ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପୀନାଥପୁର ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀର ଛାତ୍ରୀ ହଷ୍ଟେଲ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ଖରା ଛୁଟିରେ ଯାଇଥିବା ନାବାଳିକା ଜଣକ ଆଜି 2 ଟା ସମୟରେ ଘହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପୀନାଥପୁର ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀର ଛାତ୍ରୀ ହଷ୍ଟେଲ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ଖରା ଛୁଟିରେ ଯାଇଥିବା ନାବାଳିକା ଜଣକ ଆଜି 2 ଟା ସମୟରେ ଘର ଲୋକଙ୍କ ସହ ଆସି ଯୋଗ ଦେଇଥିଲେ । ଘର ଲୋକଙ୍କ ତାଙ୍କୁ ହଷ୍ଟେଲରେ ଛାଡି ଯିବାର ମାତ୍ର ଏକ ଘଣ୍ଟା ପରେ ହଷ୍ଟେଲରୁ ଫୋନ ଗଲା ଛାତ୍ରୀ ଜଣକ ଫ୍ୟାନରେ ଚୁନି ଲଗାଇ ଆତ୍ମହତ୍ୟା କରିବା ଘର ଲୋକଙ୍କୁ ଖବର ଯାଇଥିଲା । ଘର ଲୋକ ହଷ୍ଟେଲରୁ ଏହି ଖବର ଶୁହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପୀନାଥପୁର ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀର ଛାତ୍ରୀ ହଷ୍ଟେଲ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ଖରା ଛୁଟିରେ ଯାଇଥିବା ନାବାଳିକା ଜଣକ ଆଜି 2 ଟା ସମୟରେ ଘର ଲୋକଙ୍କ ସହ ଆସି ଯୋଗ ଦେଇଥିଲେ । ଘର ଲୋକଙ୍କ ତାଙ୍କୁ ହଷ୍ଟେଲରେ ଛାଡି ଯିବାର ମାତ୍ର ଏକ ଘଣ୍ଟା ପରେ ହଷ୍ଟେଲରୁ ଫୋନ ଗଲା ଛାତ୍ରୀ ଜଣକ ଫ୍ୟାନରେ ଚୁନି ଲଗାଇ ଆତ୍ମହତ୍ୟା କରିବା ଘର ଲୋକଙ୍କୁ ଖବର ଯାଇଥିଲା । ଘର ଲୋକ ହଷ୍ଟେଲରୁ ଏହି ଖବର ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେମାନେ ତୁରନ୍ତ ହଷ୍ଟେଲ ପହଁଚି ଥିଲେ । ସେଠାରେ ପୁଲିସ, ହଷ୍ଟେଲ କତ୍ତୃପକ୍ଷ ଓ ପରିବାର ଲୋକ ନାବାଳିକାକୁ ହିଞ୍ଜିଳିକାଟୁ ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁର ପ୍ରକୃତ ଘଟଣାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଓ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଏହା ଏକ ସମ୍ବେଦନଶୀଳ ଘଟଣା ଥିବାରୁ ପୁଲିସ ରିପୋର୍ଟ କିମ୍ବା ଜିଲ୍ଲା ପ୍ରଶାସନର ବିବୃତ୍ତି ଆସିବା ପର୍ଯ୍ୟନ୍ତ ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି କାରଣକୁ ନିଶ୍ଚିତ ଭାବେ କହିବା ଉଚିତ ନୁହେଁ । ହେଲେ ପରିବାର ଲୋକ ନାବାଳିକାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ ହଷ୍ଟେଲକୁ ଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ, ହଷ୍ଟେଲ କତ୍ତୃପକ୍ଷ ଏ ନେଇ ମୁହଁ ଖୋଲି ନାହାନ୍ତି । ଓଲଟି ଗଣମାଧ୍ୟମକୁ ଦେଖି ଯିଏ ଯେଉଁ ରାସ୍ତାରେ ଦୌଡ଼ି ପଳାଇଥିଲେ । ଏବେ ସାଧାରଣରେ ପ୍ରଶ୍ନ ଜଣେ ନବମ ଶ୍ରେଣୀର ଛାତ୍ରୀ ଦିନରେ କେମିତି ଆତ୍ମହତ୍ୟା କଲେ ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।ଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେମାନେ ତୁରନ୍ତ ହଷ୍ଟେଲ ପହଁଚି ଥିଲେ । ସେଠାରେ ପୁଲିସ, ହଷ୍ଟେଲ କତ୍ତୃପକ୍ଷ ଓ ପରିବାର ଲୋକ ନାବାଳିକାକୁ ହିଞ୍ଜିଳିକାଟୁ ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁର ପ୍ରକୃତ ଘଟଣାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଓ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଏହା ଏକ ସମ୍ବେଦନଶୀଳ ଘଟଣା ଥିବାରୁ ପୁଲିସ ରିପୋର୍ଟ କିମ୍ବା ଜିଲ୍ଲା ପ୍ରଶାସନର ବିବୃତ୍ତି ଆସିବା ପର୍ଯ୍ୟନ୍ତ ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି କାରଣକୁ ନିଶ୍ଚିତ ଭାବେ କହିବା ଉଚିତ ନୁହେଁ । ହେଲେ ପରିବାର ଲୋକ ନାବାଳିକାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ ହଷ୍ଟେଲକୁ ଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ, ହଷ୍ଟେଲ କତ୍ତୃପକ୍ଷ ଏ ନେଇ ମୁହଁ ଖୋଲି ନାହାନ୍ତି । ଓଲଟି ଗଣମାଧ୍ୟମକୁ ଦେଖି ଯିଏ ଯେଉଁ ରାସ୍ତାରେ ଦୌଡ଼ି ପଳାଇଥିଲେ । ଏବେ ସାଧାରଣରେ ପ୍ରଶ୍ନ ଜଣେ ନବମ ଶ୍ରେଣୀର ଛାତ୍ରୀ ଦିନରେ କେମିତି ଆତ୍ମହତ୍ୟା କଲେ ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।ର ଲୋକଙ୍କ ସହ ଆସି ଯୋଗ ଦେଇଥିଲେ । ଘର ଲୋକଙ୍କ ତାଙ୍କୁ ହଷ୍ଟେଲରେ ଛାଡି ଯିବାର ମାତ୍ର ଏକ ଘଣ୍ଟା ପରେ ହଷ୍ଟେଲରୁ ଫୋନ ଗଲା ଛାତ୍ରୀ ଜଣକ ଫ୍ୟାନରେ ଚୁନି ଲଗାଇ ଆତ୍ମହତ୍ୟା କରିବା ଘର ଲୋକଙ୍କୁ ଖବର ଯାଇଥିଲା । ଘର ଲୋକ ହଷ୍ଟେଲରୁ ଏହି ଖବର ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେମାନେ ତୁରନ୍ତ ହଷ୍ଟେଲ ପହଁଚି ଥିଲେ । ସେଠାରେ ପୁଲିସ, ହଷ୍ଟେଲ କତ୍ତୃପକ୍ଷ ଓ ପରିବାର ଲୋକ ନାବାଳିକାକୁ ହିଞ୍ଜିଳିକାଟୁ ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁର ପ୍ରକୃତ ଘଟଣାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ଓ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଏହା ଏକ ସମ୍ବେଦନଶୀଳ ଘଟଣା ଥିବାରୁ ପୁଲିସ ରିପୋର୍ଟ କିମ୍ବା ଜିଲ୍ଲା ପ୍ରଶାସନର ବିବୃତ୍ତି ଆସିବା ପର୍ଯ୍ୟନ୍ତ ଆତ୍ମହତ୍ୟା କିମ୍ବା ଅନ୍ୟ କୌଣସି କାରଣକୁ ନିଶ୍ଚିତ ଭାବେ କହିବା ଉଚିତ ନୁହେଁ । ହେଲେ ପରିବାର ଲୋକ ନାବାଳିକାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ ହଷ୍ଟେଲକୁ ଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ, ହଷ୍ଟେଲ କତ୍ତୃପକ୍ଷ ଏ ନେଇ ମୁହଁ ଖୋଲି ନାହାନ୍ତି । ଓଲଟି ଗଣମାଧ୍ୟମକୁ ଦେଖି ଯିଏ ଯେଉଁ ରାସ୍ତାରେ ଦୌଡ଼ି ପଳାଇଥିଲେ । ଏବେ ସାଧାରଣରେ ପ୍ରଶ୍ନ ଜଣେ ନବମ ଶ୍ରେଣୀର ଛାତ୍ରୀ ଦିନରେ କେମିତି ଆତ୍ମହତ୍ୟା କଲେ ତାହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।