Browsing Category

ଅପରାଧ

ନଦୀରେ ଭାସି ଯାଇଥିବା ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ କୁଟିଙ୍ଗ ଗୁଡା ନଦୀରେ ହଟାତ ନଦୀର ଜଳସ୍ତର ବୃଦ୍ଧି ହେଇଯିବା ଫଳରେ ସେଠାରେ ବାଲି ସଂଗ୍ରହ କରୁଥିବା ୪ ଜଣ ମହିଳା ଶ୍ରମିକଙ୍କ ମଧ୍ୟରୁ ଦୁଇଜଣ ପାଣିରେ ଭାସିଯାଉଥିବା ବେଳେ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର…
Read More...

ଭିଜିଲାନ୍ସ ଜାଲରେ ରାତ୍ରି ଜଗୁଆଳି, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭିଜିଲାନ୍ସ ଜାଲରେ ରାତ୍ରି ଜଗୁଆଳି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳି ଭାବରେ କାର୍ଯ୍ୟରତ ଅଜୟ କୁମାର ମଲ୍ଲିକକୁ ଭିଜିଲାନ୍ସ କାବୁ କରିଛି । ଜଣେ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ସୂଚନା…
Read More...

ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ ସହ ଜଣେ ଗିରଫ……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଥାନା ଅଞ୍ଚଳର ଏକାଧିକ ସ୍ଥାନରେ ଆଜି ପ୍ରାତଃ ସମୟ ଠାରୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ଆରମ୍ଭ ହୋଇଥିଲା । ଏଥିରେ ଏକ ବାଇକରେ ଚୋରା ମଦ କାରବାର ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ…
Read More...

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ସ୍ଥିତି ଅନୁଧ୍ୟାନ କଲେ ଭାଜପାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌….

ଅନୁସନ୍ଧାନ ଭାରତ(ବ୍ୟୁର):ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଗୁରୁବାର ରାଜ୍ୟ ଭାଜପାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଫିରିଙ୍ଗିଆ ଅଂଚଳ ଗସ୍ତ କରି ଲୋକ ଏବଂ ପୁଲିସ ସହ ଆଲୋଚନା କରିଛି । ଟିମ୍ ପ୍ରଥମେ ଡ଼ିମିରିଗୁଡ଼ା, ନୂଆପଦର ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ପୁଲିସ ଏହି ଘଟଣାରେ…
Read More...

ଗୁଣପୁର ସହରରେ କଳା କନା ବୁଲାଇଲେ ଚୋର…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ସହରରେ ଦୁର୍ବୃତ୍ତଙ୍କ ଚୋରି ଓ ଲୁଟତରାଜ ବୃଦ୍ଧି ପାଇବାରେ ଲାଗିଛି । ବିଳମ୍ବିତ ରାତିରେ ଗୁଣପୁର ସହରର ଜଗନ୍ନାଥ ନଗରରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେହି ଘରର ଶିବରାମ ପଣ୍ଡା ସପରିବାରଙ୍କ ସହ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇଥିଲେ I ଏହାର…
Read More...

ଅଜଣା ଗାଡି ଧକ୍କାରେ ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାରେ କଲରା ପତରିଆ ବାଘ ମୃତ୍ୟୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଅଜଣା ଗାଡି ଧକ୍କାରେ କଲରା ପତରିଆ ବାଘର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳର ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ଓ ମୁଜାଗଡ ମଧ୍ୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା…
Read More...

ଅବ୍ୟବସ୍ଥା ଘେରରେ ହାଉସିଂବୋର୍ଡ଼ କଲୋନୀ ସରକାରୀ ବିଦ୍ୟାଳୟ, ବିଇଓଙ୍କ ନଜର ନାହିଁ ??

ଅନୁସନ୍ଧାନ ଭାରତ(ବ୍ୟୁର): ଅବ୍ୟବସ୍ଥା ଘେରରେ ଗୁଣପୁର ହାଉସିଂବୋର୍ଡ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ । ପିଲାଙ୍କୁ ଦିଆଯାଉଛି ଅତି ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉ ଥିବା ଅଭିଯୋଗ ହୋଇଛି । ପୋକ ସାଲୁବାଲୁ ପୋକରା ଚାଉଳର ଭାତ ଦିଆ ଯାଉ ଥିବା ଅବିଭାବଙ୍କ କହିଛନ୍ତି । ଆଉ ପାଠପଢା…
Read More...

ଜ୍ରାକିରାହା ଅଡାସରୁ ପାହାଡ଼ରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର, ଘଟଣା ସ୍ଥଳରେ ଫିରିଙ୍ଗିଆ ପୁଲିସ ସହ ସାଇଣ୍ଟିଫିକ ଟିମର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଞ୍ଚାୟତ ଅଡାସରୁ ପାହାଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଭାଲିଆ ଗଛରେ ଚୁନି ଲଗାଇ ଜଣେ ବିବାହିତ ମହିଳା ଆତ୍ମ ହତ୍ୟା କରି ମୃତ୍ୟୁ ବରଣ କରିଥିବା ଦେଖା ଦେଇଛି I ମୃତ୍ୟୁ ଦେହ ଦୀର୍ଘ ଦିନ ହୋଇଥିବାରୁ…
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୨୨ ଦଫା ଦାବୀରେ ବନ୍ଦ ଡାକରା, ଘୁ.ଉଦୟଗିରି ସହରରେ ଦୋକାନ ବଜାର ବନ୍ଦ ସହ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ଦେଶର ଆଦିବାସୀମାନଙ୍କ ଉପରେ ହେଉ ଥିବା ଅନ୍ୟାୟ ଅତ୍ୟାଚାର ଓ ତାଙ୍କ ବିରୋଧରେ ସଂସଦରେ ପ୍ରଣୟନ କରା ଯାଉଥିବା ଆଇନ ପ୍ରତିବାଦରେ ୨୨ ଦଫା ଦାବି ନେଇ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆ ଯାଇଛି I ବନ୍ଦର ଡାକରା ଫଳରେ…
Read More...

ଗଞ୍ଜେଇ ଚୋରା ଚାଲାଣରେ ଫିରିଙ୍ଗିଆ ପୁଲିସର ସମ୍ପୃକ୍ତି ଥିବା ଅଭିଯୋଗରେ ଥାନା ଜାଳି ଦେଲେ ଉତ୍ୟକ୍ତ ଲୋକେ, ପରିସ୍ଥିତି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଫିରିଙ୍ଗିଆ ପୁଲିସ ଓ ଜନତା ମୁହାଁମୁହିଁ I ଶନିବାର ଦିନ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି I ପୁଲିସ କର୍ମଚାରୀ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗରେ ରାସ୍ତା ରୋକ କରି ଥିଲେ ସ୍ଥାନୀୟ ଲୋକ I ଏହି ସମୟରେ ପୁଲିସ ଓ ଆନ୍ଦୋଳନ କାରୀଙ୍କ…
Read More...