Browsing Category

ରାଜନୀତି

ଅବହେଳିତ ଅବସ୍ଥାରେ ନାମନଗଡ଼ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକଅନ୍ତର୍ଗତ ନାମନଗଡ଼ ପଞ୍ଚାୟତ ଏକ  ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା । ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସରକାର ବହୁତ  ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଦାୟିତ୍ବ ହୀନତା ଯୋଗୁଁ ଦୀର୍ଘ ବର୍ଷ ଧରି…
Read More...

ଭାଜପାର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ…..

ଚିଲିକା(ସଂଗ୍ରାମ ରଣା): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ଭାରତୀୟ ଜନତା ପାର୍ଟିର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ,…
Read More...

ନୂଆପଡାରେ ବିକାଶ ମେଳା ଅନୁଷ୍ଠିତ…..

ନୂଆପଡ଼ା(ବିରବଲ ପ୍ରଧାନ): ଆଜି ପୂର୍ବାହ୍ନ ୧୧. 00ଘଣ୍ଟା ସମୟରେ ଶ୍ରୀଯୁକ୍ତ ଗଣେଶ ରାମ ସିଂହଖୁଣ୍ଟିଆ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଶ୍ରମ ବିଭାଗ ଓଡିଶା ସରକାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ଥାନୀୟ ମିନି ଷ୍ଟାଡିୟମରେ ନୂଆପଡା ଜିଲ୍ଳା ବିକାଶ ମେଳାର ଶୁଭ ଉଦଘାଟନ…
Read More...

କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଗଠନ ପକ୍ଷରୁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଙ୍କୁ ଦାବିପତ୍ର….

କଳାହାଣ୍ଡି(ତୁଳମଣୀ ନାଗ): ଭବାନୀପାଟଣାକୁ ଉଦ୍ୟୋଗ ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ  ଆଜି ଗସ୍ତ କରିଥିବା ବେଳେ କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟାଗ୍ରହ ସଂଗଠନ ଏକ ପ୍ରତିନିଧି ମଣ୍ଡଲୀ ଭେଟି ବେଦାନ୍ତ ଆଲୁମିନା ପ୍ରକଳ୍ପରେ ରେଡମଡ ପଣ୍ଡ ଭୁଶୁଡ଼ି କ୍ଷତି ହୋଇଥିବା ଚାଷୀଙ୍କୁ ଉଚିତ୍…
Read More...

ସଦସ୍ୟତା ଅଭିଯାନରେ ସାମିଲ ହେଲେ ସାଂସଦ…..

ଭଞ୍ଜନଗର(ନିଲୁ ବିଷୋୟୀ): ଓଡିଶାରେ ପ୍ରଥମ ଥର କ୍ଷମତାକୁ ଆସିଥିବା ଭାଜପା ଲମ୍ବା ଶାସନରେ ରହିବାକୁ ଦୀର୍ଘ ମିଆଦି ରଣନୀତି ପ୍ରସ୍ତୁତ କରୁଛି । ଶାସନ ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି ଦଳ ଆଗକୁ ଯିବାକୁ ନିଷ୍ପତ୍ତି ନେଇଛି । ଲୋକଙ୍କ ପାଖରେ ସରକାରଙ୍କ ଜନକଲ୍ୟାଣ ଯୋଜନା ପହଞ୍ଚାଇବା ସହ ସଂଗଠନକୁ…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଅନାବଶ୍ୟକ, ବିତର୍କ ବନ୍ଦ କରି ରାଜ୍ୟର ଶିକ୍ଷା ସମସ୍ୟା ଦୂର କରିବା…

ଅନୁସନ୍ଧାନ ଭାରତ(ବ୍ୟୁର): ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଅନାବଶ୍ୟକ ବିତର୍କ ବନ୍ଦ କରି ତୁରନ୍ତ ତା’ର ଭିତ୍ତିଭୂମି ବିକାଶ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ…
Read More...

ଚିଲିକା ଗସ୍ତ କ୍ୟାବିନେଟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ….

ଚିଲିକା(ସଂଗ୍ରାମ ରଣା): ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ଏକ ଫ୍ଲାଗସିପ ଯୋଜନା ହୋଇଥିବା ବେଳେ ଖୁବ କମ ଦିନରେ ଏହା ବହୁତ ଲୋକପ୍ରିୟ ହୋଇପାରିଛି l ଉକ୍ତ ଯୋଜନା ଅନ୍ତର୍ଗତ ସମସ୍ତ ମହିଳାମାନଙ୍କୁ 50 ହଜାର ଟଙ୍କା ରାଶି ମିଳିବ l ନିକଟରେ ଉକ୍ତ ଯୋଜନାର ଶୁଭାରମ୍ଭ ଓଡ଼ିଶାରେ ହୋଇଥିବା ବେଳେ…
Read More...

ବିଜେପିରେ ମିଶିଲେ ଅଳସୁ ପଞ୍ଚାୟତ ସମିତିସଭ୍ୟା….

ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଜଗନ୍ନାଥ ପ୍ରସାଦ ବ୍ଳକ ଅଳସୁ ଗ୍ରାମପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ସେଠୀ ବିଜେପିରେ ସାମିଲ ହୋଇଛନ୍ତି ।…
Read More...

ବିଜେପିରେ ମିଶିଲେ ବିଜେଡ଼ି ୱାର୍ଡ ସଭ୍ୟ….

ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ସାନକୋଦଣ୍ଡା ପଞ୍ଚାୟତର ଜଣେ ୱାର୍ଡ ସଭ୍ୟ ଓ ୱାର୍ଡ  ସଭ୍ୟଙ୍କ ପ୍ରତିନିଧି ସମେତ ୧୫ରୁ ଉର୍ଦ୍ଧ ବିଜେଡି କର୍ମୀ…
Read More...

ଘୁମୁସର ଜିଲ୍ଲା ବିଜେପିର ହିଞ୍ଜିଳିକାଟୁରେ ସାମ୍ୱାଦିକ ସମ୍ମିଳନୀ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଭାରତୀୟ ଜନତା ପାର୍ଟି ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ ହିଞ୍ଜିଳିକାଟୁରେ ସଦସ୍ୟତା ଅଭିଯାନ ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୌର ପରିଷଦ ଅତିଥି ଭବନ ସଭାଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିଜୟ…
Read More...