ସତ୍ୟସାଇ ସେବା ଗ୍ରୁଫ ଓ ସମାଜସେବୀଙ୍କ ଦ୍ଵାରା ଶାନ୍ତିଝରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ଅଞ୍ଚଳର ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ସାନ୍ତିଝରରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମୁଛି । ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ସାଙ୍ଗକୁ ଝରଣାର କୁଳୁ କୁଳୁ ନାଦ ବେଶ ଆକର୍ଷଣୀୟ ହୋଇଥିବା ଯୋଗୁଁ ପର୍ଯ୍ୟଟକମାନେ ଏହାକୁ ଭରପୁର ଉପଭୋଗ କରିବା ପାଇଁ…
Read More...

ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ାଇଲେ ତହସିଲଦାର….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଧରାକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁଷଗୁମା, ଡାକିବଜାରେ ପହଞ୍ଚି ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରାଙ୍କ ସହ ବିଦ୍ୟାଳୟର ପରିବେଶ, ସମସ୍ୟା, ଶିକ୍ଷାଦାନ ପଦ୍ଧତି ଉପରେ ପଚାରି ବୁଝିଥିଲେ । ଏହା ପରେ ତହସିଲଦାର ଦଶମ ଶ୍ରେଣୀ ଗୃହରେ…
Read More...

ନୂଆ-ଓ ତରଫରୁ ସଡକ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ନୂଆ-ଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ କଳିଙ୍ଗ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ସଡକ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ଳାକାଡ ଧରି…
Read More...

କଳିଙ୍ଗ ମହାବିଦ୍ୟାଳୟରେ ଯୌନ ନିର୍ଯାତନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ତା-୧୪-୧୨-୨୩ରିଖ ଦିନ ତାଲୁକା ସ୍ତରୀୟ ଆଇନ ସହାୟତା କମିଟି ଆନୁକୂଲ୍ୟରେ ଏକ ସଚେତନତା ମୂଳକ ଆଲୋଚନା ଚକ୍ର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

କଳିଙ୍ଗ ମହାବିଦ୍ୟାଳୟ ପକ୍ଷରୁ ଯୁକ୍ତ ଦୁଇ ଶ୍ରେଣୀର କ୍ରୀଡ଼ା ଉତ୍ସବ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ନୂଆ-ଓ ଆନୁକୂଲ୍ୟରେ ଯୁକ୍ତ ଦୁଇ ଶ୍ରେଣୀର କ୍ରୀଡ଼ା ଉତ୍ସବ ତା-୧୫-୧୨-୨୩ ରିଖ ଦିନ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ବିଭିନ୍ନ…
Read More...

ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ଫୁଲବାଣୀ ଠାରେ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଅନୁଷ୍ଠିତ ହେଇଥିଲା । ମାଦିକୁଂଦା ଛକରେ ଆଚାର୍ଯ୍ୟ ତପନ କୁମାର ସାମନ୍ତରାୟଙ୍କ ପ୍ରାର୍ଥନା ପରେ ମାଦିକୁଂଦା ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପର୍ଯ୍ୟନ୍ତ…
Read More...

ଘୁମୁସର ଜିଲ୍ଲା ମାନ୍ୟତା ଦାବୀରେ ଭିନ୍ନ ସଂଘଠନ ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ବୃହତମ ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲାର ମାନ୍ୟତା ନେଇ ଉଠୁଥିବା ଦାବି ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି । ଦାବିପତ୍ର ପ୍ରଦାନ, ବନ୍ଦ ପାଳନ, ସଚେତନତା ରଥ ପରିକ୍ରମା ପରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ…
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସ୍ଥାନୀୟ ପୁରୁଣା ଗୁଣପୁର ନିକଟସ୍ଥ ସାନ ଗୁଣ୍ଡିଚା ମନ୍ଦିର ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି । ସେ ଗତ ୫ବର୍ଷ ହେଲା ସମ୍ପୃକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳରେ ଭିକ୍ଷାବୃତ୍ତି କରି ସେଠାରେ ରହୁଥିଲେ । ପୁରୁଣା ଗୁଣପୁର ଅଞ୍ଚଳର…
Read More...

ଓଡିଶାର ଡାର୍ଜୀଲିଙ୍ଗ ଓ ଦ୍ବିତୀୟ କାଶ୍ମୀର ଭାବେ ପରିଚିତ ଘୁ.ଉଦୟଗିରି ପାରଦ ତଳମୁହାଁ: ତାପମାତ୍ରା ୭ ଡିଗ୍ରୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଓ ସହର ଓଡ଼ିଶାର ଡାର୍ଜୀଲିଙ୍ଗ ଓ ଦ୍ଵତୀୟ କାଶ୍ମୀର ଭାବେ ବେଶ ପରିଚିତ I ଏଠାରେ ଥିବା ଥିବା ପର୍ଯ୍ୟଟନ ସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପହିଲି ଶୀତର ଆଗମନରେ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ…
Read More...

ଦୁର୍ଗମ ଅଂଚଳ ଗୁମୁଡୁମାହା ଠାରେ ମ୍ୟାଲେରିଆ ନିରାକରଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମ୍ପଗା ଗ୍ରାମ ପଞ୍ଚାୟତର ଗୁମୁଡୁମାହା ଗ୍ରାମରେ ଆଜି ମ୍ୟାଲେରିୟା ନିରନାରଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମର ଗର୍ଭବତୀ ମା ଏବଂ ଛୋଟ ଶିଶୁମାନଙ୍କୁ ଟୀକା କାରଣ କରା ଯାଉଥିଲା । ଏଥିରେ…
Read More...