୨୩ କେଜି ଗଞ୍ଜେଇ ସହ ସ୍କୁଟି ଜବତ, ଚାଲାଣ କାରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡି  ଥାନା ପୁଲିସ ପକ୍ଷରୁ କୌଣସି ସୂତ୍ରରୁ ସୂଚନା ପାଇ ଚଡାଉ କରି ୨୩ କେଜି   ଗଞ୍ଜେଇ ସହ ଗଞ୍ଜେଇ ନେଉଥିବା ସ୍କୁଟି  ଜବତ କରିବା ସହ ଚାଲାଣ ୩ଜଣ ଚାଲାଣ କାରିଙ୍କୁ  ଗିରଫ କରି  କୋର୍ଟ ଚାଲାଣ  କରିଥିବା ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା…
Read More...

ବିକଶିତ ଗାଁର ବିକଳ ଚିତ୍ର, ବୁତେଡ଼ି ଗ୍ରାମରେ ଆଜି ପର୍ଯ୍ୟନ୍ତ ପହଞ୍ଚିଲାନି ଗ୍ରାମ୍ୟ ଉନ୍ନୟନ ସଡ଼କ ଯୋଜନା…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ସ୍ଵାଧୀନତାର ୬୭ ବର୍ଷର ଅମୃତ କି ଆଜାଦି ମହୋତ୍ସବ ପାଳନ ପରେ ବି ଗ୍ରାମାଞ୍ଚଳର ଚିତ୍ର ବଦଳି ନାହିଁ । ସରକାର "ବିକଶିତ ଗାଁ" ଓ "ସମୃଦ୍ଧ ଓଡ଼ିଶା"ର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବତା ଚିତ୍ର କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ଏକ ପ୍ରତ୍ୟକ୍ଷ…
Read More...

ଦାରିଙ୍ଗବାଡି ବ୍ଲକରେ ତିନିଟି ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ…

ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ରାଜ୍ୟ ସରକାଙ୍କ ପକ୍ଷରୁ ତିନିଟି ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ କରିଛନ୍ତି । ପ୍ରଥମଟି କିରିକୁଟି  ସରକାରୀ ଉଚ୍ଚ…
Read More...

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଇନ ସଚେତନତା ଅନୁଷ୍ଠିତ….

ଭଞ୍ଜନଗର,(ନିଲୁ ବିଷୋୟୀ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଦଦରାଲୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ…
Read More...

ଯାତ୍ରାରେ ଗଣ୍ଡଗୋଳ ମାମଲା, ୪ ଗିରଫ…..

ଭଞ୍ଜନଗର(ନିଲୁ ବିଷୋୟୀ): ଦୁଇ ଗୋଷ୍ଠି ଗଣ୍ଡଗୋାଳ ମାମଲାରେ ପୁଲିସ ଶନିବାର ସନ୍ଧ୍ୟାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଠାକୁରାଣୀ ଯାତ୍ରା ସମୟରେ ୧୭ ତାରିଖ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ଗଣ୍ଡଗୋଳ ସୁତ୍ରପାତ ହୋଇଥିଲା ‌। ଏନେଇ ପୁଲିସ ୪ ଟି…
Read More...

ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ପ୍ରଶିକ୍ଷଣ ଶିବିର ଉଦଯାପିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଲେମ୍ଭେଇ ଠାରେ ଭାରତୀୟ ଜନତା ପାର୍ଟିର ୨ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଛି । ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ନୀଳମାଧବ ପାତ୍ରଙ୍କ ଅଧକ୍ଷତା ତଥା…
Read More...

ଛଡ଼ାକିଆ ମଣ୍ଡଳୀ ପକ୍ଷରୁ ଆଡ଼ମ୍ବର ସହକାରେ ମା ‘ ମେରୀଙ୍କ ପର୍ଵ ପାଳିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଛଡ଼ାକିଆର କ୍ୟାଥଲିକ ମଣ୍ଡଳୀ ପକ୍ଷରୁ ନିତ୍ୟ ସହାୟ କାରିଣୀ ମା 'ମେରୀଙ୍କ ପର୍ଵ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ଏହି ଅବସରରେ ସିକରମାହା ଧର୍ମାଞ୍ଚଳର ମୁଖ୍ୟ ଯାଜକ ମନୋଜ ବାଗସିଂଙ୍କ ତତ୍ୱାବଧାନରେ ସ୍ଥାନୀୟ ଚର୍ଚ୍ଚ…
Read More...

କାଳ ବୈଶାଖୀ ପ୍ରଭାବ: ବଜ୍ରାଘାତରେ ହଳୁଆ ବଳଦ ମୃତ, ଭି.ଏସଙ୍କ ଘଟଣାସ୍ଥଳ ପରିଦର୍ଶନ…

ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ଅପରାହ୍ନରେ ହଠାତ୍‌ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ପବନ, ବର୍ଷା ଏବଂ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ…
Read More...

କାଳ ବୈଶାଖୀର କରାଳ ରୂପ, ଯୁଆଙ୍ଗିଆ ଗ୍ରାମର ୮ ଗୋଟି ଘରର ଆଜବେଷ୍ଟ ନଷ୍ଟ….

ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳମାନଙ୍କରେ ଗତକାଲି ଅପରାହ୍ନରେ ହଠାତ ପାଗଳ ସାଜିଲା ପାଗ । ସୃଷ୍ଟି ହେଲା କାଳବୈଶାଖୀର କରାଳ ରୂପ । ପ୍ରବଳ ବେଗରେ ବହିଥିବା ଝଡ଼ପବନ ସହ ବଜ୍ରପାତ ଓ ଅଦିନିଆ ବର୍ଷା ଯୋଗୁଁ ଅଞ୍ଚଳରେ ବ୍ୟାପକ…
Read More...

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼, ପୁଲିସର ଛାନଭିନ୍…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ବାସଭବନ ଉପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ପ୍ରାୟ ୭-୮ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଘରକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏଥିରେ ବିଶେଷ କିଛି କ୍ଷତି…
Read More...