ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପୀନାଥପୁର ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀର ଛାତ୍ରୀ ହଷ୍ଟେଲ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ଖରା ଛୁଟିରେ ଯାଇଥିବା ନାବାଳିକା ଜଣକ ଆଜି 2 ଟା ସମୟରେ…
Read More...

ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଅନୁର୍ଜାତୀୟ ଯୋଗ ଦିବସ ପାଳିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ  ଦାରିଙ୍ଗବାଡି ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଶତାଧିକ ଲୋକ ଏକତ୍ରିତ ହୋଇ ଯୋଗ ଦିବସକୁ ପାଳନ କରିଥିଲେ l ଯୋଗ…
Read More...

ବ୍ରାହ୍ମଣୀଗାଁ କ୍ୟାଥଲିକ ଚର୍ଚ୍ଚ ନୂତନ ମୁଖ୍ୟ ଯାଜକଙ୍କ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ କ୍ୟାଥଲିକ ଚର୍ଚ୍ଚର ମୁଖ୍ୟ ଯାଜକ ଭାବେ ତପନ ବଳିଆର ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ରାହ୍ମଣୀଗାଁ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ରାମାକାନ୍ତ ବଳିଆର ସିଂଙ୍କ ନେତୃତ୍ୱରେ ସମସ୍ତ କମିଟି କର୍ମକର୍ତ୍ତା ଓ ଗ୍ରାମବାସୀ…
Read More...

ମୋବାଇଲ ଛଡାଇ ନେବା ଅଭିଯୋଗରେ ୨ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଭେଜିପୁଟ ନୂଆସାହି ନିକଟରୁ ଜଣେ ଯୁବକଙ୍କ ମୋବାଇଲ ଛଡାଇ ନେବା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବଳରାମ ପାତ୍ର ଏବଂ ନୟାଗଡ ଜିଲ୍ଲା ଦୁର୍ଗାପ୍ରସାଦ…
Read More...

ଭଞ୍ଜନଗରରେ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ପରିସରରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ବିକାଶ ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ କ୍ଷେତ୍ରକୁ ନେଇ ଆସନ୍ତା ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆଜି ପ୍ରଥମ…
Read More...

ସହରାଞ୍ଚଳ ଜନସମ୍ପର୍କ ଓ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ମୁନସିପାଲିଟି ପକ୍ଷରୁ ସହରର ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯାଉଛି । ତଥାପି ଜନସାଧାଣଙ୍କ ଯଦି ଏଥିରେ ଭାଗିଦାରୀ ନରୁହେ ତେବେ ସରକାରଙ୍କ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ସଫଳ ହେବା ସମ୍ଭବ ହୋଇ ପାରିବ ନାହିଁ ବୋଲି ଭଞ୍ଜନଗର ମୁନସିପାଲିଟି କାର୍ଯ୍ୟାଳୟ…
Read More...

ଜାଡ଼ାଙ୍ଗି ଗ୍ରାମରେ ପୁଲିସର ଚଢ଼ାଉ, ୨୫କେଜି ଗଞ୍ଜେଇ ଜବତ ଜଣେ ଗିରଫ…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ଚଢ଼ାଉ କରି ୨୫ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ କାର୍ , ଗୋଟିଏ ବୁଲେଟ୍ ଓ ଦୁଇଟି କେଟିଏମ ବାଇକ୍  ଅଟକ ରଖା ଯାଇଥିବା ଜଣା ପଡ଼ିଛି । କୌଣସି ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମଙ୍ଗଳବାର ସଂଧ୍ୟା ସମୟରେ …
Read More...

ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଂ ପ୍ରତିଯୋଗିତାରେ ଜାତୀୟ ସ୍ତରକୁ ମନୋନୀତ ହେଲା ରାବାନାଜୁ ପ୍ରାଥମିକ ବିଦ୍ୟାଳୟ…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଂ ନିମନ୍ତେ ସର୍ବଭାରତୀୟ ସ୍ତରରେ କନ୍ଧମାଳ ଜିଲ୍ଲାରୁ ଘୁ.ଉଦୟଗିରି ଶିକ୍ଷା ବ୍ଲକ ଅନ୍ତର୍ଗତ ଏନଏସି ୧୨ ନମ୍ବର ୱାର୍ଡ଼ କନବାଗିରି ସ୍ଥିତ ରାବାନାଜୁ ପ୍ରାଥମିକ ବିଦ୍ୟାଳୟ ଜାତୀୟ ସ୍ତରରେ ମନୋନୀତ ହୋଇଛି | ଦେଶର ମୋଟ ୧୦୪୭୮୫୯ ଟି…
Read More...

ବ୍ରାହ୍ମଣୀଗାଁ କସମ କାର୍ଯ୍ୟାଳୟରୁ ଚୋରି, ଥାନାରେ ଅଭିଯୋଗ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l କସମ କାର୍ଯ୍ୟାଳୟର ତାଲା ଭାଙ୍ଗି  ଗୋଦାମ ଗୃହରେ ଥିବା ହଳଦୀ ବସ୍ତା, ଗ୍ୟାସ ସିଲିଣ୍ଡର, ହଳଦୀ ସିଝା ରସ ହଣ୍ଡା, ରୋଷେଇ ଡେକଚି ଆଦି ଚୋରୀ ହୋଇ ଯାଇଥିବା ନେଇ କସମ୍ କାର୍ଯ୍ୟାଳୟର…
Read More...

ତୃତୀୟ ବାର୍ଷିକ ବ୍ଳକ ସ୍ତରୀୟ ଲୋକ କଳା ଦିବସ ପାଳିତ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବ୍ଲକ ଆଦିବାସୀ ସାଂସ୍କୃତିକ ଭବନ ପରିସରରେ ତୃତୀୟ ବାର୍ଷିକ ବ୍ଳକ ସ୍ତରୀୟ ଲୋକ କଳା ଦିବସ ପାଳନ ହୋଇଛି ।  ଏହି ଦିବସ ପାଳନ ନେଇ ଲୋକ କଳା ସାଂସ୍କୃତିକ ପରିଷଦର ସଦସ୍ୟ ସଦସ୍ୟା ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବାଦ୍ୟ ଯନ୍ତ୍ର ସହିତ ପୋଷାକ…
Read More...