ଲୁହୁରାଢିପା ବସ ଷ୍ଟାଣ୍ଡ ପରିସରରେ ଫ୍ରି ହେଲଥ୍ ଚେକ୍ ଅପ୍ କ୍ୟାମ୍ପ ଆୟୋଜିତ….
ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ନଭେମ୍ୱର ୧୪ ତାରିଖ ଗୁରୁବାର ସକାଳ ୯.୩୦ ମିନିଟ ସମୟରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆରମ୍ଭ ହୋଇ ଥିଲା । ଶିବିରକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ବିଭୂତି ଭୂଷଣ ପାଢୀ ଶୁଭାରମ୍ଭ କରିଥିଲେ। ଶିବିରରେ ମାଗଣା…
Read More...
Read More...