ହକି ତାରକା ଅମିତ ରୋହିଦାସଙ୍କୁ ଜନ୍ମମାଟି ସଉନାମରlରେ ସ୍ଵାଗତ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତରିଆ): ପ୍ୟାରିସ ଅଲମ୍ପିକରେ ଭାରତ ଦଳ ପଦକ ଜିତିବା ପରେ ଆଜି ହକି ତାରକା ତଥା ଅଲମ୍ପିୟନ ଅମିତ ରୋହିଦାସ ନିଜ ଜନ୍ମ ମାଟି ସୁନ୍ଦରଗଡ କୁ ଫେରିଛନ୍ତି । ବାଲିଶଙ୍କରl ବ୍ଲକ ଅନ୍ତର୍ଗତ ସଉନାମରl ଗ୍ରାମର ପୁଅ, ହକି ତାରକା ଅମିତ ରୋହିଦାସଙ୍କୁ ତାଙ୍କ ଜନ୍ମମାଟି…
Read More...

ବିଲେନଜୋର ସ୍ଥିତ ସହଭାଗୀ ବିକାଶ ଅଭିଯାନ ତାଲିମ କେନ୍ଦ୍ରରେ ତ୍ରିଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ…

ନୂଆପଡା( ବିରବଲ ପ୍ରଧାନ): ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଆନୁକୁଲ୍ୟରେ ଏବଂ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନଙ୍କ ସହାୟତାରେ ଅନୁଷ୍ଠାନର ବିଲେନଜୋର ସ୍ଥିତ ତାଲିମ କେନ୍ଦ୍ର ପରିସରରେ ଏକ ତ୍ରିଦିବସୀୟ ଆବାସିକ ତାଲିମ କାର୍ଯ୍ୟକ୍ରମ  …
Read More...

ସମରଝୋଳ ଛକରେ ମର୍ମତନ୍ଦ ସଡ଼କ ଦୁର୍ଘଟଣା…

ହିଂଞ୍ଜିଳିକାଟ(ସଂସ୍କାର ପଟ୍ଟନାୟକ): ୫୯ ନମ୍ବର ଜାତୀୟ ରାଜପଥ ସମରଝୋଳ ଛକରେ ମର୍ମତନ୍ଦ ସଡ଼କ ଦୁର୍ଘଟଣା । ବସ ତଳେ ଚାପି ହୋଇ ୪ ମୃତ ୨୦ ରୁ ଉର୍ଦ୍ଧ ଆହତ । ଖମ୍ବେଶ୍ୱରୀ ବସ ସହ ଏକ ଅଏଲ ବୋଝେଇ ଟ୍ରକ୍ ମୁହାଁମୁହିଁ। ଚା ଦୋକାନ ଉପରେ ମାଡ଼ିଲା ବସ । ବସ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର…
Read More...

କନ୍ଧମାଳରେ ପୁଣିଥରେ ଦଙ୍ଗାର ଆଶଙ୍କା ଏକ ମିଥ୍ୟା ଗୁଜବ, ଭୟଭୀତ ନ ହେବାକୁ ପୁଲିସ ପକ୍ଷରୁ ପରାମର୍ଶ, ବ୍ରାହ୍ମଣୀଗାଁ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଏକ ଦଙ୍ଗା ହେବାର ଆଶଙ୍କା ନେଇ ବିଭିନ୍ନ ସୋସିଆଲ ମିଡ଼ିଆ, ଇନଷ୍ଟାଗ୍ରାମ, ଫେସ୍ ବୁକ୍, ହୁୱାଟସ ଆପ୍ ଜରୀଆରେ କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠି ଓ ବ୍ୟକ୍ତି ବିଶେଷ ଗୁଜବ ସୃଷ୍ଟି କରିଥିବା ବେଳେ ଏହାର ପ୍ରଭାବ ସମଗ୍ର କନ୍ଧମାଳ…
Read More...

ନୂଆପଡାରେ ଏସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା….

କୋମନା( ବିରବଲ ପ୍ରଧାନ): ଏସ୍‌ସି ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଇଛି I ସଂରକ୍ଷଣ ବଞ୍ଚାଓ ସଂଘର ବନ୍ଦ ଡାକରାରେ ସାମିଲ ହୋଇଛି ଏସ୍ ସି ଓ ଏସ୍ ଟି, ଦଳିତ ଓ ଆଦିବାସୀ ସଂଘ ସକାଳୁ ରାଜ୍ୟର…
Read More...

ସୁପ୍ରିମ କୋର୍ଟଙ୍କ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ରାୟକୁ ବିରୋଧ, ଦାରିଙ୍ଗବାଡିରେ ଭାରତ ବନ୍ଦର…

ଦାରିଙ୍ଗବାଡି(ଅଶୋକ ସିଂ): ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବୁଧବାର ଭାରତ ବନ୍ଦ ଡାକରାରେ ଦାରିଙ୍ଗବାଡି ପ୍ରଭାବିତ ହୋଇଛି । ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡିମୋଟର ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଭାରତ ବନ୍ଦ ଡାକରାରେ ସ୍ଥାନୀୟ…
Read More...

ସଂରକ୍ଷଣ କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ଜବାବରେ ଏସସି ଓ ଏସଟି ସଂଘ ମାଲକାନଗିରି ତରଫରୁ ଭାରତ ବନ୍ଦକୁ…

ମାଲକାନଗିରି(ବିକାଶ କୁମାର ଦଣ୍ଡସେନା): ମାଲକାନଗିରିରେ ମଧ୍ୟ ସୁପ୍ରିମକୋର୍ଟର ରାୟ ବିରୁଦ୍ଧରେ ଭାରତ ବନ୍ଦ ଡାକରାକୁ ଏସସି ଓ ଏସଟି ସଂଘ ତରଫରୁ ସମର୍ଥନ ଦେବା ସହ ସମସ୍ତ ବ୍ଲକ୍ ତଥା ଗଳି କନ୍ଦିରେ ମଧ୍ୟ କଡାକଡି ଭାବେ ଭାରତ ବନ୍ଦ ପାଳନ କରାଯାଇଛି । ଅନେକ୍ ଆଦିବାସୀ ଲୋକେ ଆଜି କାମଧନ୍ଦା…
Read More...

ଆଦିବାସୀମାନଙ୍କ ଦ୍ୱାରା ଗଜପତି ଜିଲ୍ଲାରେ ବନ୍ଦ ଡାକରା, ଯାତାୟାତ ସେବା ବାଧା ପ୍ରାପ୍ତ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା ): ଅନୁସୂଚିତ ଜାତି ଜନଜାତିଙ୍କ ପକ୍ଷରୁ ଗଜପତିରେ ବନ୍ଦ ଡାକରା ବନ୍ଦ ଡାକରା ଦିଆ ଯାଇଛି । ସୁପ୍ରିମକୋର୍ଟଙ୍କ ଆରକ୍ଷଣରେ ବର୍ଗୀକରଣ କରିଥିବାକୁ ବିରୋଧ କରି ଏହି ଭାରତ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଗଜପତିରେ ମଧ୍ଯ ଏହି ବନ୍ଦର ପ୍ରଭାବ ଦେଖିବାକୁ…
Read More...

ସୁନ୍ଦରଗଡ଼ରେ 12 ଘଣ୍ଟିଆ ଭାରତ ବନ୍ଦ, ରାୟ ନ ବଦଳିଲେ ଆନ୍ଦୋଳନ ଭୟା ବହ ହେବ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତିରିଆ): ଅଗଷ୍ଟ 1ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ବିରୋଧରେ ଏସ. ସି/ଏସ. ଟି ସମନ୍ଵୟ କମିଟି ଦ୍ଵାରା ଏହି ବନ୍ଦ ପାଳନ ହେଉଛି । ସମ୍ବିଧାନର ଅର୍ଟିକଲ-341ଓ 342କୁ ଏହି ରାୟ ବିରୁଦ୍ଧାଚଣ କରୁଥିବା ଅଭିଯୋଗ କରି ବନ୍ଦର ଡାକରା ଦିଆଯାଇ…
Read More...

ଗୁମ୍ମା ବ୍ଲକରେ ଶାନ୍ତି ପୂର୍ଣ୍ଣ ଭାବେ ଭାରତ ବନ୍ଦ ସଫଳ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ସଫଳ ହୋଇଛି । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିଭିନ୍ନ ସରକାରୀ ନିଯୁକ୍ତି ଓ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷଣ ବନ୍ଦ…
Read More...