ସମ୍ବାଦ ସାହିତ୍ୟ ଘର ପକ୍ଷରୁ ରକ୍ଷା ବନ୍ଧନ ସହ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ନିଶା କବଳରୁ ସମାଜକୁ ରକ୍ଷା କରିବା ନିମନ୍ତେ ସମ୍ବାଦ ପକ୍ଷରୁ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି ତାହା ହେଉଛି ନିଶା ନିବାରଣ । ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷା, ରକ୍ତଦାନ ଶିବିର, ବୃକ୍ଷ ରୋପଣ ପରେ ନିଶା ନିବାରଣ ଭଳି ଏକ ସାମାଜିକ କାର୍ଯ୍ୟକ୍ରମକୁ ସବୁ ମହଲରେ ସ୍ୱାଗତ…
Read More...

ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ…

କୋକସରା( ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା, ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆ ପଡାର ସନୁ ଛାତ୍ରୀଆଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଆର ମଡ଼ଗାଓଁ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ସୂଚନା…
Read More...

ପୋଲସରରେ ଆସି ବନ୍ଧୁକ ଦେଖାଇ ଲୁଟି ନେଲେ ବେକର ସୁନା ଚେନ…

କେନ୍ଦୁଝର(ଆର୍ତ୍ତତ୍ରାଣ ପାତ୍ର): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରି, ଲୁଟ ତରାଜ ବଢ଼ିବାରେ ଲାଗିଛି l ଲୁଟେରାମାନେ ସବୁବେଳେ ପୁଲିସକୁ ଖୁଲମଖୁଲା ଚେଲେଞ୍ଜେ କରି ଲୁଟ୍ କରୁଛନ୍ତି ସୁନା, ଗହଣା ଆଉ ଟଙ୍କା । ଶନିବାର ସନ୍ଧ୍ୟା ପାଞ୍ଚଟା ସମୟରେ ପାଟଣା ଥାନା…
Read More...

ଜିଲ୍ଲା କୁଲୁତା ସମାଜର ନୁଆଖାଇ ଭେଟଘାଟ ପ୍ରସ୍ତୁତି….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଞ୍ଜିବାହାଲ ଛକ ସ୍ଥିତ ପେଟ୍ରୋଲ ପମ୍ପ ପରିସରରେ ନୁଆପଡ଼ା ଜିଲ୍ଲା କୁଲୁତା ସମାଜର ଜିଲ୍ଲା ସଭାପତି ତଥା ବିଶିଷ୍ଟ ସମାଜସେବୀ ସରୋଜ କୁମାର ସାହୁଙ୍କ ସଭାପତିତ୍ଵରେ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ…
Read More...

ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଦେଡ଼ ବର୍ଷର ଝିଅକୁ ହରେଇଇଲେ ପରିବାର ଲୋକେ…..

ବାଲିଗୁଡା(ସିବନ୍ତ ଦିଗାଲ ): ପୁଣି ଏକ ଦାଦନ ଦୁଃଖ, ପରିବାରରେ ପ୍ରତିପୋଷଣନିମନ୍ତେ ତାମିଲନାଡୁ ଯାଇଥିଲେ । ହେଲେ ଦେଡ଼ ବର୍ଷ ର ଛଟ ଛୁଆକୁ ହରାଇ ଘରକୁ ଫେରିଲେ ଦାଦନ ଶ୍ରମିକ । ସ୍ୱାମୀ ଓ ସ୍ତ୍ରୀ ଦୁହେଁ କମ୍ପାନୀରେ କାମ କରୁଥିଲେ ହେଲେ ଦୁର୍ଭାଗ୍ୟ ବଶତଃ ଅସାଭଧାନତା ଯୋଗୁଁ ଦେଡ଼ ବର୍ଷର…
Read More...

କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ରାଲି….

କୋରାପୁଟ(ଭଗବତୀ ଆଚାରୀ): କୋଲକତା ଆର.ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ କୋରାପୁଟ ଜିଲ୍ଲାର ଡାକ୍ତର ନିନ୍ଦା କରିବା ସହ ପ୍ରତିବାଦ ଜଣାଇଛନ୍ତି । ସକାଳୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର ଧାରଣା ଦେବା ସହ ସଂଧ୍ୟାରେ ରାଲି କରିଥିଲେ |…
Read More...

ସାନଚେରଗାଁ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫ଟି କାମରେ ଦୁର୍ନୀତି ଅଭୋଯୋଗ, ଆନ୍ଦୋଳନରେ ବସିଲେ…

ଗୋଲାମୁଣ୍ଡା(ଅଶ୍ବିନୀ ମଲ୍ଲୀକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁ ଫାଇଭ ଟି କାମରେ ମହା ଦୁର୍ନୀତି ହୋଇଥିବା ବେଳେ ଏହାକୁ ବିରୋଧ କରି ଆଜି ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇ ଆନ୍ଦୋଳନରେ ବସିଥିଲେ ।…
Read More...

ବାଲିଗୁଡାରେ ଯୋଗାଣ ବିଭାଗର ଚଡାଉ, 6 କୁଇଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ….

ବାଲିଗୁଡା (ସିବନ୍ତ ଦିଗାଲ ):କନ୍ଧମାଳ ଜିଲ୍ଲା ବାଲିଗୁଡା ସହକାରୀ ଯୋଗାଣ ବିଭାଗ ପକ୍ଷରୁ ବାଲିଗୁଡା ସହରରେ ତେଜରାତି ଦୋକାନ ଉପରେ ଚଡାଉ କରାଯାଇଛି । ସୂଚନା ମୁତାବକ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ…
Read More...

ଆର୍ ସି ଏମ ପକ୍ଷରୁ ସମ୍ପୂର୍ଣ୍ଣ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଭବାନୀପାଟଣା(ତୁଳମଣି ନାଗ): ୭୮ତମ ସ୍ଵାଧିନତା ଦିବସ ପାଳନ ଉପଲକ୍ଷେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ହଲ୍ ଠାରେ (ଆର୍ ସି ଏମ) ପକ୍ଷରୁ ସମ୍ପୂର୍ଣ୍ଣ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନମୟ କୁମାର ଦରୁଆନ୍…
Read More...

ଭାରତ ବନ୍ଦକୁ ସମର୍ଥନ, ଏସ.ଟି ଓ ଏସ.ସି ମିଳିତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

କୋକସରା(ତ୍ରିଲୋକ୍ୟ ବେଶ୍ରା): ଆସନ୍ତା ୨୧ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏସ.ଟି,ଏସ.ସି ବର୍ଗଙ୍କ ଆରକ୍ଷଣ ବିରୋଧୀ ରାୟ ପ୍ରତିବାଦରେ କୋକସରା ବ୍ଲକ ଏସ.ଟି,ଏସ.ସି ବର୍ଗ ମିଳିତ ମଞ୍ଚ ପକ୍ଷରୁ ରବିବାର କୋକସରା ବ୍ଲକ ଠାରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଆସିବାସୀ ସଙ୍ଘ ସଭାପତି ହେମନ୍ତ ମାଝୀ…
Read More...