Browsing Category
ଓଡିଶା
ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ…
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟରେ ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ…
Read More...
Read More...
୨୩ ତାରିଖରୁ ଭଞ୍ଜନଗରରେ ଖୋଲିବ ମଣ୍ଡି, ୧୨୧ଟି ପ୍ୟାକ୍ସ ଓ ୩୬ ଏସଏଜି ଦ୍ଵାରା ଧାନ କିଣା…
ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ମାସ ୨୩ ତାରିଖ ରୁ ଗଞ୍ଜାମ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ଏ ନେଇ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆରଏମସି ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୧୨୧ ଟି ସେବା ସମବାୟ…
Read More...
Read More...
ହାଟପଦା ନିକଟରେରେ ବୁଲୁଛି ଅହିରାଜ୍…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ସଦର ଅଂଚଳରେ ବୁଲୁଛି ଅହିରାଜ l ସ୍ଥାନୀୟ ହାଟପଦାରେ କିଛି କାମକୁ ନେଇ କେତେକ ଯୁବକମାନେ ଯାଇଥିବା ବେଳେ ସେଠାରେ ଏକ ବିରାଟ ବଡ଼ ସାପ ଦେଖି ଭୟଭୀତ ହୋଇ ପାଟି କରି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ଲୋକେ ସେଠାକୁ ଯାଇ ଦେଖିବା ବେଳେ ସେଠାରେ ବହୁତ…
Read More...
Read More...
ପଞ୍ଜାବରୁ ଆସିଲା ୩୦୦ କୁଇଁଣ୍ଟାଲ ଆଳୁ ବିହନ…
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ଅଧିନ ୮ଟି ବ୍ଲକରେ ଚଳିତବର୍ଷ ୧୮୦ ହେକ୍ଟର ଜମିରେ ଆଳୁ ଚାଷ ହେବାକୁ ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ରଖିଛି । ଗୁରୁବାର ଆଉ ୩୦୦ କୁଇଁଣ୍ଟାଲର ବିହନ ଆଳୁ ପଞ୍ଜାବରୁ ଆସି ଭଞ୍ଜନଗରରେ ପହଞ୍ଚିଛି । ଏହା ଜଗନ୍ନାଥପ୍ରସାଦ ଓ ଭଞ୍ଜନଗର ବ୍ଲକର ଚାଷୀଙ୍କୁ…
Read More...
Read More...
ମହେନ୍ଦ୍ର ଉତ୍ସବ ପାଇଁ ବାଜିଲା ବିଗୁଲ, ବିଭିନ୍ନ ସ୍ଥାନରେ ମଶାଲକୁ ଭବ୍ୟ ସ୍ୱାଗତ…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ହେବାକୁ ଥିବା ମହେନ୍ଦ୍ର ଉତ୍ସବକୁ ନେଇ ବାଜିଲା ବିଗୁଲ । ବୁଧବାର ମହେନ୍ଦ୍ରଗିରିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଟିମ୍ ପହଂଚି ସେଠାରେ ଥିବା କୁନ୍ତି ମନ୍ଦିର ଠାରେ ପୂଜାର୍ଚ୍ଚନା କରି ସେଠାରୁ ଜ୍ଯୋତି ଧରି ବାହାରି ଥିଲେ l କଇଁପୁର ଠାରେ…
Read More...
Read More...
ବାଲିଗୁଡ଼ା ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ….
ବାଲିଗୁଡା(ସିବନ୍ତ ଦିଗାଲ): ବାଲିଗୁଡ଼ା ଉପଖଣ୍ଡ କୃଷି ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଛି l ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ଜିଲ୍ଲା…
Read More...
Read More...
ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ…
କଳାହାଣ୍ଡି(ଅଶ୍ୱିନୀ ମଲ୍ଲିକ)ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗୋଲାମୁଣ୍ଡା ଠାରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ…
Read More...
Read More...
ଲିଙ୍ଗେରିମାହା କନ୍ଧମାଳ ବାପଟିଷ୍ଟ ଚର୍ଚ୍ଚରେ ପ୍ରିଖ୍ରୀଷ୍ଟ ମାସ ଧୁମ ଧାମରେ ପାଳିତ…
ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡିବନ୍ଧବ୍ଲକ ସିର୍ଲାଗ୍ରାମ ପଂଚାୟତ ଅନ୍ତର୍ଗତ ଲିଙ୍ଗେରିମାହା ଗ୍ରାମର କନ୍ଧମାଳ ବାପଟିଷ୍ଟ ଚର୍ଚ୍ଚରେ ପ୍ରିଖ୍ରୀଷ୍ଟ ମାସ ଧୁମ ଧାମରେ ପାଳିତ ହୋଇଯାଇଛି l ଏହି ଖ୍ରୀଷ୍ଟ ମହୋତ୍ସବରେ ମଣ୍ଡଳୀର ସଭାପତି ଶ୍ରୀ ରାଜେଶ ନାୟକ ପରିଚାଳନା କରିଥିବା ବେଳେ ପାଳକ ଶ୍ରୀ…
Read More...
Read More...
ଗୁମ୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିଜସ୍ଵ ଅର୍ଥରେ ଦଶଟି ପଙ୍ଖା ପ୍ରଦାନ କଲେ ପାରଳା ବିଧାୟକ….
ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିଜସ୍ଵ ଅର୍ଥରେ ଦଶଟି ପଙ୍ଖା ପ୍ରଦାନ କଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ । ଗତ ପ୍ରାୟ ତିନି ମାସ ତଳେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…
Read More...
Read More...
ତାଲୁକ ଆଇନସେବା କମିଟି ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳିତ…
ଭଞ୍ଜନଗର(ନିଲୁ ବିଷୋୟୀ): ତାଲୁକ ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦେବଦତ୍ତ ପଟ୍ଟନାୟକ…
Read More...
Read More...