ରାୟଗଡରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ସଭା ପୂର୍ବରୁ ଚେୟାର ଫୁଲ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆରମ୍ଭ ବେଳେ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବହୁ ଆଡ଼ମ୍ବର ସହକାରେ ମଙ୍ଗଳବାର ସୁଭଦ୍ରା ଯୋଜନାରେ ଶୁଭାରମ୍ଭ ହୋଇଯାଇଛି l ବିଡିଓ ସୁଧୀର କୁମାର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ଆରମ୍ଭ…
Read More...

ଜନ୍ମ ଦିନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ,ସୁଭଦ୍ରା ଯୋଜନା ଓଡିଶାର ମା ଓ ଭଉଣୀ ମାନଙ୍କୁ ସଶକ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ ଆଗାମୀ ଦିନରେ ଓଡିଶାର…
Read More...

ସୁନ୍ଦରଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ……

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରାଜ୍ୟରେ ଆଜି ସରକାରଙ୍କ ମହିଳା କଲ୍ୟାଣକାରୀ ଯୋଜନା "ସୁଭଦ୍ରା ଯୋଜନା"ର ଶୁଭାରମ୍ଭ ହୋଇଅଛି । ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର…
Read More...

ସିନାପାଲିରେ ସୁଭଦ୍ରା ଓ ଆବାସ ଯୋଜନାର ଶୁଭାରମ୍ଭ….

ସିନାପାଲି(ପରମେଶ୍ୱର ମେହେର): ଓଡିଶାର ମହିଲା ମାନଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୁଗାନ୍ତକାରି ସୁଭଦ୍ରା ଯୋଜନାର ଶୁଭ ଉଦଘାଟନ ହୋଇଥିବା ବେଲେ    ଆବାସ ଯୋଜନାର ଲୋକାର୍ପଣ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ…
Read More...

ସୁଭଦ୍ରା ଟଙ୍କା ପାଇଲେ ମହିଳା, ସବୁଠି ଉତ୍ସାହ ପରିଲକ୍ଷିତ….

ଭଞ୍ଜନଗର(ନିଲୁ ବିଶୋୟୀ): ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ୫ ହଜାର ଲେଖାଏଁ ଟଙ୍କା ପଠାଯାଇଛି । ଏଥି ପାଇଁ ସବୁଠି ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଏନେଇ ଭଞ୍ଜନଗର…
Read More...

ଗଉନ୍ତିଆ ପଡାରେ ଜାକଜକମରେ ବିଶ୍ଵକର୍ମା ପୂଜା ପାଳିତ…..

ନୁଆପଡା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବେଲରଦନା ସ୍ଥିତ ଗଉନ୍ତିଆପଡା ଠାରେ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଯାଇଛି ।  ପଡାର ଶତାଧିକ ମହିଳା ଓ ପୁରୁଷ ଗ୍ରାମର ପିଲା ସାଗରବନ୍ଧରୁ ଜଳ ପୁର୍ଣ୍ଣ କଳସି ଆଣି ପୁଜକ ରିତି ନିତି ଅନୁସାରେ କଳସ ସ୍ଥାପନ କରିଥିଲେ…
Read More...

ଘୁ.ଉଦୟଗିରିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ଖେଳ ପଡ଼ିଆ ଠାରେ ମଙ୍ଗଳବାର ଅପରାହ୍ନ 12 ଘଣ୍ଟିକାରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଭିଡିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି I ଭିଡିଓ କନଫରେନ୍ସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,…
Read More...

“ସୁଭଦ୍ରା “ଯୋଜନାର ଶୁଭାରମ୍ଭ ଭର୍ଚୁଆଲରେ ସାମିଲ ହେଲା ଗୋଲାମୁଣ୍ଡା ବ୍ଲକ…..

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ ): ମହିଳା ସଶକ୍ତି କରଣ ଓ ଆତ୍ମ ନିର୍ଭରଶୀଳ ଉପରେ ଆଧାରିତ ରାଜ୍ୟ ସରକାରଙ୍କ ଅଭିନବ ଯୋଜନା"ସୁଭଦ୍ରା"ର ଶୁଭାରମ୍ଭ ଆଜି ହୋଇଯାଇଛି । ରାଜ୍ୟର ୨୫ ଲକ୍ଷ୍ୟ୧୧ ଜଣ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଯାଇଛି ପାଞ୍ଚ ହଜାର ଟଙ୍କା । ତତ୍ ସହିତ ଯଶସ୍ଵି…
Read More...

କୋକସରା ବ୍ଲକରେ ସୁଭଦ୍ରା ଯୋଜନା ଲୋକାର୍ପଣ ସମାରୋହ ଅନୁଷ୍ଠିତ…..

କୋକସରା(ତ୍ରିଲୋକ୍ୟ ବେଶ୍ରା): ସେପ୍ଟେମ୍ବର ୧୭ ତାରିଖରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିବସ ଅବସରରେ ଓଡିଶା ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ପାଳିରେ  ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଜନ୍ମ ଦିବସ ପାଳନ ସହ ଓଡିଶାରେ ବିଜେପି ମୋହନ ସରକାରଙ୍କ ୧୦୦ ଦିନ ପୁର୍ତ୍ତୀ…
Read More...

ଗୁମ୍ମା ବ୍ଲକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ସମୟରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ….

ଗୁମ୍ମା(ନୀରୋଜ  କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ମିନି ଷ୍ଟାଡିୟମ୍ ଠାରେ ଆଜି ସୁଭଦ୍ରା ଯୋଜନା ବ୍ଲକ ସ୍ତରୀୟ ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସ୍ଵାଗତ ଭାଷଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା ।…
Read More...