ଦାରିଙ୍ଗବାଡ଼ି ବ୍ଲକ ଜନାବାଡ଼ି ଗ୍ରାମର ଉତ୍ତର ଭାରତ ଚର୍ଚ୍ଚ ପ୍ରାଙ୍ଗଣରେ ଧୂମଧାମରେ ପାଳନ ହେଲା “ବିଜୟ…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀ ସମଗ୍ର ବିଶ୍ୱରେ ପବିତ୍ର ‘ପାମ୍ ସଣ୍ଡେ’ ବା "ବିଜୟ ଯାତ୍ରା" ପାଳନ କରୁଥିବା ବେଳେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତର ଜନାବାଡ଼ି ଗ୍ରାମରେ ମଧ୍ୟ ଧୂମଧାମ ସହିତ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ…
Read More...

ଜନଗଣନା‌ ନେଇ ଭଞ୍ଜନଗର ମୁନସିପାଲିଟିରେ ତାଲିମ ଶିବିର ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଜନଗଣନା ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜନଗଣନା ଅଧିକାରୀ ଦାୟିତ୍ବରେ ଥିବା ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଦୀନବନ୍ଧୁ ବେ‌ହେରା ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଦ୍ବିତୀୟ ପର୍ଯ୍ୟାୟରେ ଗଣନାକାରୀ ଓ ସୁପରଭାଇଜରଙ୍କୁ…
Read More...

ବ୍ରାହ୍ମଣୀଗାଁ ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ, ଛାତ୍ରଛାତ୍ରୀଙ୍କ ଦ୍ବାରା ଲୁକ୍କାଇତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ  ଆୟୋଜିତ ବର୍ଷିକ ଉତ୍ସବରେ ବିଦ୍ୟାଳୟର ପ୍ରିନ୍ସିପାଲ…
Read More...

ଠାକୁରାଣୀ ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ, ଶାନ୍ତିଶୃଙ୍ଖଳା ଓ ଭିତ୍ତିଭୂମିକୁ ଗୁରୁତ୍ୱାରୋପ…..

ଭଞ୍ଜନଗର(ନିଲୁ ବିଷୋୟୀ): ଆସନ୍ତା ଏପ୍ରିଲ୍‌ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରଶାସନିକ ଅଧିକାରୀ ଓ ଠାକୁରାଣୀ ଯାତ୍ରା କମିଟି ସଦସ୍ୟଙ୍କ ମିଳିତ ବୈଠକ ଅନୁଷ୍ଠିତ…
Read More...

ଗାନ୍ଦାରୀଗୁଡ଼ି ଠାରେ ଧୁସାରୀଗାଁ ପାଷ୍ଟୋରେଟର ୬୫ ତମ ବାର୍ଷିକ ଗସିସଭା ମହୋତ୍ସବ ଅନୁଷ୍ଠିତ…..

ଦାରିଙ୍ଗବାଡ଼ି/ସିମନବାଡି(ଅଶୋକ ସିଂ/ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାନ୍ଦାରିଗୁଡ଼ି ଗ୍ରାମରେ ଧୂସାରୀଗାଁ ପାଷ୍ଟରେଟର ୬୫ ତମ ବାର୍ଷିକ ଗସିସଭା ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଧୁସାରୀଗାଁ ପାଷ୍ଟୋରେଟ୍ ଚକ ପାଳକ ଶ୍ରୀ.…
Read More...

ଭିଜିଲାନ୍ସ ଜାଲରେ ଡ଼ହ ଏସଡିଓ….

ଭଞ୍ଜନଗର(ନିଲୁ ବିଷୋୟୀ): ଆୟ ବ‌ହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭଞ୍ଜନଗର ଡହ ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସର ୩ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ କର୍ମଚାରୀ ମିଳିତ ଭାବେ…
Read More...

ବିଜୁ ଜନତା ଦଳରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ…

ନବୀନ ନିବାସରେ ଦଳର  ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଲେଶ୍ୱରର ଦୁଇ ବରିଷ୍ଠ ନେତା ଯୋଗ ଦେଲେ…. ଅନୁସନ୍ଧାନ ଭାରତ(ବ୍ୟୁର): ଆଜି  ବାଲେଶ୍ୱର ଜିଲ୍ଲାର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଶ୍ରୀ ରଘୁନାଥ ମହାନ୍ତି  ଓ ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାସ  ବିଜୁ…
Read More...

କୋଟଗଡ଼ରେ ବ୍ଲକ୍‌ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…..

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲାର କୋଟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପନ୍ଦର ଗୋଟି ଗ୍ରାମ ପଂଚାୟତକୁ ନେଇ ବ୍ଲକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ କୋଟଗଡ଼ ବ୍ଲକର ସମସ୍ତ ପଞ୍ଚାୟତର BDO, APO, ADO, PEO, DEO, AE, JE…
Read More...

କୋଟଗଡ ବନାଞ୍ଚଳ ପକ୍ଷରୁ ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…..

କୋଟଗଡ(ଦିପେନ୍ଦ୍ର ନାୟକ): କୋଟଗଡ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନରେ କୋଟଗଡ ବିଭିନ୍ନ ସେକ୍ସନ ପଥପ୍ରାନ୍ତ ନାଟକ ଜରିଆରେ ବନାଗ୍ନି ନିରାକରଣ ପାଇଁ ସଚେତନତା କରାଯାଇଛି । ସେହିକ୍ରମରେ କୋଟଗଡ ବଜାର ଏବଂ ଶ୍ରୀରାମପୁର ଗ୍ରାମପଂଚାୟତରେ ନାଟକ ମାଧ୍ୟମରେ ଗଛ କାଟିବା, ଜଙ୍ଗଲରେ ନିଆଁ ଲଗାଇବା,…
Read More...

ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସଂପ୍ରସାରଣ କେନ୍ଦ୍ର ଦୁଇ ଦିନିଆ ପ୍ରସାରଣ ଅଧିକାରୀ ତାଲିମ ଶିବିର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସଂପ୍ରସାରଣ କେନ୍ଦ୍ର, ଓ.ୟୁ.ଏ.ଟି, ଚିପିଲିମା, ସମ୍ବଲପୁର ଅଧୀନରେ ଥିବା ସର୍ବଭାରତୀୟ ସମନ୍ବିତ କୃଷି ଅନୁସନ୍ଧାନ ପ୍ରକଳ୍ପ ଦ୍ୱାରା ପାଇଲଟ ପ୍ରକଳ୍ପର ଫସଲ ବିବିଧି କରଣ ଯୋଜନା…
Read More...