ଗଞ୍ଜେଇ ପ୍ୟାକିଂ ବେଳେ ମାଡ଼ି ବସିଲା ପୁଲିସ:୧୫କେଜି ଗଞ୍ଜେଇ, ଦୁଇଟି ମୋବାଇଲ ସହ ୨ଗିରଫ….
ଦାରିଙ୍ଗବାଡି(ଆଶୋକ ସିଂ): ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ମାଡ଼ି ବସିଲା ଦାରିଙ୍ଗବାଡି ପୁଲିସ । ଏହି କାରବାରରେ ଲିପ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ଉକ୍ତ ଥାନା ଅଞ୍ଚଳ ସିମନବାଡ଼ି ଗ୍ରାମର ସଞ୍ଜୟ ସାହୁ (୨୯)ଓ ଲାଇନ ପଡ଼ା ଗ୍ରାମର ସୁଧୀର ସାହୁ (୨୧)…
Read More...
Read More...