ମେରୁ ସ୍ଥଳରେ ଶହ ଶହ ଶ୍ରଦ୍ଧାଳୁଙ୍କ ତୃଷ୍ଣା ମେଣ୍ଟାଇଲା ତ୍ରିରଙ୍ଗା ସେବା ସଂଘ…

ହିଞ୍ଜିଳିକାଟୁ (ସଂସ୍କାର ପଟ୍ଟନାୟକ): ଆଜି ଉତ୍କଳୀୟ ନବ ବର୍ଷ ତଥା ଗଞ୍ଜାମ ର ଶ୍ରେଷ୍ଠ ପର୍ବ ମହା ବିଷୁବ ସଂକ୍ରାନ୍ତି । ପ୍ରତି ଏକ ବର୍ଷ ବ୍ୟବଧାନରେ ମାଆ ଦଣ୍ଡକାଳୀ ଙ୍କ ଯାତ୍ରା ବହୁ ଆଡମ୍ବର ସହକାରେ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ରେ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଆଜି ହିଞ୍ଜିଳିକାଟୁ…
Read More...

ମେରୁଯାତ୍ରାରେ ବୃଦ୍ଧାଙ୍କ ମୃତ୍ୟୁ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଗାଲେରୀ ଗ୍ରାମ ଶନିବାର ମଧ୍ୟାହ୍ନରେ ମେରୁଯାତ୍ରା ଦେଖିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣଙ୍କ ଜଗନ୍ନାଥପ୍ରସାଦ ଥାନା ଅଧିନ ରାଉତି ଗ୍ରାମର ସ୍ବର୍ଗତ ସଚ୍ଚି ବେହେରାଙ୍କ ପତ୍ନୀ ତନୁ ବେହେରା(୬୫)।…
Read More...

କୂଅରେ ପଡି ୩ ବର୍ଷର ଝିଅ ମୃତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ କଳିଙ୍ଗପଦର ଗ୍ରାମ ବାଘୁଆ ସାହିରେ ଏକ କୂଅରେ ପଡି ଜଣେ ୩ ବର୍ଷର ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଗ୍ରାମର ଦୁଖୀଶ୍ୟାମ ସାହୁଙ୍କ ଝିଅ ପ୍ରୀୟାଂଶି । ଆଜି ଅପରାହ୍ନ ସମୟରେ ସେ ଗ୍ରାମରେ ଖେଳୁଥିବା ସମୟରେ…
Read More...

ଭଞ୍ଜନଗର ଠାରେ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଆଜିଠାରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି।ଏହା ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଅଗ୍ନିଶମ ସେବା ଦିବସ ପାଳନ ଅବସରରେ ସର୍ବଭାରତୀୟ ସ୍ତରରେ ସହୀଦ ହୋଇଥିବା କାର୍ଯ୍ୟରତ ଅଗ୍ନିଶମ ବିଭାଗ କର୍ମଚାରୀ…
Read More...

ସରୁନି ଦାଦାନ ଦୁଃଖ: କେରଳ ରାଜ୍ୟ ପେରାମ ବାବୁରେ ଦାଦନ ଖଟିବାକୁ ଜାଇଥିବା ପ୍ରବାସୀ ଓଡ଼ିଆ ଆଦିବାସୀ ଯୁବକଙ୍କ ସନ୍ଦେହ…

ଅନୁସନ୍ଧାନ ଭାରତ(ବ୍ୟୁର): ସରୁ ନାହିଁ ପ୍ରବାସୀ ଓଡ଼ିଆଙ୍କ ଦାଦାନ ଦୁଃଖ l ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଜୀବନ ହରାଉଛନ୍ତି ଅନେକ ଓଡ଼ିଆ ଯୁବକ l ଆଜି ପୁଣି କେରଳ ରାଜ୍ୟରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟି…
Read More...

ସାଧାରଣ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ସୀମାନ୍ତରେ ଯାଞ୍ଚ କଡାକଡି…

ଭଞ୍ଜନଗର (ନିଲୁ ବିଷୋୟୀ) : ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ଅବାଧ ଭାବେ ପରିଚାଳନା କରିବାକୁ ଭଞ୍ଜନଗର ପୁଲିସ ପକ୍ଷରୁ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଯାଞ୍ଚକୁ କଡାକଡ଼ି କରାଯାଇଛି। ମୁଜାଗଡ଼ରେ ନାକା କରାଯିବା ସହ ଫୁଲବାଣୀ ପଟୁ ଆସୁଥିବା ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଥିବା…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜେଡି ନେତା….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ନିର୍ବାଚନ ତାରିଖ ପାଖେଇ ଆସିବା ସହ ବିଭିନ୍ନ ପ୍ରକାରର ରାଜନୈତିକ ଦଳ ମାନଙ୍କର ଗତିବିଧିରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରତିଦ୍ବନ୍ଦିତା…
Read More...

ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାର ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଆଇନ ସଚେତନତା ଓ ସାକ୍ଷରତା ଶିବିର…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାର ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଆଇନ ସଚେତନତା ଓ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାଜଜ ଦେବଦତ୍ତ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ…
Read More...

ଗଛରେ ପିଟିହେଲା ଯାତ୍ରୀବାହୀ ବସ, ୨୧ ଯାତ୍ରୀ ଆହତ….

ଭଞ୍ଜନଗର(ନିଲୁ ବିଷୋୟୀ): ରାସ୍ତାକଡରେ ଥିବା ଗଛ ସହ ଧକ୍କା ହେଲା ଯାତ୍ରୀବାହୀ ଘରୋଇ ବସ୍ । ବସରେ ଥିବା ପ୍ରାୟ ୨୧ ଜଣ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଆହତ ହୋଇଛନ୍ତି । ବେଲଗୁଣ୍ଠା ଥାନା ଅଧୀନ ନୂଆଗାଁ ବଡ଼ନଦୀ ସେତୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟ ବଶତ ଏଥିରେ କାହାର…
Read More...

ସଡ଼କ ଦୁର୍ଘଟଣାରେ ଦୁଇ ଦଣ୍ଡୁଆ ମୃତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଦଣ୍ଡୁଆଙ୍କ ପ୍ରାଣ ହାନି ଘଟିଥିବା ଜଣା ପଡ଼ିଛି । ଦଣ୍ଡୁଆମାନେ ଏକ ପିକ-ଅପ ଭ୍ୟାନ ଯୋଗେ ବ୍ରହ୍ମପୁରରୁ କ୍ଷେତ୍ରୀୟ ବରପୁର ଫେରୁଥିବା ସମୟରେ ସ୍ଥାନୀୟ ସୋମପୁର ଛକ…
Read More...