ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ, ଜାତୀୟ କ୍ରୀଡା ଦିବସ ପାଳିତ….
ରାୟଗଡ଼ା(ଟିକି ଲିମ୍ମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଓ ଛାତ୍ରୀମାନଙ୍କ ଦ୍ଵାରା ଏକ ରାଲି ବିଦ୍ୟାଳୟରୁ ବାହାରି ରାୟଗଡ଼ ସହର ପରିକ୍ରମା କରିଥିଲେ…
Read More...
Read More...