ଅଞ୍ଚଳ ବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ହେଲା ସାକାର, ବ୍ରାହ୍ମଣୀଗାଁରେ ନୂତନ ପେଟ୍ରୋଲ ପମ୍ପ ଉଦ୍ଘାଟିତ……

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ସୀମାନ୍ତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଠାରେ ନୂତନ ପେଟ୍ରୋଲ ପମ୍ପ ରବିବାର ଦିନ ଶୁଭାରମ୍ଭ ହୋଇଛି ।  ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇ ଫିତାକାଟି…
Read More...

ଭୋକର ଭୂଗୋଳ ବର୍ତ୍ତମାନ କେନ୍ଦୁଝର: ଭକ୍ତଚରଣ ଦାସ, ପିସିସି ସଭାପତି

ସରକାର ବିଷାକ୍ତ ଗ୍ୟାସ ମୃତକ ପରିବାରଙ୍କୁ 25 ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ କରନ୍ତୁ : କଂଗ୍ରେସ ଅନୁସନ୍ଧାନ ଭାରତ(ବ୍ୟୁର): ତାମିଲନାଡୁର ତିରୁଭଲ୍ଲୁରଠାରେ ଥିବା ସେଣ୍ଟ ପଲ ଖାଦ୍ୟ ପ୍ରକ୍ରିୟାକରଣ ଫେକ୍ଟ୍ରିରେ ଗ୍ୟାସ ଲିକ ହୋଇ କେନ୍ଦୁଝର ଜିଲ୍ଲାର ୧୪ ଜଣ ନାବାଳିକା ଓ ମହିଳାଙ୍କ…
Read More...

ସ୍ୱତନ୍ତ୍ର ସଘନ ସଂଶୋଧନ, ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଆଜି ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଭୁକ୍ତ ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ ହୋଇଯାଇଛି । ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଉକ୍ତ ତାଲିକା ଜିଲ୍ଲାର…
Read More...

କୋଟଗଡରେ ଫେଲ୍ ମାରିଛି ବିଏସଏନଏଲ ମୋବାଇଲ ସେବା: କଟୁଛି ବେସୀ ରହୁଛି ଅଳ୍ପ, ଜିଲ୍ଲାପାଳଙ୍କ ହସ୍ତ ଖେପ ପାଇଁ…

କୋଟଗଡ(ଦିପେନ୍ଦ୍ର ନାୟକ): କଟୁଛି ବେସୀ ରହୁଛି ଅଳ୍ପ l କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ କୋଟଗଡ ବ୍ଲକ ଠାରେ ସ୍ଥାପିତ ବିଏସଏନଏଲ ନେଟୱାର୍କର ଅବସ୍ଥା l ତୁ ବି ମୁ..... ଓ... ମୁଁ ବି ମୁ.... ଅବସ୍ଥାରେ କୋଟଗଡରେ ସ୍ଥାପିତ ବିଏସଏନଏଲ ଓ ଜିଓ ନେଟୱାର୍କ l ଜନସାଧାରଣଙ୍କ ଗୁହାରୀ ସୁଣିବାକୁ…
Read More...

ଦାରିଙ୍ଗବାଡ଼ି-ଗଞ୍ଜାମ ସଂଯୋଗୀକରଣ ରାସ୍ତାରେ ଯାତାୟାତ ଠପ୍‌, ଗତ କାଲି ରାତି ଠୁ ରାସ୍କି ଘାଟିରେ ଅଟକି ରହିଛି…

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ିରୁ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍କି ଘାଟିରେ ଗମନାଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ପ୍ରାୟ ୧୮ ଘଣ୍ଟାରୁ ଉର୍ଦ୍ଧ ସମୟ ହେବ ଏକ ମାଲ୍‌ବୋଝେଇ ଟ୍ରକ୍ ଘାଟି ଖସୁଥିବା ସମୟରେ…
Read More...

ଦୁର୍ଗନ୍ଧରେ ଦାରିଙ୍ଗବାଡ଼ି ଯାତ୍ରୀ ବିଶ୍ରାମଗାର: ବର୍ଷାରେ ଯାତ୍ରୀ ହନ୍ତସନ୍ତ, ସେବା ବଦଳରେ ପାଲଟିଛି ଗୋରୁ ଗୁହାଳ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ିରେ ଯାତ୍ରୀ ବିଶ୍ରାମ ଗାର ସମ୍ପୂର୍ଣ୍ଣ ଅଳିଆ ଆବର୍ଜନା ସହ ଗାଇ ଗୋବରରେ ପରିପୂର୍ଣ୍ଣ ହୋଇପଡ଼ିଛି । ସ୍ଥାନୀୟ ଚାରିଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରଟି ଦୀର୍ଘ ଦିନ ହେବ…
Read More...

୪ ସିନ୍ଧିଚୋର ଗିରଫ, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଜବତ…

ଭଞ୍ଜନଗର(ନିଲୁ ବିଷୋୟୀ): ଦିନରେ ବୁଲିବୁଲି ତାଲା ବନ୍ଦ ଘରକୁ ଟାର୍ଗେଟ କରି ନକ୍ସା ପ୍ରସ୍ତୁତ କରୁଥିଲେ ଆଉ ରାତିରେ ସେହି ଘର୍ ଗୁଡିକରେ କଳାକନା ବୁଲାଉଥିଲେ । ଭଞ୍ଜନଗର ପୁଲିସ ଶନିବାର ଏକ ଆନ୍ତଃରାଜ୍ୟ ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର…
Read More...

ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ, ୩୨ କେଜି ଜବତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଉଦୟଗିରି ଥାନା ଇଲାକାର ଜୁନେସ ଦିଗାଲ ଓ ରାଇକିଆ ଥାନା ଇଲାକାର ପ୍ରଭାକର ଦିଗାଲ । ପୁଲିସ ସେମାନଙ୍କ…
Read More...

ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ ପି. ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ଅଧ୍ୟକ୍ଷା ପି.କୁନିଆମା ଦୋରା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ମୁଜାଗଡ…
Read More...

ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଚୋରୀ ଅଭିଯୋଗ: କାବୁ କଲା କନ୍ଧମାଳ ପୁଲିସ, ବୋଲେର ପିକ୍ ଅପ୍ ଜବତ ୨ ଗିରଫ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳ ସିମନବାଡ଼ି ନିକଟ ଏକ ୱାଟର ସର୍ଭିସ ସେଣ୍ଟର ତଥା ଟାୟାର ସର୍ଭିସ ସେଣ୍ଟରରୁ କେହି ଦୁର୍ବୁତ୍ତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରୀ କରି ଚମ୍ପଟ ମାରିବା ସମୟରେ କାବୁ କରିଛି କନ୍ଧମାଳ ପୁଲିସ୍ । ଏନେଇ ଦାରିଙ୍ଗବାଡି…
Read More...