ଗଂଜେଇ ଚୋରା ଚାଲାଣ ବେଳେ କୋଟଗଡ ପୁଲିସକୁ ମିଳିଲା ବଡ଼ ସଫଳତା….

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା । ରାତିତମାମ ଅପରେସନ୍ କରି କେଶରାଗୁଡ଼ା ଛକ ନିକଟରୁ ଏକ ବ୍ରିଜା କାର (JH01EE9204)ର ସିଟ୍ ତଳେ ଥିବା ସିକ୍ରେଟ୍ ଚାମ୍ବରରୁ ୫୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ…
Read More...

୧୫୭ ନମ୍ବର ଜାତୀୟ ରାଜପଥ ତଥା ବିଜୟୱାଡା-ରାଞ୍ଚି କରିଡର କଳିଙ୍ଗା ଘାଟିରେ ପୁଣି ଧସିଲା ପଥର ୱାଲ, ସ୍ଥିତି ଅନୁଧ୍ୟାନ…

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି କଳିଙ୍ଗା ଘାଟିରେ ଧସିଲା ପଥର ୱାଲ ଓ ମାଟି l ଯାହା ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିକୁ ସିଲ କରିଛି ଜିଲ୍ଲା ପ୍ରଶାସନ l ଏନେଇ ଏକ ଚିଠି ଜାରୀ କରିଛି ଜିଲ୍ଲା ପ୍ରଶାସନ l ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ…
Read More...

ଭଙ୍ଗା କୁଡ଼ିଆରୁ ମେଡିକାଲ କଲେଜ: କେରଳରେ ଦାଦନ ଖଟିଲେ ବାପା, ଗୋଟିଏ ପରିବାରରୁ ୫ ଜଣ ହେବେ ଡାକ୍ତର….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଭଙ୍ଗା କୁଡ଼ିଆ ଘର, ଦୁର୍ବଳ କାନ୍ଥ, ଆଉ ଓଳିଏ ଖାଇଲେ ଓଳିଏ ଉପାସ । ଅର୍ଥ ଅଭାବରୁ ଘର ମରାମତି ତ ଦୂରର କଥା, ପିନ୍ଧିବାକୁ ଭଲ ଲୁଗା ଖଣ୍ଡିଏ କି ଚଳିବାକୁ ଟଙ୍କାଟିଏ ନଥିଲା । ଏଭଳି ଚରମ ଦାରିଦ୍ର୍ୟ ଓ ଅଭାବ ଅନାଟନ ଭିତରେ ଗତି କରୁଥିଲେ କନ୍ଧମାଳ…
Read More...

ଶାନ୍ତିଝର ପିକନିକ ସ୍ପଟ ପରିଦର୍ଶନ କରିଲେ ଗଞ୍ଜାମ ଜ଼ିଲ୍ଲା ପର୍ଯ୍ୟଟନ ସହ ନିର୍ଦେଶକ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ସହ ନିର୍ଦେଶକ ତନୁଜା ଦାସ ଆଜି ଧରାକୋଟ ବ୍ଲକ ଗସ୍ତ କରି  ଶାନ୍ତିଝର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଗସ୍ତ ସମୟରେ ଶାନ୍ତିଝର ଉର୍ନୟନ କମିଟି ସଦ୍ୟସ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ ବିଷୟ ନେଇ…
Read More...

ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ରକୁ ଶୁକ୍ରବାର ଅପରାହ୍ନରେ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ । ପ୍ରଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବିଶେଷ…
Read More...

ଦାରିଙ୍ଗବାଡିରେ ବିଶ୍ଵ ଫିଜିଓ ଥେରାପି ଦିବସ ପାଳିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସାହାରା ଫିଜିଓ ଥେରାପି କାର୍ଯ୍ୟାଳୟ ଠାରେ “ବିଶ୍ଵ ଫିଜିଓଥେରାପି ଦିବସ”  କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ, ବୌଦ୍ଧିକ ଅକ୍ଷମତା ଥିବା ପିଲାମାନଙ୍କର ସାମଗ୍ରିକ…
Read More...

ଘୁ.ଉଦୟଗିରିରେ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ…

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଘୁ.ଉଦୟଗିରି ସହରରେ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।  ପୂଜା କମିଟି ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ରୀତିନୀତିରେ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥିରେ ଉପ-ସଭାପତି ସଞ୍ଜୟ କୁମାର…
Read More...

କନ୍ଧମାଳ ଜିଲ୍ଲାରେ ଜାତି, ଧର୍ମ ନାମରେ ଭେଦଭାବ ଓ ଅରାଜଗତା ସୃଷ୍ଟି କରିବା ବରଦାସ୍ତ କରାଯିବ ନାହିଁ: କନ୍ଧମାଳ ମିଳିତ…

ଜିଲ୍ଲା ରେ ଅରାଜଗତା ସୃଷ୍ଟି କରିବା ବରଖାସ୍ତ କରାଯିବ ନାହିଁ : କନ୍ଧମାଳ ମିଳିତ ମଞ୍ଚର ଆହ୍ବାନ । ଦାରିଙ୍ଗବାଡି : ତା:୯/୯ (ଅଶୋକ ସିଂ) କନ୍ଧମାଳ ଜିଲ୍ଳା ମିଳିତ ମଞ୍ଚ ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଶାଖା ପକ୍ଷରୁ ନେତୃତ୍ୱ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର…
Read More...

ଘୁ.ଉଦୟଗିରି ବ୍ଲକରେ ୧୭ତମ ସମିତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୭ତମ ସମିତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ସ୍ୱାସ୍ଥ୍ୟ, ରାସ୍ତାଘାଟ, ବିଦ୍ୟୁତ୍‌ ଓ ଚାଷୀଙ୍କ ସମସ୍ୟା ଉପରେ ବିସ୍ତୃତ…
Read More...

ଘୁ.ଉଦୟଗିରି ନଗର ଓ ବ୍ଲକ ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ନଗର ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଜେଡି ନିଜ ସଂଗଠନକୁ ମଜଭୁତ କରି ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି l ବୁଧବାର…
Read More...