ମହିଳାଙ୍କ ଝୁଲନ୍ତା ମୃତ ଦେହ ଜବତ, ହତ୍ୟା ସନ୍ଦେହରେ ପରିବାର…..

ନୂଆପଡ଼ା (ବିରବଲ ପ୍ରଧାନ)ସାରା ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଖାଇ । ଏହି ପର୍ବରେ ଲୋକେ ଧୁମ୍ ଧାମର ସହ ନୂଆଖାଇ ପର୍ବ ପାଳନ କରୁଥିବା ବେଳେ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଇରଗାଁ ପଞ୍ଚାୟତ ସ୍ଥିତ କୁସୁମଖୁଣ୍ଟା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ଉକ୍ତ…
Read More...

କାଠପୋଲ ଉଦଘାଟନରେ ସାମିଲ ହେଲେ ଛାତ୍ରଛାତ୍ରୀ…..

କାମାକ୍ଷାନଗର(ସୌମ୍ୟ ରଞ୍ଜନ ନାୟକ ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ  ବାମ୍ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମର ଭାଗିରଥିପୁର ସାହିକୁ ଯାତାୟାତ ପାଇଁ ହେଉଥିଲା ଅସୁବିଧା ହେଉଥିବା ଯୋଗୁଁ ନିଜସ୍ୱ ଉଦ୍ୟମରେ କାଠ ପୋଲ ତିଆରି କଲେ ଗ୍ରାମବାସୀ l ଏକ ଶାଳଗଣ୍ଡିକୁ କାଟି ପୋଲ ତିଆରି କଲେ…
Read More...

ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଦ୍ୱାରା ବିଶ୍ୱ ଭାତୃତ୍ୱ ଦିବସ ପାଳନ ଶିବିର ଅନୁଷ୍ଠିତ….

ଚିଲିକା(ସଂଗ୍ରାମ ରଣା): ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ବିଶ୍ୱ ଭାତୃତ୍ୱ  ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ବାଣପୁର ଠାରେ ଏକ ଦିବସୀୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ବାଣପୁର ଓ ବାଲୁଗାଁ କଲେଜର…
Read More...

ଚିଲିକା ଗସ୍ତ କ୍ୟାବିନେଟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ….

ଚିଲିକା(ସଂଗ୍ରାମ ରଣା): ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ଏକ ଫ୍ଲାଗସିପ ଯୋଜନା ହୋଇଥିବା ବେଳେ ଖୁବ କମ ଦିନରେ ଏହା ବହୁତ ଲୋକପ୍ରିୟ ହୋଇପାରିଛି l ଉକ୍ତ ଯୋଜନା ଅନ୍ତର୍ଗତ ସମସ୍ତ ମହିଳାମାନଙ୍କୁ 50 ହଜାର ଟଙ୍କା ରାଶି ମିଳିବ l ନିକଟରେ ଉକ୍ତ ଯୋଜନାର ଶୁଭାରମ୍ଭ ଓଡ଼ିଶାରେ ହୋଇଥିବା ବେଳେ…
Read More...

ମା’ଭଗବତୀଙ୍କ ପୀଠରେ ଷଷ୍ଠୀ ଓଷା, ପାର୍ବଣ ପ୍ରସ୍ତୁତି ପାଇଁ ଷଷ୍ଠୀ ବ୍ରତ ଧାରଣ କଲେ ସେବାୟତ…..

ଚିଲିକା(ସଂଗ୍ରାମ ରଣା): ବାଣପୁର-ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ ଭଜା ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ । ଏହି ଦିନ ଗୃହମାନଙ୍କରେ ମା'ଙ୍କୁ ପୂଜା…
Read More...

ବିଜେପିରେ ମିଶିଲେ ଅଳସୁ ପଞ୍ଚାୟତ ସମିତିସଭ୍ୟା….

ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଜଗନ୍ନାଥ ପ୍ରସାଦ ବ୍ଳକ ଅଳସୁ ଗ୍ରାମପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ସେଠୀ ବିଜେପିରେ ସାମିଲ ହୋଇଛନ୍ତି ।…
Read More...

ଘୁ.ଉଦୟଗିରିରେ ସରକାରୀ ଓ ବେସରକାରୀ ଟେଲିକମ୍ ସଂସ୍ଥାର କର୍ମଚାରୀଙ୍କ ମଧୁଚନ୍ଦ୍ରିକା: ଜିଓ ୫ଜି ଓ ବିଏସଏନଏଲ ୪ଜି ସେବା…

-ବହୁ ଅଂଚଳରେ ଘର ଭିତରରେ ସମ୍ଭବ ହେଉନି କଲ, ଆସୁନି ନେଟ l -ଗ୍ରାହକଙ୍କ ସଂଖ୍ୟା ବଢୁଥିବାବେଳେ ବସୁନାହି ଟାୱାର l - ବିଏସ୍ଏନଏଲ୍ ୪ଜି ସେବା ଫେଲ୍ ମାରିଥିବା ବେଳେ ଜିଓ ୫ଜି ସେବା ବଦଳରେ ୨ଜୀ ସ୍ପିଡରେ ନେଟ ସେବା ଚାଲିଥିବା ଗ୍ରାହକଙ୍କ ଅଭିଯୋଗ l ଅନୁସନ୍ଧାନ ଭାରତ(ବ୍ୟୁର):…
Read More...

ଦଣ୍ଡସେନା ପରିବାରର ସାମୁହିକ ନୂଆଖାଇ ପରବ ପାଳିତ…

ନୂଆପଡା (ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ  ନେହେନା ଦଣ୍ଡସେନା ପରିବାରର ଏକ ହଜାରରୁ ଅଧିକ ସଦସ୍ୟ ଗୋଟିଏ ସ୍ଥାନରେ ଭାଇଚାରାର ପର୍ବ ନୂଆଖାଇ  ପାଳନ କରିଥିଲେ । ପଶ୍ଚିମ ଓଡିଶାର ଏହା ଏକ ମୂଖ୍ୟ ପର୍ବ ଓ କୃଷିଭିତ୍ତିକ ପର୍ବ ଅଟେ । ଏହି ଦଣ୍ଡସେନା ପରିବାର …
Read More...

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ……

ଚିଲିକା(ସଂଗ୍ରାମ ରଣା): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ନିଃଶୁକ୍ଳ ଚକ୍ଷୁ ଚିକିତ୍ସା ଶିବିର ଶାଳିଆ ବିଦ୍ୟାନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ , ପ୍ରତାପ ମାଣିକପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।  ଉକ୍ତ ଶିବିରର ଉଦ୍‌ଘାଟନ ବିଦ୍ୟାଳୟର ସଭାପତି ମାଧବ ଚନ୍ଦ୍ର ଦଳେଇଙ୍କ…
Read More...

ବାମନଘାଟୀ ଫୁଟବଲ ଚମ୍ପିୟାନସିପ୍ ଉଦଯାପିତ…..

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ଠାରେ ବାମନଘାଟୀ ଫୁଟବଲ ସଂଘ ଆନୁକୂଲ୍ୟରେ ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରେ ଗତ ଛଅ ତାରିଖରୁ ଆୟୋଜିତ ହୋଇଥିବା ବାମନଘାଟୀ ଫୁଟବଲ ଚମ୍ପିୟାନସିପ୍ ଆଠ ତାରିଖରେ ଉଦଯାପିତ ହୋଇଯାଇଛି l ବାମନଘାଟୀ ଉପଖଣ୍ଡରୁ ଷୋହଳଟି ଦଳ ଅଂଶଗ୍ରହଣ କରିଥିବା ବେଳେ…
Read More...