Browsing Category

ଓଡିଶା

ସନତୁଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସନତୁଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଆରକ୍ଷୀ…
Read More...

ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ କଲେ କୁନି ପ୍ରତିଭା ସିଦ୍ଧେଶ୍ବରୀ…

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ବୟସ ମାତ୍ର 4 କିନ୍ତୁ ବିଚକ୍ଷଣ ସ୍ମରଣ ଶକ୍ତି l ଏହି କମ ବୟସରେ ଦେଶ ବିଦେଶର ସାଧାରଣ ଜ୍ଞାନ ମନେ ରଖିବା ସହିତ ଜିଲ୍ଲା ଗୁଡିକର ନାମ, ରାଜ୍ୟ ରାଜଧାନୀ, ମନ୍ତ୍ର ଶ୍ଳୋକ, ଜାତୀୟ ସଙ୍ଗୀତ ନିର୍ଭୁଲ ଭାବରେ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ…
Read More...

ମୁଦୁଲିପଲ୍ଲୀ ନାମଯଜ୍ଞରେ ଯୋଗଦେଲେ ବିଧାୟକ….

ଭଞ୍ଜନଗର(ନିଲୁ ବିଷୋୟୀ): ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଶୁକ୍ରବାର ଦିନ ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ଗ୍ରାମର ଗ୍ରାମଦେବତୀ ମା'ଉଖୁଡେଇଙ୍କ ପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…
Read More...

ଛାଡ଼ ଖାଇ ପାଇଁ ଆମିଷ ଦୋକାନରେ ଭିଡ଼….

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଆ ପାରମ୍ପାରା ରୀତିନୀତି ଅନୁଯାୟୀ କାର୍ତ୍ତିକ ମାସ ଏକ ଧର୍ମର ମାସ l ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ଲିପ୍ତ ରହି ପୁଜା ପଦ୍ଧତି ପାଳନ କରିଥାନ୍ତି ଏଵଂ ନଦିଆ କୀର୍ତ୍ତନ ଧରି ସଙ୍କୀର୍ତ୍ତନ ମଣ୍ଡଳୀ ସକାଳ ଓ ସନ୍ଧ୍ୟା ନଗର ପରିକ୍ରମା…
Read More...

ଜାଡ଼ରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି: ଓଡିଶାର ଶୀତଳତମ ଅଂଚଳ, ତାପମାତ୍ରା 9 ଡିଗ୍ରୀ ସେଲସିୟସ…

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ  ଘୁ.ଉଦୟଗିରି ଅଞ୍ଚଳରେ ଆଜି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି l ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି ।ଆଜି ଘୁ.ଉଦୟଗିରି ସହରର ତାପମାତ୍ରା ୯ ଡିଗ୍ରୀ ରେକର୍ଡ…
Read More...

କତିଙ୍ଗିଆ ଠାରେ କଂଗ୍ରେସ ଦଳ ପକ୍ଷରୁ ବନ୍ଧୁ ମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ, ଘୁ.ଉଦୟଗିରିକୁ ଉପଖଣ୍ଡର ମାନ୍ୟତା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ କତିଙ୍ଗିଆ ଠାରେ ବ୍ଲକ ଓ ଏନଏସିର ଯୁବକମାନଙ୍କୁ ନେଇ ଯୁବନେତା ତଥା ଘୁ.ଉଦୟଗିରି ନଗର କଂଗ୍ରେସର ପୂର୍ବତ୍ତନ ସଭାପତି/କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପୂର୍ବତ୍ତନ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବନ୍ଧୁ…
Read More...

ଘୁ.ଉଦୟଗିରି “ପ୍ରେସ କ୍ଲବ”ର ଜାତୀୟ ପ୍ରେସ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଆଜି ହେଉଛି ଜାତୀୟ ପ୍ରେସ ଦିବସ  I ନିରବଛିନ୍ନ, ନିସ୍ଵାର୍ଥପର, ନିର୍ଭିକ ଭାବେ ଖବର ପ୍ରକାଶିତ କରିବା ଜଣେ ସାମ୍ବାଦିକଙ୍କ ପ୍ରକୃତ କର୍ତ୍ତବ୍ୟ I ଗଣମାଧ୍ୟମ ପ୍ରତିନଧି ଭାବେ ସମାଜର ମଙ୍ଗଳ କରିଥାଏ ଜଣେ ଖବରଦାତା I ଏହି ଅବସରରେ ଘୁ.ଉଦୟଗିରି ପ୍ରେସ…
Read More...

ଭଞ୍ଜନଗରରେ ଜାତୀୟ ପ୍ରେସ ଦିବସ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାର କୌଣସି ବିକଳ୍ପ ନାହିଁ । ସାମ୍ବିଧାନିକ ପରିଚୟ ନଥିବା ସତ୍ତ୍ୱେ ସାମ୍ବାଦିକ ସମାଜର ପଥପ୍ରଦର୍ଶକ ହୋଇ ରହିଛି । ଭାରତରେ ଆଧୁନିକ ସାମ୍ବାଦିକତାର ବିକାଶ, ବର୍ତ୍ତମାନର ସ୍ଥିତି, ସୁସ୍ଥ…
Read More...

ଘୁମୁସର ବିକାଶ ପରିଷଦର ବୈଠକ ଅନୁଷ୍ଠିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ଥାନୀୟ ନାୟକ ଭବନ ଠାରେ ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛ । ଦିବଂଗତ ସଦସ୍ୟ ହରିକୃଷ୍ଣ ସାହୁଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସମ୍ପାଦକ ପ୍ରକାଶ ଚନ୍ଦ୍ର…
Read More...

ମୋହନା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ପ୍ରେସ କ୍ଲବ କାର୍ଯ୍ୟାଳୟରେ ସଭାପତି ପଞ୍ଚାନନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ…
Read More...