Browsing Category

ଓଡିଶା

ଦାରିଙ୍ଗବାଡ଼ି ବଜାର ଉପରେ ବଢ଼ୁଛି ଲୁଟ, ଗୋଟିଏ ଘଟଣାରେ ୨ ଗିରଫ….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଚାରିଟି ଲୁଟ୍‌ ଓ ଚୋରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏକ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣଙ୍କ ମଧ୍ୟରେ ସୁରଜ ନାୟକ(୨୮) ଏବଂ ଜଣେ ନାବାଳକ ରହିଛନ୍ତି ବୋଲି…
Read More...

କିଲାକିଆରେ ହରଡ଼ ବିହନ ବିତରଣ ଓ କୃଷକଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡ଼ା) ଏବଂ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଳ୍ୟରେ ଘୁ.ଉଦୟଗିରି ବ୍ଲକର କିଲାକିଆ ଗ୍ରାମରେ ବର୍ଷାଦିନିଆ ହରଡ଼ ଚାଷ ପାଇଁ ହରଡ଼ ବିହନ ବିତରଣ ଓ କୃଷକଙ୍କ ଦକ୍ଷତା ବିକାଶ…
Read More...

ସ୍ୱତନ୍ତ୍ର ଗ୍ରାମ ସଭାରେ ଜନସହଭାଗୀତାରେ ପ୍ରସ୍ତୁତ ହେବ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା…..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (GPDP) ପ୍ରସ୍ତୁତିକୁ ନେଇ ସ୍ୱତନ୍ତ୍ର ଗ୍ରାମ ସଭା ଗ୍ରେଶୀଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନଙ୍କ ନେତୃତ୍ୱରେ  ଗ୍ରେଶୀଙ୍ଗିଆ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ…
Read More...

୧୦ ସ୍କୁଲରେ ୧୦ରୁ କମ୍ ଛାତ୍ରଛାତ୍ରୀ: ଘୁ. ଉଦୟଗିରି ଶିକ୍ଷା ବ୍ୟବସ୍ଥାର ଚିନ୍ତାଜନକ ଚିତ୍ର, ଦୀର୍ଘ ଦିନ ଧରି ଖାଲି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ଶିକ୍ଷା ବ୍ୟବସ୍ଥାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି । ବ୍ଲକ ଅଧୀନରେ ଥିବା ୭୨ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୧୦ଟି ବିଦ୍ୟାଳୟରେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏହା ଗ୍ରାମାଞ୍ଚଳରେ ସରକାରୀ ବିଦ୍ୟାଳୟର…
Read More...

ସମସ୍ୟା ଘେରରେ ଘୁ.ଉଦୟଗିରି ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍, ରକ୍ଷଣବେକ୍ଷଣ ସହ ମରାମତି ପାଇଁ ଦାବୀ କଲେ ଅଞ୍ଚଳବାସୀ ଓ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅଞ୍ଚଳର ପ୍ରତିଭା ବାନ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ି ଉଜ୍ବଳ ଭବିଷ୍ୟତ ଗଠନ କରିବା ନିମନ୍ତେ ସ୍ଥାନୀୟ ଶ୍ରୀରାମପଦା ଠାରେ ବିଗତ ସରକାରଙ୍କ ଦ୍ଵାରା ୬.୪ କୋଟି ଟଙ୍କା ବ୍ୟୟ…
Read More...

ନାରୀ ସଶକ୍ତି କରଣ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରି ସ୍ଥିତ କମ୍ୟୁନିଟୀ ହଲରେ ମହିଳା ସଶକ୍ତି କରଣ ଓ ଅସହାୟକଙ୍କ ସହାୟକ ସମ୍ପର୍କିତ ଆଲୋଚନା ଶିବିର ଅନୁଷ୍ଠିତ ହୋଇଯାଇଛି । ଅସହାୟକଙ୍କ ସହାୟକ କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ବିକଶିତ କନ୍ଧମାଳ ଦାଦନମୁକ୍ତ କନ୍ଧମାଳ’ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ …

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ମାଟିରେ ରୋଜଗାରର ସୁଯୋଗ ସୃଷ୍ଟି କରି ଦାଦନ ଯନ୍ତ୍ରଣାରୁ ଜିଲ୍ଲାବାସୀଙ୍କୁ ମୁକ୍ତ କରିବା ପାଇଁ ବିକଶିତ କନ୍ଧମାଳ, ଦାଦନମୁକ୍ତ କନ୍ଧମାଳ ଗଠନ ଲକ୍ଷରେ କନ୍ଧମାଳ ଜିଲ୍ଲାର ସାମାଜିକ କର୍ମୀ ସଂଗଠନ ସ୍ୱାକ୍ ପକ୍ଷରୁ ସ୍ଥାନୀୟ ଏନଏସି ବିଜୁ ପଟ୍ଟନାୟକ କଲ୍ୟାଣ…
Read More...

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୪ ଦିନ ହେବ ଏକ୍ସ-ରେ ମେସିନ୍ ଅଚଳ, ରୋଗୀ ହନ୍ତସନ୍ତ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦୀର୍ଘ ୪ ଦିନ ହେବ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏକ୍ସ-ରେ (X-Ray) ମେସିନ୍ ଅଚଳ ହୋଇ ପଡ଼ିରହିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶହ ଶହ ରୋଗୀ ଅସୁବିଧାର…
Read More...

ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ……

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି । ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ…
Read More...

ପଞ୍ଚାୟତ ହାଇସ୍କୁଲରେ ଅବସରକାଳୀନ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ପରିସରରେ ଅବସରକାଳୀନ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...