Browsing Category

ଅପରାଧ

ପଦାରେ ପଡିଲା କୋଟଗଡ ବ୍ଲକ ବିଜେଡି କଳି, ବ୍ଲକ ସଭାପତିଙ୍କୁ ସାଂସଦ ପ୍ରତିନିଧି ଅପହରଣ କରିଥିବା ଅଭିଯୋଗ….

ଅନୁସନ୍ଧାନ ଭାରତ(ବ୍ୟୁର): କୋଟଗଡ ବିଜେଡି ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନଙ୍କୁ ସାଂସଦ ପ୍ରତିନିଧି ଅପହରଣ କରିଥିବା ଅଭିଯୋଗ ହୋଇଛି I ଅପହରଣର ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି I ଅପହରଣକାରୀଙ୍କୁ ଗିରଫ ଦାବୀରେ ସ୍ଥାନୀୟ ବାସୀନ୍ଧା ମୂଖ୍ୟ ରାସ୍ତା ଅବରୋଧ କରିବା…
Read More...

କୃଟିବାଲୀ ଘାଟିରେ ୪୦୭ ଦୁର୍ଘଟଣା ଗ୍ରସ୍ଥ: ୩ ମୃତ ୩୦ରୁ ଉର୍ଦ୍ଧ ଆହତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନ ୧୧ଟା ସମୟରେ ଆଟାଲିରୁ କୋଟଗଡ଼ର ମଦାଙ୍ଗୀ ଗ୍ରାମକୁ ଭୋଜି ପାଇଁ ଏକ ୪୦୭ ଟ୍ରକ ୫୦ରୁ ଉର୍ଦ୍ଧ ସ୍ତ୍ରୀ ପୁରୁଷଙ୍କୁ ନେଇ ଆସୁଥିଲା I ଏତିକି ବେଳେ କ୍ରୁଟିବାଲି ନିକଟରେ ୪୦୭ ଟ୍ରକ ଭାରସାମ୍ୟ ହରାଇ ଓଲୋଟି ପଡିରହିଲା I ଫଳରେ ଘଟଣା ସ୍ଥଳର ୩ ଜଣ…
Read More...

ଦୁର୍ନୀତି ଖୋର ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ, ବରିଷ୍ଠ ଆଇ.ଏ.ଏସ୍. ବିନୋଦ କୁମାର ଚାକିରୀରୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି।ଶ୍ରୀ କୁମାର ଙ୍କୁ ଚାକିରୀ ରୁ ବରଖାସ୍ତ…
Read More...

ଦୁଇ ବାଇକ ମୁହାଁମୁହିଁ, ଜଣେ ଗୁରୁତର ଆହତ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ୨ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି I ଆହତ ହୋଇଥିବା ବ୍ୟକ୍ତିଙ୍କ ଘର ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ବେଡ଼କା ମଲିକ ବୟସ ୩୮ ବର୍ଷ I ଘଟଣା ସ୍ଥଳରେ ବାଲିଗୁଡ଼ା ପୁଲିସ…
Read More...

ବାଲିଗୁଡା ଏସ.ଡି.ପି.ଓ ଗୁଣ୍ଡାଲା ରାଗବେନ୍ଦ୍ରଙ୍କ ଦବଙ୍ଗଗିରୀ, କାର୍ଯ୍ୟରତ ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର ସହ ମିଥ୍ୟା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏସ.ଡି.ପି.ଓ ଙ୍କ ଦୁର୍ବ୍ୟବହାର ସହ ଫୋନରେ ଗଞ୍ଜେଇ ମାମଲାରେ ଛନ୍ଦୀ ଦେବାକୁ ଧମକ ଦେଇ ଥିବା ଅଭିଯୋଗ ହୋଇଛି I ବାଲିଗୁଡାର ଦୈନିକ ଖବର କାଗଜ ଓଡିଶା ଭାସ୍କରରେ କାର୍ଯ୍ୟରତ ସାମ୍ବାଦିକ ସୁବ୍ରତ କୁମାର…
Read More...

କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣା ୨୦ରୁ ଉର୍ଦ୍ଧ୍ଵ ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କଳିଙ୍ଗା ଘାଟିରେ ଆଜି ସଂନ୍ଧ୍ୟା ୬.୩୦ମି ସମୟରେ ଏକ ପଶ୍ଚିମବଙ୍ଗର ମେଦିନପୁର ଅଂଚଳର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀବବସ ନମ୍ବର -WB-29A -2999ରେ ଦାରିଙ୍ଗବାଡି ବୁଲିବାକୁ ଆସି ପୁରୀ ଯାଉଥିଲେ I ହେଲେ ଆଜି ଦାରିଙ୍ଗବାଡିରୁ…
Read More...

ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଚମ୍ପଟ ମାରିଲା କଏଦୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଦିନ ଦି ପହରରେ ପୁଲିସକୁ ଚକମା ଦେଇ ଫେରାର୍ ହେଲେ କଏଦି I ଫେରାର କଏଦି ପରିଚୟ ସମ୍ପର୍କରେ କାରାଗାର ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଉନାହିଁ I କେଏଦିକୁ କାବୁ କରିବା ପାଇଁ କାରାଗାର…
Read More...

ଘୁ.ଉଦୟଗିରି-ଗ୍ରେସିଙ୍ଗିଆ ରାସ୍ତା ମାରମତି ଓ ନିର୍ମାଣ କାମରେ ଅନିୟମିତତା ଅଭିଯୋଗ: ପିଚୁ ପଡ଼ିବାର ଗୋଟିଏ ଦିନ ପରେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ଠାରେ ଘୁ.ଉଦୟଗିରି-ସାରଙ୍ଗଡ଼ ମୁଖ୍ୟ ରାସ୍ତା ନିର୍ମାଣ ଓ ମରାମତି କାମକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଗତ କାଲି ପିଚୁ ପଡ଼ିବା ପରେ ଆଜି ସକାଳେ ଫେଡ଼ା ଫେଡ଼ା ହୋଇ ପିଚୁ ଉଠି ଥିବାର ସ୍ଥାନୀୟ…
Read More...

ସଂନ୍ଧ୍ୟା ଦୀପ ଓଲଟି ଶିକ୍ଷୟତ୍ରୀଙ୍କ ଘରେ ଅଗ୍ନିକାଣ୍ଡ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସଂନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ବସଷ୍ଟାଣ୍ଡ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା I ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଶିକ୍ଷୟିତ୍ରୀ ନିରୁପମା ଜେନାଙ୍କ ଘର ଏବଂ ଘରର ବହୁ ମୂଲ୍ୟ ଆସବାବ ପତ୍ର I ଘଟଣା ଅନୁସାରେ…
Read More...

ବାଟୋଇକୁ ଧକ୍କା ଦେଲା ବୁଲେଟ, ଚାଳକ ଏବଂ ବାଟୋଇ ଆହତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ନନ୍ଦଗିରି ଠାରେ ଆଜି ସନ୍ଧ୍ୟା ୭ ଘଣ୍ଟା ସମୟରେ ଏକ ବାଇକ ଦୁର୍ଘଟଣା I କଳିଙ୍ଗା ଠାରୁ ଘୁ.ଉଦୟଗିରି ଅଭିମୁଖେ କିରାବାଡ଼ି ଗ୍ରାମର ବାନାମ୍ବର ପ୍ରଧାନ ଓଡି-୧୨ସି/୮୦୮୦ ଯୋଗେ ଆସୁଥିଲେ I ଏହି ସମୟରେ ନନ୍ଦଗିରି ଗ୍ରାମର…
Read More...