ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଦାଦାନ ଦୁଃଖ, କେରଳରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା, ମୃତଦେହ ଆଣିବା ପାଇଁ…
ଦାରିଙ୍ଗବାଡି(ଅଶୋକ ସିଂ): ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଜଣେ ଦାଦାନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗୁମିକିଆ ପଞ୍ଚାୟତ ପଟାମାହା ଗ୍ରାମ କୁଡ଼ୁକାମା ପଡ଼ାର ବିଷସ୍ ଦିଗାଲ( 54) । ସୂଚନା ଅନୁଯାୟୀ ଗତ କିଛି ମାସ ହେଲା ରୋଜଗାର ଆଶାରେ ସେ…
Read More...
Read More...