Browsing Category

ଲାଇଫ୍ ଷ୍ଟାଇଲ୍

ନ୍ୟାସ୍‌ନାଲ ଉଚ୍ଚବିଦ୍ୟାଲୟରେ ବନ୍ୟପ୍ରାଣୀସପ୍ତାହ ପାଳିତ….

ସିନାପାଲି(ପରମେଶ୍ୱର ମେହେର): ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବନ୍ୟ ପ୍ରାଣୀ ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନ୍ୟାସନାଲ୍ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ରେଞ୍ଜର ସୁନୀଲ କୁମାର ମିଶ୍ର ଅଧ୍ଯକ୍ଷତା…
Read More...

ବାଣିଗୋଛା ( ପଶ୍ଚିମ ) ବନ୍ୟପ୍ରାଣୀ ବନାଂଚଳ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୟାଗଡ଼(ରତ୍ନାକର ହୋତା): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ବାଣିଗୋଛା ( ପଶ୍ଚିମ ) ବନ୍ୟପ୍ରାଣୀ ବନାଂଚଳ ପକ୍ଷରୁ ଜାମୁସାହି ହାଇସ୍କୁଲ୍ ପରିସରରେ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀଣୀ ସ୍ନିଗ୍ଧା…
Read More...

ସୁବଲଡା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ସରକାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ମନରେ ପାଠ ପଢିବା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗରୁ ଅନେକ ଯୋଜନାମାନ କରୁଛନ୍ତି । ସେଥି ମଧ୍ୟରୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନ୍ୟତମ । କେବେ କେବେ ଦୁଇହଳ ସ୍କୁଲ୍ ୟୁନିଫର୍ମ ଓ କେବେ…
Read More...

ନୂଆପଡ଼ା ନେସନାଲ ହାଇ ସ୍କୁଲ ଠାରେ TPWODL (CSR) ଦ୍ଵାରା ଆୟୋଜିତ ହେଲା କାର୍ଯ୍ୟ ନିର୍ବାହ ପନ୍ଥା ଶିବିର….

ସିନାପାଲି(ପରମେଶ୍ୱର ମେହେର): ଯେକୌଣସି ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କ୍ୟାରିୟର l ଏହା ନିର୍ଣ୍ଣୟ କରେ କି କେଉଁ ପ୍ରକାରର ଜୀବନଶୈଳୀ ଏବଂ ସମାଜରେ ବ୍ୟକ୍ତିର ସ୍ଥିତି l ସମସ୍ତେ ଏକ ଭଲ ଜୀବନଶୈଳୀ ବିଷୟରେ ସ୍ୱପ୍ନ ଦେଖୁଥିବାବେଳେ ସମସ୍ତେ ଏକ ଶକ୍ତିଶାଳୀ କ୍ୟାରିୟର…
Read More...

୧୧ ଶହ ୧ ଭବ୍ୟ କଳସ ଯାତ୍ରା, ମୋଟେର ଠାରେ ଦଶାବତାର ଦୁର୍ଗାପୂଜା ମହା ଆଡମ୍ବରରେ ଆରମ୍ଭ….

କୋକସରା(ତ୍ରିଲୋକ୍ୟ ବବେଶ୍ରା): ଏବେ ପାର୍ବଣ ଋତୁ ଧରା ପୃଷ୍ଠକୁ ଆସିଛି । ତା'ସହିତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । କୋକସରା ବ୍ଲକ ମୋଟେର ଗ୍ରାମରେ ଚଳିତ ବର୍ଷ ଦଶାବତାର ଦୁର୍ଗା ପୂଜା ମହାସମାରୋହରେ ଆୟୋଜନ ହେଉଥିବା ବେଳେ ଗୁରୁବାର ସକାଳେ ପୂର୍ବ ନିର୍ଦ୍ଧାରିତ…
Read More...

ଧରାକୋଟ ବ୍ଲକରେ ନିପୂଣ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ଗୋଷ୍ଟି ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନିପୂଣ ଓଡ଼ିଶା ମିଶନ - 2024ର ଶୁଭ ଉନ୍ମୋଚନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରଡ଼ା ବାଲିରେ ଅନୁଷ୍ଠିତ ହୋଇ ଯାଇଛି । ଧରାକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଡେନିଶ ବେହେରା, DIET…
Read More...

ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ…..

ରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମରେ ହାଟପଦା ବାସୀଙ୍କ ପକ୍ଷରୁ ଜଗତ ଜନନୀ ସିଂଘବାହିନୀ ମାଁ ଦୁର୍ଗାଙ୍କ ଦଶହରା ପୂଜା ପାଇଁ ଶୁଭଖୁଣ୍ଟ ସ୍ଥାପନ କରାଯାଇଛି l ରାମଗିରି ଗ୍ରାମ ରାଜ ପୁରୋହିତ ରଞ୍ଜିତ କୁମାର ଦାସ ଓ ଚନ୍ଦନ କୁମାର ରଥଙ୍କ…
Read More...

ଡାଳଗୁମା ଆଞ୍ଚଳିକ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ…..

କୋକସରା(ତ୍ରିଲୋକ୍ୟା ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖପରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡାଳଗୁମା ଆଞ୍ଚଳିକ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନ୍ମେଜୟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା…
Read More...

ରାଇରଙ୍ଗପୁରରେ ସ୍ବଚ୍ଚତା ରଥର ସହର ପରିକ୍ରମା…..

ରାଇରଙ୍ଗପୁର(ଉତ୍ତମ ରାମ): ମହାତ୍ମାଗାନ୍ଧୀଙ୍କ ଯାହା ସ୍ବପ୍ନ ଦେଖିଥିଲେ ତାହା ଆଜି ପୁରା ହୋଇଛି l ଭାରତର ସମସ୍ତ ସହର ଗାଁ ସ୍ବଚ୍ଚତାର ସ୍ବାଦ ପରିଲକ୍ଷିତ ହେଉଛି l  ସ୍ବଚ୍ଚତା ହିଁ  ସେବା ଓ ସ୍ବଚ୍ଚ ଭାରତ ଅଭିଯାନ l ଯାହା ଗତ ସେପ୍ଟଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨ ଅକ୍ଟୋବର…
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୁଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ନୂଆଖାଇ ଭେଟଘାଟ…..

ନୁଆପଡ଼ା(ବିରବଲ ପ୍ରଧାନ): ଆଜି କୁରୁମପୁରୀ ସ୍ଥିତ ଘାଟୀପଡା ସାଇ କଲେଜ ପ୍ରାଙ୍ଗଣରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ମିଳିତ ଆନୁକୁଲ୍ୟରେ ଓ ଉଭୟ ଅନୁଷ୍ଠାନର ଲୋକପ୍ରିୟ ଶ୍ରମିକ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ବରେ ପ୍ରତିବର୍ଷ ପରି ହଜାର…
Read More...