ଗୁମ୍ମା ବ୍ଲକ ଗାଆଁ ସାଥୀ (ମେଟ୍)ମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଏଡିଏସ୍ ସଭା ଗୃହ ଠାରେ ଗୁମ୍ମା ବ୍ଲକ ଗାଆଁ ସାଥୀ (ମେଟ୍) ମାନଙ୍କ ଦକ୍ଷତା ଅଭିବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଗାଆଁ ସାଥୀ (ମେଟ୍) ସଙ୍ଘ ସଭାପତି ଶ୍ରୀ ରାସିନ୍ତ ଶବରଙ୍କ ଅଧ୍ୟକ୍ଷତାରେ…
Read More...
Read More...