ଦାରିଙ୍ଗବାଡି ପୁଲିସକୁ ମିଳିଛି ବଡ ସଫଳତା, ପର୍ତ୍ତମାହା ଜଙ୍ଗଲରୁ ୩ଦେଶୀ ବନ୍ଧୁକ ଜବତ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା l ପର୍ତ୍ତମାହା ଜଙ୍ଗଲରୁ ବେଆଇନ ଭାବେ ବ୍ୟବହୃତ ୩ ଗୋଟି ଦେଶୀ ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଛି ପୁଲିସ । ନିର୍ଭରଯୋଗ୍ୟ ସୂଚନା ଉପରେ କାର୍ଯ୍ୟକରି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ…
Read More...

ଗଛରୁ ଝୁଲନ୍ତା ମୃତ ଦେହ ଠାବ ଘଟଣା, ଉଚ୍ଚସ୍ତରୀୟ ନ୍ୟାୟ ଦାବିରେ ଧାରଣା ଦେଲେ ଗ୍ରାମବାସୀ…

ସିମୋନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମାଣ୍ଡୁବାଡ଼ି ଗ୍ରାମର ବଲାମାହା ଜଙ୍ଗଲର ଏକ ଗଛରୁ କାଜୁରିବାଦେରୀ ଗ୍ରାମର ଭଗବାନ ଦିଗାଳଙ୍କ ପୁଅ ଉଜ୍ଜ୍ଵଳ  ଦିଗାଲଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଥିଲା । ଏହି ଘଟଣାରେ ଶନିବାର ସକାଳୁ ପରିବାର ଲୋକଙ୍କ ସମେତ…
Read More...

ରାୟଗଡ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରମୋଦ କୁମାର ଖଣ୍ଡୁଆଳଙ୍କ ଯୋଗଦାନ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ପ୍ରମୋଦ କୁମାର ଖଣ୍ଡୁଆଳ ଯୋଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା । ସେହି ପ୍ରକାରେ ପ୍ରମାଦ କୁମାର ଖଣ୍ଡୁଆଳଙ୍କୁ…
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଧାରଣା ଓ ଦାବିପତ୍ର ପ୍ରଦାନ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ୱାର୍ଡ଼ କାଉଁସିଲର ଯାକେଶ ପ୍ରଧାନଙ୍କ ନେତୃତ୍ୱରେ ୱାର୍ଡ଼ ବାସିନ୍ଦାଙ୍କ ତରଫରୁ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ…
Read More...

ବିଜେପି ତରଫରୁ ଜନ ଆକ୍ରୋଶ ମହିଳା ରାଲି ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର) ମହିଳା ସଂରକ୍ଷଣ ବିଲକୁ ନେଇ ଘୁ.ଉଦୟଗିରି ନଗର ଓ ଗ୍ରାମୀଣ ମଣ୍ଡଳ ବିଜେପି ସଂଗଠନ ତରଫରୁ ଜନ ଆକ୍ରୋଶ ଓ ମହିଳା ରାଲି ଅନୁଷ୍ଠିତ ହୋଇଛି | ନଗର ବିଜେପି ସଭାପତି ଭେଙ୍କଟେଶ୍ୱର ବେହେରା ଓ ଗ୍ରାମୀଣ ମଣ୍ଡଳ ସଭାପତି ବିରାଜ କହଁରଙ୍କ ନେତୃତ୍ୱରେ ଏହି ମହିଳା ସମାବେଶ…
Read More...

୮୭ତମ ବାର୍ଷିକ ମହାସଭା ମହା ଆନନ୍ଦରେ ଉଦଯାପିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ଗୁଡ୍ରୀପଡ଼ି ସଭା ପଡ଼ିଆରେ ଉଦୟଗିରି ପାଷ୍ଟୋରେଟ୍ ସମ୍ମିଳନୀ, ଫୁଲବାଣୀ ଧର୍ମାଞ୍ଚଳ ପକ୍ଷରୁ ଆୟୋଜିତ ୮୭ତମ ବାର୍ଷିକ ମହାସଭା ମହା ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହର ସହିତ ଉଦଯାପିତ ହୋଇଯାଇଛି । ୩ ଦିନିଆ ଏହି ମହାସଭାର ଶେଷ…
Read More...

ଭାରସାମ୍ୟ ହରାଇ ବାଇକ ଚାଳକ ମୃତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧୀନ ସୋନପୁର ଗ୍ରାମର ଜଣେ ଯୁବକ ମୋଟର ସାଇକେଲରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ବାରିକେଟରେ ବାଡେଇ ହୋଇ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି । ମୃତ ଯୁବକ ଜଣକ ସମୀର ବଢ଼ାଇ(୩୦) ସୋନପୁର ଗ୍ରାମର ବୋଲି…
Read More...

କିଶୋରୀ ବାଳିକାଙ୍କ ଯୌନ ଅପରାଧ ଓ ପୋସ୍କ ଆଇନ ୨୦୧୨ ସମ୍ପର୍କିତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ):  ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଉଲି ପଦର ଅନୁସୂଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦାରିଙ୍ଗବାଡି  ପକ୍ଷରୁ କିଶୋରୀ ବାଳିକାଙ୍କ ଗର୍ଭ ଧାରଣର କୁପ୍ରଭାବ ଓ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା…
Read More...

ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଖଣି ଅଧିକାରୀଙ୍କ ଚଢ଼ାଉ, ଚିପ୍ସ ବୋଝେଇ ହାଇୱା ଗାଡ଼ିରୁ ୫୨ ହଜାର ୮ ୮୫ ଟଙ୍କା ଜରିମାନା…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା  ଖଣିଜ ଅଧିକାରୀ ସୋମବାର ଦିନ ଅଚାନକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଗସ୍ତ କରି ଏକ ଚିପ୍ସ ବୋଝେଇ ହାଇୱା ଗାଡ଼ି (ନଂ ଓ ଡି ୩୨ଏମ୍ ୯୭୨୧) ଉପରେ ଚଢ଼ାଉ କରି ଆବଶ୍ୟକୀୟ ନଥିପତ୍ର ଯାଞ୍ଚ କରିଥିଲେ ତେବେ ଆବଶ୍ୟକୀୟ ନଥିପତ୍ର ଦାଖଲ ନ କରିବାରୁ ବେଆଇନ…
Read More...

ପୁଣି ଦାରିଙ୍ଗବାଡିରେ ଦାଦନ ଯନ୍ତ୍ରଣା, ଚଳନ୍ତା ଟ୍ରେନରୁ ଗଡ଼ ଖସି ଯୁବକଙ୍କ ମୃତ୍ୟୁ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଖବର ଆସି ପହଞ୍ଚିଛି । ଯୁବକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିୟା ପଞ୍ଚାୟତ ଅଲିମାହା ଗ୍ରାମ ସୂପାରିକିଆ ସାହିର ଜମେଶ୍ୱର ପ୍ରଧାନଙ୍କ ପୁଅ…
Read More...