ଘୁ.ଉଦୟଗିରି ଓ ବାଲିଗୁଡ଼ା ଡାକ୍ତର ଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଅଞ୍ଚଳରେ ତେଜୁଛି ଜନଅସନ୍ତୋଷ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ସର୍ବ ବୃହତ୍ତ ଉପଖଣ୍ଡର ମାନ୍ୟତା ପାଇଥିବା ବାଲିଗୁଡା ଉପଖଣ୍ଡ ରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାକୁ ଲାଗିଛି l ଡାକ୍ତର ଖାନାରେ ଡାକ୍ତର ଓ ଷ୍ଟାଫ ମରୁଡି ଯୋଗୁଁ ରୋଗୀ ସେବାରେ ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି l ଜରୁରୀକାଳୀନ…
Read More...

ରାୟଗଡା ଜିଲ୍ଲା ବିଜାପୁର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ଦୁଇ ଗିରଫ…….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ବିଜାପୁର ଫରେଷ୍ଟ ବିଟ ମଧ୍ୟରେ ଥିବା ଜଙ୍ଗଲରୁ ବିଭିନ୍ନ କିସମର ଗଛ କାଟିବା ଅଭିଯୋଗରେ ଦୁଇଜଣ କାଠ ମାଫିଆଙ୍କୁ ଗିରଫ କରିବା ସହ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି ବନ ବିଭାଗ l ସୂଚନା ଅନୁଯାୟୀ ମୁନିଗୁଡା ବନଖଣ୍ଡ…
Read More...

ଗୁଣପୁର ଠାରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଦସ୍ତଖତ ଅଭିଯାନ ଆରମ୍ଭ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ରାଜ୍ୟ ଶାଖା ସଭାପତି ବିଜୟ ମଲ୍ଲଙ୍କ ନିର୍ଦେଶରେ ଆଜି ଗୁଣପୁର ଟାଉନ ହଲ ଠାରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ରାୟଗଡ ଶାଖା ତରଫରୁ ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ…
Read More...

ଆଶା କିରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରକାରୀ ନିୟମକୁ ଅବମାନନା ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କ ଇଚ୍ଛାରେ ଚାଲିଛି ସକାଳୁଆ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଠାରେ ଥିବା ଆଶା କିରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରକାରୀ ନିୟମକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି l ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ରୁ ୪ଟା…
Read More...

ସାନ ଆଚବା ଗ୍ରାମରେ କବାଟ ତାଡ଼ି ଲୁଟ୍ ଘଟଣା : ସୁନା ଗହଣା ଜବତ, ଜଣେ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହର ନିକଟସ୍ତ ସାନ ଆଚବା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ଗତ ୨୨ ତାରିଖରେ ୪୦ ଭରି ସୁନା ଅଳଙ୍କାର ଚୋରି ହୋଇଯାଇଥିବା ନେଇ ଗୁଣପୁର ଥାନାରେ କୃଷ୍ନ ଅଭିଯୋଗ କରିଥିଲେ । ଏତଲାକୁ ଭିତି କରି ଗୁଣପୁର ପୁଲିସ ପକ୍ଷରୁ ତନାଘନା ଜାରୀ ରହିଥିଲା । ଏନେଇ ରାୟଗଡ଼ା…
Read More...

ପରଲୋକରେ କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକ………

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ଘଟିଛି । ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମେଡିକାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...

ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କଲେ କ୍ରୀଡ଼ା ଓ ଯୁବସେବା…

ଅନୁସନ୍ଧାନ ଭାରତ(ବ୍ୟୁର): ୨୪ ଜୁଲାଇ ୨୦୨୨: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ତଥା ଗୃହ ବିଭାଗର ମାନ୍ୟବର ରାଷ୍ଟମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି…
Read More...

ସିବିଏସଇ ପରୀକ୍ଷାରେ କନ୍ଧମାଳର ଶୁଭମଙ୍କ କୃତିତ୍ଵ, ୯୭.୪ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର…

ଅନୁସନ୍ଧାନ ଭାରତ(ବ୍ୟୁର): ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଫୁଲବାଣୀ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ର ଶୁଭମ ସୌରଭ ୯୭.୪ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ସୁଭମ କନ୍ଧମାଳ ଜିଲ୍ଲା ବାଲିଗୁଡା ପାଟଖଣ୍ଡା ସାହିର ସୁଶାନ୍ତ କୁମାର ସାହୁ ଓ…
Read More...

ଫୁଲବାଣୀ ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା, ୯ ଜଣ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୁଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି I ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ ମଲ୍ଲିକ, ବାଟି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ…
Read More...

କବାଟ ତାଢ଼ି ଲୁଟେରା ଲୁଟି ନେଲେ ୪୦ ତୋଳା ସୁନା ଅଳଙ୍କାର ସହ ରୁପା ଜିନିଷ ଓ ଟଙ୍କା, ଲୁଟ ସନ୍ଦେହରେ ୪ ଅଟକ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ସାନ ଆଚବା ଗ୍ରାମରେ ଲୁଟେରାମାନେ କୃଷ୍ଣ ଚନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ଘରୁ ୪୦ ତୋଳା ସୁନା ସହ ରୂପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଛି I ଅଭିଯୋଗ ହେବାପରେ ପୁଲିସ ଘଟଣାରେ ସନ୍ଧାନୀ କୁକୁର ଓ…
Read More...