Browsing Category

ଓଡିଶା

ଦାରିଙ୍ଗବାଡି ଇକୋ ରିଟ୍ରିଟର ଶୁଭାରମ୍ଭ, କାର୍ଯ୍ଯକ୍ରମକୁ ଦ୍ଵିଗୁଣିତ କଲା କୁହୁଡ଼ି ସାଙ୍ଗକୁ କୋହଲା ପାଗ….

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶାର କଶ୍ମୀର ନାମରେ ପରିଚିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭର ପୁର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ରବିବାର ଦିନ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ…
Read More...

କଳିଙ୍ଗିଆ ପୂର୍ତ୍ତି ବଙ୍ଗଳା ଠାରେ ଘୁ. ଉଦୟଗିରି କଂଗ୍ରେସ ପକ୍ଷରୁ ବନ୍ଧୁ ମିଳନ ଆୟୋଜିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ କଳିଙ୍ଗିଆ ପୂର୍ତ୍ତି ବିଭାଗ ପରିଦର୍ଶନ ବଙ୍ଗଳା ଠାରେ ଘୁ.ଉଦୟଗିରି ନଗର କଂଗ୍ରେସ ପୂର୍ବତ୍ତନ ସଭାପତି/କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ପୂର୍ବତ୍ତନ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ…
Read More...

ସୁନ୍ଦରଗଡ଼ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ନେଇ ଜିତା ସଂଗଠନ ତରଫରୁ ସୁନ୍ଦରଗଡ଼ ପ୍ରେସ କ୍ଲବରେ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 28 ତାରିଖ ଗୁରୁବାର ପୂର୍ବାହ୍ନ 11:30 ମିନିଟ ସମୟରେ ଏହି  ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବାଲ୍ୟ ବିବାହ ମୁକ୍ତ ଭଳି ଏକ ମହତ ଉଦ୍ଦେଶ୍ୟ ନେଇ ଜିତା ଅନୁଷ୍ଠାନ ସଂକଳ୍ପ ନେବା ସହ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛି ।…
Read More...

ଲିଙ୍ଗଗତ ହିଂସା ରୋକିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ସ୍ଥାନୀୟ ସଦଭାବନା ଗୃହ ଠାରେ ଜିଲ୍ଲା ରେ ଲିଙ୍ଗଗତ ହିଂସା ରୋକିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଅଧ୍ୟକ୍ଷତା କରି ଲିଙ୍ଗଗତ ହିଂସା ବିରୋଧରେ ୧୬ ଦିବସୀୟ ଜିଲ୍ଲା ସ୍ତରୀୟ ସଚେତନତା…
Read More...

ତୁମୁଡିବନ୍ଧ ବ୍ଲକସ୍ଥିତ ଗୋଷ୍ଠୀ ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ରରେ ଚାଲୁଥିବା ୩ ଦିନିଆ ପ୍ରଶିକ୍ଷଣ ଶିବିର…

ବାଲିଗୁଡା (ସିବନ୍ତ ଦିଗାଲ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଦତ୍ତ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ବ୍ଲକ ସ୍ତରୀୟ ତାଲିମ ଶିବିରରେ ଶତାଧିକ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଥିଲା l ସାମାଜିକ ଲିଙ୍ଗ ଭିତିକ ସମତା ଓ ପାଠ୍ୟକ୍ରମରେ ସାମିଲ…
Read More...

ଲୁହ ଝରାଇ ଅନୁଭୁତି ବଖାଣିଲେ ଛାତ୍ରୀ…..

ରା ଉଦୟଗିରି(ଆକାଶ ଦାସ): ସ୍ୱାସ୍ଥ୍ୟ - ସେବା ଓ ବନ୍ଧୁତାର ପ୍ରତୀକ ସ୍ୱରୂପ ଜୁନିଅର ରେଡକ୍ରସର ଦଶମ  ଜିଲ୍ଲାସ୍ତରୀୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଶିବିର ରାୟଗଡ଼ ବ୍ଲକ ଅଧିନସ୍ଥ ନାରାୟଣପୁର ନୀଳମଣି ଉଚ୍ଚ ବିଦ୍ୟାଳୟଠାରେ ତା ୨୫ -୧୧ ଠାରୁ ୨୭-୧୧ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀ ଡ.…
Read More...

ରାମଗିରି ଠାରେ ଜିଲ୍ଲା ସ୍ତରୀୟ ସରଗି ଫୁଲ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ…..

ରା.ଉଦୟଗିରି(ଆକାଶ ଦାସ): ଆଜି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ରାମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ସରଗି ଫୁଲ ୨୦୧୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଆମ୍ବ ଟାଙ୍କୁ ଯାଉ ଖାଇ ୩ଜଣଙ୍କ ମୃତ୍ୟ ଘଟଣା, ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଖାଦ୍ୟ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୩ ଜଣ ମହିଳାଙ୍କ ମୃତ୍ୟ ଘଟିବା ପରେ ଘଟଣାର ତଦନ୍ତ ପାଇଁ ବୁଧବାର ରାଜ୍ୟ ଖାଦ୍ୟ କମିଶନ ଅଧକ୍ଷ ଇଂ.ଅବନୀ କାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ…
Read More...

ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି ହାଡ଼ ଭଙ୍ଗା ଜାଡ଼, ଦାରିଙ୍ଗବାଡିରେ 10 ଡିଗ୍ରୀ ଓ ଫୁଲବାଣୀ 8.5 ଥିବାବେଳେ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଦିନକୁ ଦିନ ତଳ ମୁହାଁ ହେବାରେ ଲାଗିଛି l ଆଜି ପାରଦ ଖସି 6.2ରେ ପହଞ୍ଚିଥିବା ସ୍ଵଚନା ଦେଇଛି କ୍ରୁଷି ଗବେଷଣା କେନ୍ଦ୍ର। ସେହି ପରି ଆଜି ଫୁଲବାଣୀରେ 8.5 ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ 10 ଡିଗ୍ରୀ ଥିବା ସୂଚନା…
Read More...

ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ….

ରାଇରଙ୍ଗପୁର(ଉତ୍ତମ ରାମ): ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ଅଧିନସ୍ତ ଏସଏସଡି ବାଳିକା ଉଚ୍ଚ ବିଦ୍ଯାଳୟ ନିକଟସ୍ତ ପଡିଆ ଠାରେ ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ଉପଖଣ୍ଡସ୍ତରୀୟ କୁଷି ଯନ୍ତ୍ରପାତି ମେଳା ୨୭ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇ ୨୯ ତାରିଖ ଶୁକ୍ରବାର ପର୍ଯ୍ଯନ୍ତ ତ୍ରିଦିବସୀୟ…
Read More...