ଧରାକୋଟ ତାଳୁକା ବଢେଇ କୁଳର ବିଶ୍ଵକର୍ମା ପୂଜା ଓ ସାଧାରଣ ସଭା ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜର ଧରାକୋଟ ତାଳୁକା ବଢେଇ କୁଳ ତରଫରୁ 46 ତମ ତାଲୁକ ସ୍ତରୀୟ ବିଶ୍ଵକର୍ମା ପୂଜା ସହ ସାଧାରଣ ସଭା ମୁଣ୍ତମରାଇ ନିକଟସ୍ଥ ହିରଖଣ୍ଡି ଗ୍ରାମ ସ୍ଥିତ ବିଶ୍ଵକର୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ…
Read More...

ଖଡିଆଳ ବ୍ଲକ ଗସ୍ତରେ ଜିଲ୍ଲାପାଳ, ଗ୍ରାମୀଣ ବଜାର ସୃଷ୍ଟି ସହ ଗ୍ରାମରେ ଉତ୍ପାଦିତ ଦ୍ରବ୍ୟ ବିକ୍ରି ନେଇ ବଜାର…

ନୁଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଗସ୍ତ କରି ଜିଲ୍ଲାପାଳ ମଧୁସୂଦନ ଦାସ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ବିଶେଷ କରି ଖୁଦପେଜ ଗ୍ରାମପଞ୍ଚାୟତ ଠାରେ ଗ୍ରାମୀଣ ବଜାର ସୃଷ୍ଟି କରିବାସହ ଗ୍ରାମରେ ଉତ୍ପାଦିତ ଦ୍ରବ୍ୟକୁ ସହଜ ଏବଂ ସୁବିଧାରେ ବିକ୍ରି ନେଇ…
Read More...

ଖୁଦପେଜ୍ ଗ୍ରାମପଞ୍ଚାୟତ ରେ ନିର୍ମାଣ ଧୀନ ଗ୍ରାମୀଣ ଉଦ୍ୟାନକୁ ଜିଲ୍ଲାପାଳଙ୍କ ପରିଦର୍ଶନ…..

ନୁଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଖୁଦପେଜ୍ ଗ୍ରାମପଞ୍ଚାୟତରେ ନିର୍ମାଣ ଧୀନ ଗ୍ରାମୀଣ ଉଦ୍ୟାନକୁ ଜିଲ୍ଲାପାଳ ମଧୁସୂଦନ ଦାସ ପରିଦର୍ଶନ କରିଛନ୍ତି । ଉଦ୍ୟାନ ଗ୍ରାମାଞ୍ଚଳରେ ଶିଶୁଙ୍କ ଆମୋଦ ପ୍ରମୋଦ କେନ୍ଦ୍ର ରୂପେ ମାନସିକ ବିକାଶ ପାଇଁ ଅନେକ ସହାୟକ ହେବ ବୋଲି…
Read More...

ଜିଲ୍ଲା କୁଲୁତା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ….

ନୂଆପଡ଼ା(ବିରବଲ ପ୍ରଧାନ): ସ୍ଥାନୀୟ ପୁଲିସ ପଡିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପ ଠାରେ ରବିବାର ନୁଆପଡ ଜିଲ୍ଲା କୁଳତା ସମାଜ ପକ୍ଷରୁ ଜିଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କୁଳତା ସମାଜର କୂଳ ଦେବତା ବା ଇଷ୍ଟଦେବୀ ରଣେଶ୍ବର ରାମଚଣ୍ଡିଙ୍କୁ ସର୍ବପ୍ରଥମେ ପୂଜା…
Read More...

ଭାଲୁ ଆକ୍ରମଣରେ ଦୁଇ ମହିଳା ଗୁରୁତର…..

ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ କୋଟ୍ରିବାହାଲ ଗାଁରେ ଭାଲୁ ଆକ୍ରମଣରେ ୨ଜଣ ମହିଳା ଗୁରୁତର ହୋଇଛନ୍ତି I ଆହତ ଦୁଇ ମହିଳା ହେଲେ କୌଶଲ୍ୟା ଭୋଇ (୩୮) ଓ ଚୌମନି କେତକୀ (୪୨) ବୋଲି ଜଣାପଡ଼ିଛି l ରବିବାର ଭୋର ସକାଳୁ ଦୁଇ ମହିଳା କୋଟ୍ରିବାହାଳ ଗାଁ…
Read More...

ବିଳମ୍ବିତ ରାତ୍ରୀରେ ଚୋରି କଲା ଚୋର କିନ୍ତୁ ସିସିଟିଭି ଫୁଟେଜ ଆଧାରରେ ଗିରଫ କଲା ଵଳଙ୍ଗା ପୁଲିସ….

ପୁରୀ(ମାନସ କୁମାର ଦାସ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଗଡବଳରାମପୁର ପଞ୍ଚାୟତର ଶ୍ରୀରାମ ବଜାରରେ ଥିବା ମା"ଜାଗୁଳାଇ ମେଡିସିନ ଷ୍ଟୋରରୁ ବିଳମ୍ବିତ ରାତ୍ରରେ କେହି ଦୁର୍ବୁତ୍ତ କବାଟକୁ ତାଡି ଚୋରି କରିଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇ ଥିଲା । ସୂଚନାଯୋଗ୍ୟ ଗତକାଲି…
Read More...

ଘୁ.ଉଦୟଗିରି ବ୍ଲକ ଏବଂ ଏନଏସିରେ ଆଣ୍ଠେଇଛି ସୁଭଦ୍ରା ଯୋଜନା: ୮ ପଞ୍ଚାୟତରୁ ୪ ପଞ୍ଚାୟତରେ କାମ କରୁନି ନେଟ…..

ଘୁ.ଉଦୟଗିରି ବ୍ଲକକୁ ଟାର୍ଗେଟ ୧୭୧୫୦ ଆବେଦନ ହୋଇଛି ମାତ୍ର ୪୯୨୩ ଘୁ.ଉଦୟଗିରି ଏନଏସିକୁ ଟାର୍ଗେଟ ୨୮୫୦ ଆବେଦନ ହୋଇଛି ୧୪୭୮  ସମଗ୍ର ଘୁ.ଉଦୟଗିରିରେ ନେଟ ସମସ୍ୟା ଯୋଗୁଁ ସୁଭଦ୍ରା ଯୋଜନା ଆବେଦନରେ ଦେଖା ଦେଇଛି ସମସ୍ୟା  ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ 'ସୁଭଦ୍ରା'…
Read More...

ଦାରିଙ୍ଗବାଡି ବନାନୀ ସାରସ୍ଵତ ପରିଷଦର “ମେଘ ଉତ୍ସବ- ୨୦୨୪” ଅନୁଷ୍ଠିତ…..

ଦାରିଙ୍ଗବାଡି (ଆଶୋକ ସିଂ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର, ସବୁଜ ବନାନୀ, ବଣ ପାହାଡ଼ ଘେରା ଓଡ଼ିଶାର କଶ୍ମୀର ନାମରେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବନାନୀ ସାରସ୍ଵତ ପରିଷଦ ପକ୍ଷରୁ "ମେଘ ଉତ୍ସବ -୨୦୨୪" କାର୍ଯ୍ୟକ୍ରମ ରବିବାର ଦିନ ସ୍ଥାନୀୟ ମିଶ୍ର କଲ୍ୟାଣୀ ମଣ୍ଡପ ଠାରେ…
Read More...

ରାଜନଗଡ଼ ଜଙ୍ଗଲରୁ ଉଦ୍ଧାର ହେଲା ୧୯୧ କେଜି ଗଞ୍ଜେଇ….

ଦାରିଙ୍ଗବାଡ଼ି( ଅଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତର ରାଜନ ଗଡ଼ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୁଲିସ ଜବତ କରିଛି । ଗଞ୍ଜେଇର ଓଜନ ଏକ କ୍ୱିଣ୍ଟାଲ ୧୯୧ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା…
Read More...

ସିନାପାଲି ବ୍ଲକ ପ୍ରଶାସନ ତରଫରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ….

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପ୍ରଶାସନ ତରଫରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିନାପାଲି ବ୍ଲକ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ମହିଲା ବାହାରି ସିନାପାଲି…
Read More...