ଦାରିଙ୍ଗବାଡ଼ି ଠାରେ ବିଜେଡିର ଜନସମ୍ପର୍କ ଯାତ୍ରା, ନିର୍ବାଚନୀ ବେଳେ ଭାଜପା ଦେଇଥିବା ମିଥ୍ୟା ପ୍ରତିଶୃତି ଉପରେ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ଆଜି ଜନସମ୍ପର୍କ ପଦଯାତ୍ରା ସହିତ ଏକ ବୈଠକ ପୂର୍ବତନ  ବିଧାୟକ ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଦଳର ରାଜ୍ୟ ଉପସଭାପତି…
Read More...

ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ….

ଭଞ୍ଜନଗର(ନିଲୁ ବିଷୋୟୀ) : ଜଗତର କଲ୍ୟାଣ ଓ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆସନ୍ତା ମାସ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ୨୧କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଛି । ଏଥିରେ ଦେଶର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଯୋଗ ଦେବା ସହ ଘୃତ…
Read More...

ମୋହନା କୋର୍ଟରେ ବିଜୟ ପରେ ନିଜର ପ୍ରତିକ୍ରିୟା ରଖିଲେ ଜୟନ୍ତୀ ପଟ୍ଟନାୟକ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାରେ ୨୦୨୨ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତର ୧୧ ନଂ ୱାର୍ଡ ପାଇଁ ଦୁଇ ଜଣ ପ୍ରାର୍ଥୀ ପାର୍ଥ ପତ୍ର ଦାଖଲ କରିଥିଲ । ଏଥିରେ ନରତମା ପାତ୍ର ବିଜୟ ହୋଇଥିବା ବେଳେ ୱାର୍ଡ ସଭ୍ୟ ପ୍ରତିଦ୍ବନ୍ଦିତା କରୁଥିବା ଜୟନ୍ତି ପଟ୍ଟନାୟକ ନରତମା…
Read More...

ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ଶୀତଳ ଭଣ୍ଡାର ଉଦଘାଟିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ବୁଧବାର ୧୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଏକ ଶୀତଳ ଭଣ୍ଡାର ଉଦଘାଟିତ ହୋଇଯାଇଛି । ନବନିର୍ମିତ ସୌର ଚାଳିତ ଶୀତଳଭଣ୍ଡାରକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ…
Read More...

ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିବେଦନ…..

-ଭୟ କରନ୍ତୁ ନାହିଁ -ସଜାଗ ରୁହନ୍ତୁ -ଜୀବନ ଅମୂଲ୍ୟ -ପ୍ରଶାସନକୁ ପୁରା ସହଯୋଗ କରନ୍ତୁ ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ବାତ୍ୟା ଆସୁଥିବା ଖବର ପାଇ ଆମେ…
Read More...

ମାନଝରି ଗ୍ରାମ ପଞ୍ଚାୟତରେ “ସ୍ଵତନ୍ତ୍ର ଗ୍ରାମସଭା” ଅନୁଷ୍ଠିତ…..

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତରେ ଆଜି ଏକ "ସ୍ଵତନ୍ତ୍ର ଗ୍ରାମସଭା" ବୈଠକ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି । ମାନଝରି ସରପଞ୍ଚ ଜଗୁଜିବନ ଅଘ୍ରିଆଙ୍କ ସଭାପତିତ୍ବ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା…
Read More...

5 ବର୍ଷ ବିତିଲା ସମ୍ପୁର୍ଣ୍ଣ ହେଲାନି ପୋଲ….

ରାଇରଙ୍ଗପୁର(ଉତ୍ତମ ରାମ):  ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଂଚାୟତର ଭୀମକାନ୍ଧା ଗ୍ରାମର ମୁଣ୍ଡରେ ଦୀର୍ଘ 5 ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ । ବିନା ଫଳକରେ କାମ ଚାଲିଛି । ମାସରେ ୫/୬ଦିନ କାମ କରନ୍ତି ।…
Read More...

ପାଣି ସମସ୍ୟାର ସମାଧାନ ପାଇଁ ରାସ୍ତା ରୋକ କଲେ ମହିଳା…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ପରିସଲ ପଞ୍ଚାୟତ ପରିସଲ ଗାଁରେ ପାଣି ସମସ୍ୟାକୁ ନେଇ ତାତିଲେ ମହିଳା । ପରିସଲ ଗାଁର ସମସ୍ତ ମହିଳା ସକାଳୁ ସକାଳୁ ନିଜନିଜର ହାଣ୍ଡି ମାଠିଆ ରାସ୍ତାରେ ରଖି ନିଆଁଜାଳି ମୂଖ୍ୟରାସ୍ତା ରୋକି ପ୍ରତିବାଦ କରିଥିଲେ । ସେଥି ପାଇଁ ପରିସଲ…
Read More...

ଗଜପତି ଜିଲ୍ଲାରେ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ପାରଳା ବିଧାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡ଼ି ସମନ୍ନିୟ କମିଟି ଅଧକ୍ଷ ଦେବି ପ୍ରସାଦ…
Read More...

ଜେସିବି ସହ ପିଟିହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଠାରେ ବିପରୀତ ଦିଗରୁ ଆସୁଥିବା ଜେସିବି ସହ ବାଇକଟି ପିଟି ହୋଇ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୂତ୍ୟୁ ଘଟିଛି । ସୂଚନା ଅନୁସାରେ, ଗତକାଲି ସଂଧ୍ୟା ବେଳେ କଇଁପୁର ପଞ୍ଚାୟତ ଅନ୍ତର୍ଗତ…
Read More...