ପ୍ରିଯାଇଡିଂ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ସ୍ଥଗିତ ରହିଲା ଦାରିଙ୍ଗବାଡି ସରପଞ୍ଚ ଅନାସ୍ଥା ଭୋଟ, ହାଇକୋର୍ଟ ଯିବାକୁ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ପ୍ରିଜାଡ଼ିଂ ଅଧିକାରୀ ତଥା ତହସିଲଦାରଙ୍କ ଅନୁପସ୍ଥିତ ଯୋଗୁଁ ସ୍ଥଗିତ ରହିଲା  ଦାରିଙ୍ଗବାଡି ସରପଞ୍ଚ ଅନାସ୍ଥା ଭୋଟ ଗ୍ରହଣ l ହାଇକୋର୍ଟ ଯିବାକୁ ଚେତାବନୀ ଦେଲେ ସନ୍ତୋଷ ୱାର୍ଡ ମେମ୍ବର ଗୋଷ୍ଠୀ l  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ ଏପରି ଏକ ଘଟଣା…
Read More...

ଭଞ୍ଜନଗରରେ ୧୪୬ ଅଭିଯୋଗର ଶୁଣାଣି..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସୋମବାର ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ନିମନ୍ତେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଜିଲ୍ଲାପାଳ ଉମାଶଙ୍କର…
Read More...

ଶ୍ୟାମଳାୟୀ ପୀଠରେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଯାତ୍ରା ଆରମ୍ଭ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ସହର ଉପଖଣ୍ଡ ନୂଆ ବୁରୁପଡ଼ାରେ ଶକ୍ତିପୀଠ ମା ଶ୍ୟାମଳାୟୀ ପୀଠରେ ଚୈତ୍ର ପର୍ବ ପ୍ରଥମ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ଭୋର ସମୟରୁ ମାଁଙ୍କ ନିତିକାନ୍ତି ସହିତ ପୂଜାର୍ଚ୍ଚନା ହୋଇଥିଲା । ମାଙ୍କ କୃପାଲାଭ କରିବା ପାଇଁ ବହୁ…
Read More...

ଗୁଣି ଗାରେଡିକୁ ନେଇ ଗୋଷ୍ଠି ସଂଘର୍ଷ: ୩ ମୃତ, ୩ ଗୁରୁତର…

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକର ବାହାରପୁର ପଂଚାୟତ ଅଧିନସ୍ଥ ଖାରିପଲ୍ଲୀ ଗ୍ରାମରେ ଗୁଣି ଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିବା ଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩  ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା…
Read More...

ବହୁ ସଂଖ୍ୟାରେ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରାରେ ସାମିଲ ହେବା ପାଇଁ ଅନୁରୋଧ କଲେ “ଋଷିକୂଲ୍ୟା ସୁରକ୍ଷା…

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ରାଜ୍ୟ ସରକାର ଛତ୍ରପୁର -ଗୋପାଳପୁର ଶିଳ୍ପ କରିଡରରେ ଥିବା ଟାଟା ଓ ଆଦାନୀ ପରି ବୃହତ୍ ଘରୋଇ କମ୍ପାନୀଙ୍କ ପ୍ରକଳ୍ପଗୁଡ଼ିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ଅର୍ଥାତ୍ ସୋରଡା ବ୍ଳକର…
Read More...

ଆନ୍ତର୍ଜାତିକ ସମବାୟ ବର୍ଷ: ବ୍ରାହ୍ମଣୀଗାଁ ଲ୍ୟାମ୍ପ ସିଏସର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ, ମକା ମଣ୍ଡି ପାଇଁ ଉଠିଲା…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଆନ୍ତର୍ଜାତୀକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସମବାୟ ଲ୍ୟାମ୍ପ ସିଏସ ପକ୍ଷରୁ ବାର୍ଷିକ ସାଧାରଣ ସଭା ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ…
Read More...

ଡମ୍ବାଳ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଡ଼ମ୍ବାଳ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଆରକ୍ଷୀ ଅଧିକ୍ଷକ…
Read More...

ଲାଲ ଟୁକୁ ଟୁକୁ ସାଧବ ବୋହୁ ଭଳି ସଜେଇ ହେଇଛି ପଳାସ ଫୁଲ…

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ଋତୁରାଜ ବସନ୍ତର ଆଗମନରେ ଧରା ପୃଷ୍ଠରେ ଶୋଭା ପାଉଛି ପଳାସ ଫୁଲର ସମ୍ଭାର l ନାଲି ରଙ୍ଗର ଏହି ପଳାସ ଫୁଲ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ବିଲ ହୁଡ଼ା, ପୋଖରୀ ହୁଡ଼ା, ରାସ୍ତା କଡ଼ରେ ଶୋଭା ପାଉଛି l ଚାରି ଆଡ଼େ ଅପୂର୍ବ ମନୋରମ ଦୃଶ୍ୟ l ସକାଳର ସୂର୍ଯ୍ୟ କିରଣର…
Read More...

ରାୟଗଡରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାରେ କମଳା ଚୌଧୁରୀ ନୂତନ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀମାନଙ୍କ ବଦଳି ଆଦେଶ ଜାରି ହୋଇଥିଲା । ସେହି ପ୍ରକାରେ ଶ୍ରୀମତୀ ଚୌଧୁରୀଙ୍କୁ ରାୟଗଡ ଥାନାକୁ ବଦଳି ହୋଇ…
Read More...

ପାନୀୟ ଜଳ ସମସ୍ୟାକୁ ନେଇ ଗଣ୍ଡାହାତୀ ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମରେ ଆଜି ସକାଳ ଠାରୁ ଦଶଟା ଯାଏଁ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଗଣ୍ଡାହାତୀ ଗ୍ରାମବାସୀ । ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସି ନାହିଁ ନଥିବା ଅସୁବିଧାର ସମ୍ମୁଖିନ…
Read More...