ଆରା ଉଦୟଗିରି ଠାରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ….

ଆରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଆରା ଉଦୟଗିରି ଠାରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ପଦଯାତ୍ରା ସ୍ଥାନୀୟ ବ୍ଲକ ଠାରୁ ବାହାରି ସ୍ଥାନୀୟ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଉପସ୍ଥିତରେ…
Read More...

ଘରେଘରେ ‘ସୁଭଦ୍ରା’ ଉତ୍ସାହ, ଗ୍ରାମାଞ୍ଚଳରେ ସଚେତନତା ଶୋଭାଯାତ୍ରା….

ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ରେ ଓଡିଆ ଗସ୍ତରେ ଆସିବେ । ଭୁବନେଶ୍ୱରର ଜନତା ମଇଦାନରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିବେ । ଏହା ପୁର୍ବରୁ ବିଭିନ୍ନ ସ୍ଥାନରେ ସୁଭଦ୍ରା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର…
Read More...

ମହିଳା ଗୋଷ୍ଠିଙ୍କ ଦ୍ୱାରା ଦେଶୀ ମଦ ଓ ମହୁଲ ପୋଚ ନଷ୍ଟ…..

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଅବାଧରେ ସ୍ଥାନେ ସ୍ଥାନେ ମଦ ବିକ୍ର  ବଡ଼ଗାଁ ବ୍ଲକ ଅନ୍ତର୍ଗତ କୁରେଇବଗl ଗାଁର ମୁଖ୍ୟ ସମସ୍ୟା ପାଲଟିଛି । ଅବକାରୀ ବିଭାଗ ଓ ପୁଲିସ ପ୍ରସାଶନର ନିରବତା କାରଣରୁ ଗାଁର ବାତାବରଣ ଜଟିଳ ହୋଇ ପଡିଛି । ବିଭିନ୍ନ ସମୟରେ ଗାଁର ମହିଳାମାନେ ମଦ ବିରୋଧି…
Read More...

ଘୁ.ଉଦୟଗିରିକୁ ପୁଣି ଫେରିଲା ହାତୀ ପଲ, ରେଟୁଡିରେ ଦଳି ଦେଲେ ଧାନ ଚାଷ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମପଞ୍ଚାୟତର 16ନମ୍ବର ୱାର୍ଡ ରିଟୁଡ଼ିରେ ପୁଣି ହାତୀ ପଲର ଉପଦ୍ରଵ ଦେଖିବାକୁ ମିଳୁଛି l ଯାହା କି କିଛି ମାସର ବ୍ୟବଧାନ ପରେ ପୁଣି ହାତୀପଲ ଫେରି ଥିବା କୁହା ଯାଇଛି l ଗତକାଲି ବିଳମ୍ବିତ ରାତ୍ରିରେ ପାଖାପାଖି…
Read More...

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା….

ପୁରୀ(ମାନସ କୁମାର ଦାସ): ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ପୁରୀ ସାତପଡାରୁ ଜହ୍ନିକୁଦା ଘାଟ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ନିକଟରେ ଫସି ରହି ଥିଲା । ସକାଳେ ଘାଟରୁ ମାତ୍ର ୫ କିଲୋମିଟର ଯିବା ପରେ ଏହି ଘଟଣା ଘଟିଛି । ବୋଟ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବାବେଳେ…
Read More...

କେରଳ ହାତରେ ବନ୍ଧା କନ୍ଧମାଳ ଜିଲ୍ଲାର ଭାଗ୍ୟ: କନ୍ଧମାଳରୁ-କେରଳ ଗଡୁଛି କନ୍ଧମାଳ ଏକ୍ସପ୍ରେସ, ଦାଦନ ମୁକ୍ତ କନ୍ଧମାଳ…

ପ୍ରତ୍ୟକ ଦିନ ଦାଦନ ଖାଟିବା ପାଇଁ ଭିଟାମାଟି ଛାଡୁଛନ୍ତି ଶହ ଶହ ଯୁବ ପିଢି l ନିଶା କାରବାରରେ ଯୁବକ ଓ ଯୁବତୀମାନଙ୍କୁ ବ୍ୟବହାର କରି ମାଲେମାଲ ଦଲାଲ l ସରକାର ଦ୍ରୁଷ୍ଟି  ନଦେଲେ ଯୁବଶକ୍ତି ଶୂନ୍ୟ ହେବ କନ୍ଧମାଳ l ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତା ର ୭୮ ବର୍ଷ ପରେ…
Read More...

ଯୋଡ଼ାଆମ୍ବ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ…..

ରା.ଉଦୟଗିରି ( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଯୋଡାଆମ୍ବ ପରିସରରେ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ହିନ୍ଦୀ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…
Read More...

କେ.ଏମ୍.ଭାଲିଆ ସାହି ଉଚ୍ଚ ବିଦ୍ୟାଳୟରେ ନିଆରା ଢଙ୍ଗରେ ପାଳନ କରାଗଲା ହିନ୍ଦୀ ଦିବସ…

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ ): ଗଜପତିଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ ଏମ ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟ, ଠାରେ ହିନ୍ଦୀ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି I ହିନ୍ଦୀ ଦିବସ ଅବସରରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ସୁଶ୍ରୀ ରବିନା ଦାସଙ୍କ ତତ୍ବାବଧାନ ଏବଂ…
Read More...

ନିଟ କୃତି ଛାତ୍ରୀ ମଧୁସ୍ମିତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା…

ପୁରୀ(ମାନସ କୁମାର ଦାସ): ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଜାପଡା ପଞ୍ଚାୟତର ପଇଲିଢିପ ସ୍ଥିତ ଭଗବତୀ ସରସ୍ବତୀ ବିଦ୍ୟାମନ୍ଦିରର ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତି ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା କରାଯାଇଛି । କୃତି ଛାତ୍ରୀଙ୍କ ବାପା…
Read More...

ଦାରିଙ୍ଗବାଡି ବ୍ଲକରେ ବୁଲିଲା ସୁଭଦ୍ରା ରଥ: ମହିଳାମାନେ ଉତ୍ସାହିତ, ଯୋଗ୍ୟ ହିତାଧକାରୀ ବଞ୍ଚିତ ନ ହେବାକୁ ପ୍ରଶାସନର…

ଦାରିଙ୍ଗବାଡ଼ି(ଆଶୋକ ସିଂ): ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି ସେତିକି ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ଯୋଜନାକୁ କାର୍ଯ୍ୟକାରି କରିବା ନେଇ ତତ୍ପରତା ବୃଦ୍ଧି ପାଉଛି । ସେହି କ୍ରମରେ ଗାଁ ତଥା ଦୁର୍ଗମ ଗାଁଗୁଡ଼ିକରେ ମଧ୍ୟ ଏହି…
Read More...