ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ସଦର ଅନ୍ତର୍ଗତ ଚଗାଁ ପଞ୍ଚାୟତ ଘଟବାହାଲି ଗ୍ରାମ ଠାରେ ରହିଛି ମାଁଗାୟତ୍ରୀ ସେବା ସଂସ୍ଥା l ଏହି ମାଁ ଗାୟତ୍ରୀ ସେବା ସଂସ୍ଥା ପରିବାର ଭଗବାନ ତ୍ୟାଗୀ, ଚତାନ୍ୟ ମାଝୀ, ବୈଦ୍ୟ ଧର୍ମୁ ନାଏକ ଆଜି ନୂତନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶକୁ ସାକ୍ଷାତ କରି ମାନପତ୍ର ଓ ଓପୋଢ଼କନ ଦେଇ ସମ୍ମାନିତ କରି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିବା ସୂଚନା ରହିଛି ।