ଲାଞ୍ଚ ନେବାବେଳେ କୋଟଗଡ଼ ଥାନା ଏଏସଆଇଙ୍କୁ ଗିରଫ କଲା ଭିଜିଲାଞ୍ଚ ଟିମ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଏଏସଆଇଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଗିରଫ କରିଛି । କୋଟଗଡ଼ ଥାନା ଏଏସଆଇ ରଜନୀ କାନ୍ତ ଦାସ ଏକ ବିଚାରଧୀନ ମାମଲାରେ ସାହାଯ୍ୟ କରିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ମାଗୁଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ସୂଚନା…
Read More...

ପରିଡ଼ା ଗ୍ରାମରେ ମୋବାଇଲ ଟାୱାର ବସିଛି ସତ କିନ୍ତୁ କାର୍ଯ୍ୟରେ ଆସୁନି….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତରେ ଗତ କିଛି ଦିନ ତଳେ ବିଏସସେନାଲ ନେଟୱର୍କକୁ ନେଇ ଅଭିଯୋଗ କରାଯାଇଥଲା l ଏହି ଟାୱାର ନିର୍ମାଣ କାର୍ଯ୍ୟ ନିମ୍ନମାନ ହେବା ସତ୍ୱେ ବିଏସସେନାଲ ଟାୱାର ନିର୍ମାଣ ହୋଇଛି କିନ୍ତୁ ନେଟୱର୍କ ରହୁ…
Read More...

ଭାରିଯାନ ଚକ ତଲେ ପଡ଼ିଯାଇ ସ୍କୁଟି ଚାଳକର ମୃତ୍ୟୁ….

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ସ୍କୁଟି ଗାଡ଼ିକୁ ପଛପଟୁ OD05AH8810 ଭାରିଯାନ  ଧୋକାଦେଇ ଥିବା ବେଳେ OD08H5195 ସ୍କୁଟି ଚାଳକ OD05AH8810 ଗାଡ଼ି ଚକ ତଳେ ପଡ଼ି ଯାଇଥିଲା । ସ୍କୁଟି ଚାଳକ ଉପରେ OD05AH8810 ଗାଡ଼ିର…
Read More...

ମରଣ ଯନ୍ତା ପାଲଟିଛି କଣ୍ଟାମାଲ-ବୋରିଗୁମା ରାସ୍ତା…

ଗୋଲାମୁଣ୍ଡା (ଅଶ୍ୱିନୀ ମଲ୍ଲିକ): ଓଡ଼ିଶା ସରକାର ଗମନା ଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଆଜକୁ ସ୍ୱାଧୀନତା ହୋଇ ୭୫ବର୍ଷ ବିତିଯାଇଛି l ହେଲେ ଅନେକ ଗ୍ରାମାଞ୍ଚଳ ଗୁଡିକର ରାସ୍ତାଘାଟ ସୁଧୁରିବା ପରିବର୍ତ୍ତେ ଜମୁଛି କାଦୁଅ । ଏପରି ଏକ ଚିତ୍ର ଦେଖିବାକୁ ମିଳୁଛି…
Read More...

AORAର ରାଜ୍ୟ କାର୍ଯ୍ୟକାରୀ ସଭାପତି ହେଲେ ବୌଦ୍ଧ ଜିଲ୍ଲାର ବିଭୁଦତ୍ତ, ବୌଦ୍ଧ ଶାଖା ପକ୍ଷରୁ ସମ୍ବର୍ଦ୍ଧନା,ସାମ୍ବାଦିକ…

ବୌଦ୍ଧ(ଅବବୁ ବକ୍କର ସିଦ୍ଦିକ ଖାନ): ରାଜ୍ୟରେ ନୂତନ ଅଲ ଓଡିଶା ରିପୋର୍ଟର ଆସୋସିଏସନ (AORA)ଏକ ଶକ୍ତିଶାଳୀ ସଂଗଠନ ନିଜର ନୂତନ ଆଭିମୁଖ୍ୟ ନେଇ ଉଦ୍ଜୀ୍ପିତ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାର ସାମ୍ବାଦିକ ବିଭୁଦତ୍ତ ବୋଷଙ୍କୁ ଆସୋସିଏସନର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି l…
Read More...

୫୩ ସିଫ୍ଟ୍ କାଠ ପଟ୍ଟା ଜବତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିନ ଲାଠିପଡା ସେକ୍ସନର କେଶରା ଗ୍ରାମର ସନ୍ତୋଷ ଗୌଡ(ବାୟା)ଙ୍କ ଘରୁ ବନବିଭାଗ ୫୩ ସିଫ୍ଟ୍ କାଠ ପଟ୍ଟା ଜବତ କରିଛି । ଉକ୍ତ ଘରେ ବିପୁଳ କାଠ ପଟ୍ଟା ଥିବା ନେଇ ବନବିଭାଗ କୌଣସି ସୁତ୍ରରୁ ଖବର ପାଇ…
Read More...

ଯୋଗୀନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର…

ବୌଦ୍ଧ(ଅବବୁ ବକ୍କର ସିଦ୍ଦିକ ଖାନ): ମଙ୍ଗଳବାର ଦିନ 11 ଘଣ୍ଟା ସମୟରେ କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଆରକ୍ଷୀ…
Read More...

ଗୋ ବନ୍ଧ୍ୟା ଚିକିତ୍ସା ଶିବିର ଓ ସଚେତନତା କର୍ମଶାଳା ଅନୁଷ୍ଠିତ….

ନୂଆପଡ଼ା( ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଗ୍ରାମପଞ୍ଚାୟତ ସ୍ଥାନୀୟ ପ୍ରାଣୀସମ୍ପଦ ବିକାଶ କାର୍ଯ୍ୟାଳୟ ଠାରେ ପଶୁଧନ ଜାଗୃତି ଅଭିଯାନ ରାଷ୍ଟୀୟ ଗୋକୁଳ ମିଶନ ଆନୁକୂଲ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ନୂଆପଡା ସୌଜନ୍ୟରେ ଗୋବନ୍ଧ୍ୟା ଚିକିତ୍ସା ଶିବିର ଓ…
Read More...

ସୁନ୍ଦରଗଡ ଜିଲ୍ଲାର ଲିପ୍ସା ଓ ପ୍ରିତମଙ୍କୁ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ଅବସରରେ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ୨୭ ଅଗଷ୍ଟ ୨୦୨୪ ମଙ୍ଗଳବାର ସକାଳ ୮ ଟା ସମୟରେ ପୁରୀ ତାଳବଣିଆ ଷ୍ଟାଡିୟମଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଝାଡେଶ୍ୱରୀ ମନ୍ଦିର ଠାରେ ଦ୍ୱୀପ ପ୍ରଜ୍ଜଳନ କରି ଖେଳାଳୀମାନେ ସହର…
Read More...

କୁତ୍ରା ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): କୁତ୍ରା ବ୍ଲକ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ…
Read More...