ଗିଆ ଗ୍ରାମର ନରେଶ ଦିଗାଳ ହୋଇ ଥିବା…
Read More...

୨୨ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ଘୁ.ଉଦୟଗିରି ବସ ଷ୍ଟାଣ୍ଡ…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଏନଏସିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏବେି ପ୍ରାୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇ ସାରିଛି I ହେଲେ ୨୨ ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ଶ୍ରୀରାମ ପଦା ବସଷ୍ଟାଣ୍ଡ I ବସଷ୍ଟାଣ୍ଡର ଆନୁଷଙ୍ଗିକ ବଜାର ଗୃହ ,ଶୌଚାଳୟ,…
Read More...