Browsing Category

ଓଡିଶା

ମରଣ ଯନ୍ତା ପାଲଟିଛି ବୁଡ଼ାଗୁଡ଼ା-ଗୁମିକିଆ ରାସ୍ତା, ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ହେଉଛି…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ ଓ ଅଲିମାହା ରାସ୍ତା ମରଣ ଯନ୍ତା ପାଲଟିଛି । ପ୍ରକାଶ ଯେ ବୁଡ଼ାଗୁଡ଼ାଠାରୁ ଅଲିମାହା ଗ୍ରାମକୁ ପ୍ରାୟ ୭ କିଲୋମିଟର ରାସ୍ତା ଖାଲଖମା ହୋଇ ରହିଥିବା ବେଳେ ଯାତାୟାତରେ ଘୋର ସମସ୍ୟା ଦେଖାଯାଉଛି ।…
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ, ଗ୍ରାମ୍ୟ ନିର୍ମାଣ ବିଭାଗର ୧୪ଟି…

ଗୁଣପୁର(ସୁନିଲ୍ କୁମାର ସାବତ): ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଣପୁର ଠାରେ ଜନଜାତି ଗୌରବ ଦିବସ ଭାବରେ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୁଣପୁର ତହସିଲ ପଡିଆ ଠାରେ ଏକ ବିରାଟ ସଭା ଆୟୋଜିତ ହୋଇଥିଲା ।…
Read More...

ଯୋଗୀମାଲ ପଞ୍ଚାୟତରେ ଜନ ଜାତୀୟ ଗୌରବ ଦିବସ ପାଳନ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ୧୫ ନଭେମ୍ୱର, ୨୦୨୪ ଦିବସକୁ ଜନ ଜାତୀୟ ଗୌରବ ଦିବସ ରୂପେ ପାଳନ କରାଯାଉଛି l ଏହି ଅବସରରେ ଟାଙ୍ଗରପାଲି ବ୍ଲକ…
Read More...

କିରାମାହା ବଡ଼ସାହିରେ ଶିଶୁ ଦିବସ ୨୦୨୪ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତର କିରାମାହା ଗ୍ରାମର ବଡ଼ସାହିରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସହାୟତାରେ ଇମ୍-ପ୍ୟାକ୍ଟ ବାଳିକା ଶିକ୍ଷାକେନ୍ଦ୍ର ମାଧ୍ଯମରେ ଶିଶୁଦିବସ ପାଳନ କରାଯାଇଥିଲା I ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଥିବା…
Read More...

ଧାମରାରେ ଅନୁଷ୍ଠିତ “ବୋଇତ ବନ୍ଦାଣ” ମହୋତ୍ସବରେ ରାଜ୍ୟ ସଭାପତିଙ୍କ ଯୋଗଦାନ, ଓଡ଼ିଶାର ପୁରାତନ ଅର୍ଥନୈତିକ ଓ ଗରିମାମୟ…

-ଓଡ଼ିଶାର ସାଧବ ପୁଅଙ୍କ ଗାଥା ଯୁବପୀଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି -କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ସାଧବପୁଅ କୀର୍ତିକୁ ମନେ ପକାଯାଏ -ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା -ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ,…
Read More...

ବିଲେଇଗଡ଼ରେ ଅଗ୍ରଜା ସିଡସ ତରଫରୁ କ୍ଷେତ୍ର ପ୍ରଦର୍ଶନୀ ମେଳା ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଟାଙ୍ଗରପାଲି ବ୍ଲକ ଯୋଗୀମାଲ ପଞ୍ଚାୟତ ଅନ୍ତର୍ଗତ ବିଲେଇଗଡ଼ ତେନ୍ତୁଳିଢିପl ପଡ଼lରେ ଅଗ୍ରଜା ସିଡସ ତରଫରୁ ଏକ କ୍ଷେତ୍ର ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ଗ୍ରାମରୁ ପ୍ରାୟ ୨୦୦ ଜଣ ଚାଷୀ ଉପସ୍ଥିତ ରହି ଧାନର ସଫଳ କୃଷି ପାଇଁ…
Read More...

ସଦର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ଦାବୀରେ ଧାନ ଗଛ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ଚାଷୀ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ନଭେମ୍ବର ୧୪ ତାରିଖ ଗୁରୁବାର ପୂର୍ବାହ୍ନ ୧୧.୧୫ ମିନିଟ ସମୟରେ ବିକାଶ ଭବନରେ ଜିଲ୍ଲାପାଳଙ୍କୁ ଧାନ ଗଛ ଧରାଇଲେ ଚାଷୀ । ସଦର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ପ୍ରବଣ ବ୍ଲକ ଘୋଷଣା କରିବା ଦାବୀରେ ସମାଜ ସେବୀ ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ…
Read More...

ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ନଭେମ୍ବର ୧୪ ତାରିଖ ଅପରାହ୍ନ ୩ ଘଟିକା ସମୟରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ମହା ଆଡମ୍ବର ସହକାରେ ଶିଶୁ ଦିବସ ପାଳନ କରିଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ କୁମାର ସିଂ ମହୋଦୟ ଯୋଗ ଦେଇ କୁନି କୁନି…
Read More...

ହାଇଦ୍ରାବାଦରେ ଗଜପତି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ତଥା ରାୟଗଡ଼ ଗ୍ରାମର ଯୋହନ କୁମାର ବର୍ଦ୍ଧନ ଦୀର୍ଘ ପ୍ରାୟ କୋଡିଏ ବର୍ଷ ଧରି ଦାଦନ ଖଟିବାକୁ ସୁଦୂର ହାଇଦ୍ରାବାଦ ଯାଇ ସେଠାରେ ଏକ କମ୍ପାନୀରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପରିବାରର ପରିପୋଷଣ କରି ଆସୁଥିଲେ । କୌଣସି କାରଣରୁ…
Read More...

ଶିଶୁଦିବସ ଉପଲକ୍ଷେ ” ମୋ ହାଟ ” କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର ଶିଶୁ ଦିବସ ଉପଲକ୍ଷେ ସ୍ଵାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା' ମୋ ହାଟ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର…
Read More...