ଅନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ, ବ୍ରହ୍ମପୁର ସିଟି କଲେଜକୁ ହରାଇ ରାୟଗଡା ଚାମ୍ପିୟନ…..

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଦୁଇଦିନ ଧରି ଚାଲିଥିବା ୫୨ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ବ୍ରହ୍ମପୁର…
Read More...

ଗଚ୍ଛପଡ଼ି ସଂଖ୍ୟାଲଘୁ ଖ୍ରୀଷ୍ଟଧର୍ମ ପ୍ରଚାରକ ଆଦମ କୁମାର ଦିଗାଲଙ୍କ ମୃତ୍ୟୁ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ ଅଧିନସ୍ଥ ବାରଖମାର ସଂଖ୍ୟାଲଘୁ ଖ୍ରୀଷ୍ଟ ଧର୍ମର ଧର୍ମ ଯାଜକ ଆଦମ କୁମାର ଦିଗାଲଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟଛି l ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯିବା ସହ ମୃତ୍ୟୁକୁ ନେଇ ଅଶାନ୍ତି ଦେଖା ଦେଇଛି…
Read More...

ବାଲିଗୁଡାରେ ନୂତନ ଉପଜିଲ୍ଲାପାଳ ଭାବେ ଏମ.ଏସ ମଧୁସ୍ମିତାଙ୍କ ଦାୟିତ୍ୱ ଗ୍ରହଣ……..

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବେ ଏମ.ଏସ ମଧୁସ୍ମିତା ଦାୟିତ୍ୱ ଗ୍ରହଣ କରିଛନ୍ତି l ଏମ ଏସ ମଧୁସ୍ମିତା ୨୦୨୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଭାପ୍ରସେ ) ଟ୍ରେନିଂ ସାରି ବାଲିଗୁଡା ଉପଜିଲ୍ଲାପାଳ ରୂପେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ…
Read More...

ସାମ୍ୱାଦିକଙ୍କ ମାତୃ ବିୟୋଗ….

ଅନୁସନ୍ଧାନ ଭାରତ(ବ୍ୟୁର): ବରିଷ୍ଠ ସାମ୍ବାଦିକ ସୀମାଞ୍ଚଳ ନାହାକଙ୍କ ମାତୃ ଶ୍ରୀମତୀ ଚନ୍ଦ୍ରମା ନାହାକ ହିଞ୍ଜିଳିକାଟୁ ସ୍ଥିତ ନିଜ ବାସଭବନରେ ଗୁରୁବାର ସନ୍ଧ୍ୟାରେ (୮୧) ବର୍ଷ ବୟସରେ ପରଲୋକଗମନ କରିଥିବା ଜଣାଯାଇଛି l ସେ ଜଣେ ଧର୍ମପରାୟଣା ମିଷ୍ଟବାସୀ ଓ ପରଉପକାରୀ ମହିଳା ଥିଲେ l ତାଙ୍କର…
Read More...

ଓ.ଏ.ଏସ୍ କୃତକାର୍ଯ୍ୟ ଫାଲଗୁନି କୁମାରଙ୍କୁ ସମ୍ବର୍ଦ୍ଧନା……

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର ଭଞ୍ଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ଠାରେ ଓ.ଏ.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ଛାତ୍ର ଫାଲଗୁନି କୁମାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା…
Read More...

ଭଞ୍ଜନଗର ଅ‌ଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷଣ ଆରକ୍ଷୀ ବାହିନୀ ପକ୍ଷରୁ ୬୩ ତମ ପୁଲିସ ସହୀଦ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଅ‌ଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷଣ ଆରକ୍ଷୀ ବାହିନୀ ପକ୍ଷରୁ ୬୩ ତମ ପୁଲିସ୍‌ ସହିଦ୍‌ ସ୍ମୃତି ରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତନରଡ଼ା ସ୍ଥିତ ପୁଲିସ୍‌ ବାଟାଲିଆନ୍ ରିଜର୍ଭ ପଡ଼ିଆ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା…
Read More...

ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ, ଶାଶୁ ଓ ଦେଢ଼ଶାଶୁ ଅଟକ…..

ଅନୁସନ୍ଧାନ ଭାରତ(ବ୍ୟୁର): ଯୌତୁକ ନିର୍ଯ୍ୟାତନା ଦିଆଯାଇ ବିବାହର ପାଞ୍ଚ ମାସ ନପୁରୁଣୁ ନବବଧୁକୁ ହତ୍ୟା କରାଯାଇଥିବା ଗଂଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବିଲିପଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଥାନା ଅନ୍ତର୍ଗତ ସାର୍ଦ୍ଦୁଳ ଗ୍ରାମର ପୂର୍ଣ୍ଣ…
Read More...

ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ…

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଶନିବାର ୫୨ ତମ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏହାକୁ…
Read More...

କାଶୀନଗର ପୁଲିସ ଦ୍ବାରା ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ, ଦୁଇ ଅଭିଯୁକ୍ତ ଗିରଫ……

ଅନୁସନ୍ଧାନ ଭାରତ(ବ୍ୟୁର): କାଶୀନଗର ପୁଲିସ ଦ୍ବାରା ବିପୁଳ ପରିମାଣର ଚନ୍ଦନ କାଠ ଜବତ ଓ ଦୁଇ ଅଭିଯୁକ୍ତ ଗିରଫ l ଗିରଫ ଦୁଇ ଅଭିଯୁକ୍ତ ମାନେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ପାର୍ତଡା ପଞ୍ଚାୟତ ଗୋରବା ଗ୍ରାମର ଅନ୍ୟ ଜଣେ କେ ସୀତାପୁର ଗ୍ରାମର ବୋଲି ପୁଲିସ ସୁତ୍ରରୁ ପ୍ରକାଶ । ବିଳମ୍ବିତ…
Read More...

ବ୍ରହ୍ମପୁର ମହାନଗର ୧୦,୧୧,୧୩ ୱାର୍ଡରେ ବିଜେଡ଼ିର ପଦଯାତ୍ରା, ଲୋକଙ୍କ ସହ ଜଡିତ ହୋଇ ରହିବା ବିଜେଡ଼ିର…

ଅନୁସନ୍ଧାନ ଭାରତ(ବ୍ୟୁର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀଅବସର ଅବସରରେ ଅକ୍ଟୋବର ୨ ତାରିଖରୁ ବିଜେଡି ଦଳର ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଦଳର ନେତାମନ୍ତ୍ରୀମାନଙ୍କ  ନେତୃତ୍ୱରେ ସାରା ଓଡିଶାରେ ଜନ ସମ୍ପର୍କ ପଦଯାତ୍ରା କରାଯାଉଥିବା…
Read More...