Browsing Category
ଓଡିଶା
ଲିଙ୍ଗଗତ ହିଂସା ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..
ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ସ୍ଥାନୀୟ ସଦଭାବନା ଗୃହ ଠାରେ ଜିଲ୍ଲା ରେ ଲିଙ୍ଗଗତ ହିଂସା ରୋକିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଅଧ୍ୟକ୍ଷତା କରି ଲିଙ୍ଗଗତ ହିଂସା ବିରୋଧରେ ୧୬ ଦିବସୀୟ ଜିଲ୍ଲା ସ୍ତରୀୟ ସଚେତନତା…
Read More...
Read More...
ତୁମୁଡିବନ୍ଧ ବ୍ଲକସ୍ଥିତ ଗୋଷ୍ଠୀ ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ରରେ ଚାଲୁଥିବା ୩ ଦିନିଆ ପ୍ରଶିକ୍ଷଣ ଶିବିର…
ବାଲିଗୁଡା (ସିବନ୍ତ ଦିଗାଲ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଦତ୍ତ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ବ୍ଲକ ସ୍ତରୀୟ ତାଲିମ ଶିବିରରେ ଶତାଧିକ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଥିଲା l ସାମାଜିକ ଲିଙ୍ଗ ଭିତିକ ସମତା ଓ ପାଠ୍ୟକ୍ରମରେ ସାମିଲ…
Read More...
Read More...
ଲୁହ ଝରାଇ ଅନୁଭୁତି ବଖାଣିଲେ ଛାତ୍ରୀ…..
ରା ଉଦୟଗିରି(ଆକାଶ ଦାସ): ସ୍ୱାସ୍ଥ୍ୟ - ସେବା ଓ ବନ୍ଧୁତାର ପ୍ରତୀକ ସ୍ୱରୂପ ଜୁନିଅର ରେଡକ୍ରସର ଦଶମ ଜିଲ୍ଲାସ୍ତରୀୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଶିବିର ରାୟଗଡ଼ ବ୍ଲକ ଅଧିନସ୍ଥ ନାରାୟଣପୁର ନୀଳମଣି ଉଚ୍ଚ ବିଦ୍ୟାଳୟଠାରେ ତା ୨୫ -୧୧ ଠାରୁ ୨୭-୧୧ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀ ଡ.…
Read More...
Read More...
ରାମଗିରି ଠାରେ ଜିଲ୍ଲା ସ୍ତରୀୟ ସରଗି ଫୁଲ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ରା.ଉଦୟଗିରି(ଆକାଶ ଦାସ): ଆଜି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ରାମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ସରଗି ଫୁଲ ୨୦୧୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...
Read More...
ଆମ୍ବ ଟାଙ୍କୁ ଯାଉ ଖାଇ ୩ଜଣଙ୍କ ମୃତ୍ୟ ଘଟଣା, ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଖାଦ୍ୟ…
ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୩ ଜଣ ମହିଳାଙ୍କ ମୃତ୍ୟ ଘଟିବା ପରେ ଘଟଣାର ତଦନ୍ତ ପାଇଁ ବୁଧବାର ରାଜ୍ୟ ଖାଦ୍ୟ କମିଶନ ଅଧକ୍ଷ ଇଂ.ଅବନୀ କାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ…
Read More...
Read More...
ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି ହାଡ଼ ଭଙ୍ଗା ଜାଡ଼, ଦାରିଙ୍ଗବାଡିରେ 10 ଡିଗ୍ରୀ ଓ ଫୁଲବାଣୀ 8.5 ଥିବାବେଳେ…
ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଦିନକୁ ଦିନ ତଳ ମୁହାଁ ହେବାରେ ଲାଗିଛି l ଆଜି ପାରଦ ଖସି 6.2ରେ ପହଞ୍ଚିଥିବା ସ୍ଵଚନା ଦେଇଛି କ୍ରୁଷି ଗବେଷଣା କେନ୍ଦ୍ର। ସେହି ପରି ଆଜି ଫୁଲବାଣୀରେ 8.5 ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ 10 ଡିଗ୍ରୀ ଥିବା ସୂଚନା…
Read More...
Read More...
ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ….
ରାଇରଙ୍ଗପୁର(ଉତ୍ତମ ରାମ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ଅଧିନସ୍ତ ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟ ନିକଟସ୍ତ ପଡିଆ ଠାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ୨୭ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇ ୨୯ ତାରିଖ ଶୁକ୍ରବାର ପର୍ଯ୍ଯନ୍ତ ତ୍ରିଦିବସୀୟ…
Read More...
Read More...
ପ୍ରବାସୀ ଶ୍ରମିକଙ୍କୁ ରାସନକାର୍ଡ ବଣ୍ଟନ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଇ-ଶ୍ରମ କାର୍ଡରେ ପଞ୍ଜିକୃତ ପ୍ରବାସୀ ଶ୍ରମିକଙ୍କୁ ରାସନକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ପଞ୍ଚାୟତ ସମିତି ଅଧିନ ପଞ୍ଚାୟତର ହିତାଧିକାରୀଙ୍କୁ…
Read More...
Read More...
“ଅନୁସନ୍ଧାନ ଭାରତ”ର ପ୍ରଭାବ ହାତୀମୁଣ୍ଡା ସରପଞ୍ଚଙ୍କ ଅନାସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ କଲା ଜିଲ୍ଲା…
ଅନୁସନ୍ଧାନ ଭାରତ(ବ୍ୟୁର): "ଅନୁସନ୍ଧାନ ଭାରତ" ଡିଜିଟାଲ ମିଡ଼ିଆ/ଖବର କାଗଜର ପ୍ରଭାବରେ ଦୀର୍ଘ 45 ଦିନରୁ ଉର୍ଦ୍ଧ୍ୱ ସମୟ ଧରି ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ି ରହି ଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ଗ୍ରାମ ପଂଚାୟତ ସରପଞ୍ଚ ନବନିତା କପଟପାତ୍ର…
Read More...
Read More...
ସ୍ୱାଦ ଓ ଆଇସିଡିଏସ ମିଳିତ ଆନୁକୁଲ୍ୟରେ ପୋଷଣ ଅଭିଯାନ ଅନୁଷ୍ଠିତ….
ମୋହନା(ମିହିର ପ୍ରସାଦ ମାଳୀ): ସିଏସଆର ସହାୟତାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ଓ ଆଇସିଡ଼ିଏସ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ମୋହନା ବ୍ଲକର ସମସ୍ତ ପଞ୍ଚାୟତରେ ପୋଷଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l କିଶୋରୀ ବାଳିକାମାନଙ୍କ ପୁଷ୍ଟିକର ପୋଷଣ ଓ ଉତ୍ତମ ସ୍ବାସ୍ଥ୍ୟ ସମ୍ବନ୍ଧରେ…
Read More...
Read More...