ମଣିପୁର ସମ୍ପ୍ରଦାୟକ ହିଂସାକୁ ନେଇ ଗଜପତି ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ଶାନ୍ତି ଶୋଭାଯାତ୍ରା ସହ ସ୍ମାରକ…

ଅନୁସନ୍ଧାନ ଭାରେ(ବ୍ୟୁର): ମଣିପୁର ରାଜ୍ୟରେ ଗତ ମେ ମାସ’ରୁ ଦେଖା ଦେଇଥିବା ସାଂପ୍ରଦାୟିକ ହିଂସା ଥମିବାର ନାମ ନେଉ ନାହିଁ I ତୁରନ୍ତ ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଆଜି ଗଜପତି ଜିଲ୍ଲା ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...

ଡ୍ରପ ଆଉଟ୍ ପିଲାମାନଙ୍କୁ ପୁଣି ପାଠ ପଢିବା ନିମନ୍ତେ ପ୍ରୟାସ….

ଅନୁସନ୍ଧାନ ଭାରତ(ବ୍ୟୁର): ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଓ ଆକ୍ସନ ଏଡର ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି ଶିକ୍ଷା ବିଭାଗର ସିଆରସି ରବିନ୍ଦ୍ର ନାଥ ଦିଗାଲ, ଶ୍ରୀମତୀ ‌ସରିତା ରାଣୀ ମହାରଣା ଏବଂ ପୀରାମଲ ଫାଉଣ୍ଡେସନର କର୍ମଚାରୀ ମାନେ ଡ୍ରପ…
Read More...

ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ଅଧାରେ ଠପ: ଧୂଳି ମୟ ଦୋକାନ ବଜାର, ଅଗଷ୍ଟ ୩୧ରେ ବ୍ରାହ୍ମଣୀଗାଁ ବନ୍ଦ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ଦୀର୍ଘଦିନ ବିତିଗଲାଣି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଠିକାଦାର କାମ ଛାଡି ପଳାଇ ଯାଇଥିବା ଜଣା ପଡ଼ିଛି । ଅଧାରେ କାମ…
Read More...

ଧରାକୋଟରେ ନୂଆ ବସ ଷ୍ଟାଣ୍ଡ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ନିର୍ମାଣ ପାଇଁ ତହସିଲଦାରଙ୍କ ଠାରେ ଦାବୀ କଲା ବଣିକ…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ଆମ ବସ ଷ୍ଟାଣ୍ଡ ଯୋଜନାରେ ଦ୍ଵିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ନଅ ଗୋଟି ବସ ଷ୍ଟାଣ୍ଡକୁ ଅନୁମୋଦନ କରିଛନ୍ତି । ଏହି ସବୁ ବସ ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ସେଥି ମଧ୍ୟରେ ରହିଛି ଧରାକୋଟ ବସ ଷ୍ଟାଣ୍ଡ । ଧରାକୋଟରେ ନୂଆ ବସ…
Read More...

ଲାଲସିଂ କ୍ଲଷ୍ଟର ସିଆରସିସି ଭାବେ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଦାୟିତ୍ବ ଗ୍ରହଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ଲାଲସିଂ କ୍ଲଷ୍ଟରର ନୂତନ ସିଆରସିସି ରୂପେ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କା ଦାୟିତ୍ବ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଟୋକାଗଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…
Read More...

ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ବିୟୋଗରେ କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ, ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା, ପୂର୍ବତନ ଏ.ଆଇ.ସି.ସି ସଦସ୍ୟା ସନ୍ଧ୍ୟା ମହାପାତ୍ରଙ୍କର ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା…
Read More...

୫ଟି ସଚିବଙ୍କ ଭଞ୍ଜନଗର ଗସ୍ତ ସଫଳ, ନିରାଶ ହେଲେ ଅଞ୍ଚଳବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): ତିନି ଦିନ ଧରି ଗଂଜାମ ଜିଲ୍ଲା ଗ୍ରସ୍ତ ରେ ଅଛନ୍ତି ସଚିବ ୫ଟି ଭି.କେ.ପାଣ୍ଡିଆନ । ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଦିନ ଗସ୍ତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଡିଆରେ ସଚିବଙ୍କ ଅଭିଯୋଗ…
Read More...

ଗୁଣପୁର ମେଡିକାଲରେ ସୁଧୁରିବ ସ୍ବାସ୍ଥ୍ୟସେବା: ୫ ବିଶେଷଜ୍ଞଙ୍କୁ ନିଯୁକ୍ତି, ୩ ଦିନ ଭିତରେ କାର୍ଯ୍ୟରେ ଯୋଗ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ମେଡ଼ିକାଲରେ ସୁଧୁରିବ ସ୍ଵାସ୍ଥ୍ୟସେବା । ଖାଲି ପଡିଥିବା ପଦବି ପୂରଣ ପାଇଁ ରାଜ୍ୟ ସରକାର ଆଜି ୫ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ୩ ଦିନ ମଧ୍ୟରେ ବିଶେଷଜ୍ଞଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବିଜ୍ଞପ୍ତି ପ୍ରକାଶ…
Read More...

ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାଵୀରେ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅଧିନସ୍ଥ କିର୍ମିଙ୍ଗିଆ ଗାଁର ଜାର୍ଗୀନାଯୁ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି I ସୂଚନା ଅନୁସାରେ ସୁଦ୍ଧାଞ୍ଜଳି ପ୍ରଧାନ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ…
Read More...

ଗୁଣପୁର ସହରରେ ମାତିଛନ୍ତି ବାଇକ ଲୁଟେରା, ସିସିଟିଭି ଫୁଟେଜରେ କଏଦ ହୋଇଛି ବାଇକ୍ ଚୋରିର ଦୃଶ୍ୟ…

ଅନୁସନ୍ଧାନ ଭାରତ (ବ୍ୟୁର): ଦିନକୁ ଦିନ ରାୟଗଡା ଜିଲ୍ଲା ଗୁଣପୁର ସହରରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି। ଚୋରି, ଡାକାୟିତି, ଲୁଟେରା, ମଦ୍ୟପଙ୍କ ଉପଦ୍ରବ ପ୍ରଭୃତି ବୃଦ୍ଧି ପାଇଛି । ସହରରେ ଯାନବାହନ ରଖି ଲୋକେ ବିଭିନ୍ନ କାମଧନ୍ଦାରେ ଯାଉଥିବା ବେଳେ ଫେରିବା ବେଳକୁ ଗାଡି ଉଭାନ…
Read More...