କୋକସରା ବ୍ଲକରେ ମାତିଛନ୍ତି ଛେଳି ଚୋର, ପୁଲିସ ପ୍ରଶାସନ ପେଟ୍ରୋଲିଂ ଦାବୀ କଲେ ଅଞ୍ଚଳବାସୀ…
କୋକସରା(ତ୍ରିଲୋକ୍ୟ ବେଶ୍ରା): ବିଗତ କିଛିଦିନ ହେବ କ୍ରମାଗତ ଭାବେ କୋକସରା ବ୍ଲକର ଆମପାଣି ଓ କୋକସରା ଥାନାଞ୍ଚଳରୁ ଚାଷିଙ୍କ ଛେଳି, ମେଳଛା ଚୋରି ବୃଦ୍ଧି ପାଇଛି । ଶନିବାର ବିଳମ୍ବିତ ରାତିରେ ମୋଟେର ଫାଣ୍ଡି ଅଧୀନରେ ଥିବା ମୋଟେର ଗ୍ରାମର ଜନ୍ମେଜୟ ପାନ ଓ ବନ ଦୁର୍ଗା ବେଳପଡାର ଜଣେ ବିଧବା…
Read More...
Read More...