Browsing Category
ଓଡିଶା
ରାୟଗଡ଼ ମିନି ଷ୍ଟାଡିୟମ ଠାରେ ଗଜପତି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ…
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ମିନି ଷ୍ଟାଡିୟମ ପରିସରରେ ଆଜି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଅଛି । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ. ଓ ଗଜପତି ଜିଲ୍ଲା ପ୍ରଶାସନର ସୌଜନ୍ୟତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ…
Read More...
Read More...
ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାର ହେବ ବିକାଶ, ପୁଞ୍ଜି ନିବେଶ କାରୀ ସଂସ୍ଥା ଦ୍ୱାରା ସୃଷ୍ଠି ହେବ ୪ ହଜାର ନିଯୁକ୍ତି…
ଦାରିଙ୍ଗବାଡ଼ି(ଆଶୋକ ସିଂ): ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲା ର ସାମଗ୍ରିକ ବିକାଶ କରିବା ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଜିଲ୍ଲାପାଳ ଅମ୍ବ୍ରିତ ଋତୁରାଜଙ୍କ ସ୍ଵତନ୍ତ୍ର ଉଦ୍ୟମରେ ଓଡ଼ିଶା ସରକାରଙ୍କ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଓଡ଼ିଶାର…
Read More...
Read More...
ଦାରିଙ୍ଗବାଡିରେ ପୁଞ୍ଜି ନିବେଶକଙ୍କ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ..
ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ପୂର୍ବାହ୍ନରେ ୨ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍ଘାଟନ ହୋଇଯାଇଛି । କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର…
Read More...
Read More...
ସାଇବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ…
ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ନିକଟସ୍ଥ ଚାରିଛକ ସ୍ଥିତ ଶ୍ରୀ ଶାଇ ବିହାର ଠାରେ ସମାଜ ସେବୀ ସୁନିଲ କୁମାର ଚୌଧୁରୀଙ୍କ ଦ୍ଵାରା ଶିରିଡ଼ି ସାଇବାବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇପାରିଛି । ଏହି ଅବସରରେ ପ୍ରଭାତରୁ ଜଳାଧି ବାସ, ସଂକଳ୍ପ, ନାମ ସଙ୍କୀର୍ତ୍ତନ…
Read More...
Read More...
ମହେନ୍ଦ୍ରଗିରି ଠାରେ ସୂର୍ଯ୍ୟ ଉଦୟ ଦେଖିଲେ ଲକ୍ଷାଧିକ ଭକ୍ତ…
ରାୟଗଡ଼( ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଅବସ୍ଥିତ ପବିତ୍ର ମହେନ୍ଦ୍ରଗିରି ଠାରେ ମହାଶିବରାତ୍ରି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା- ଆନ୍ଧ୍ର ସୀମାରେ ପ୍ରାକୃତିକ ସବୁଜିମା ଭରା ମହେନ୍ଦ୍ର ପର୍ବତମାଳାରେ ଥିବା ଏହି ପ୍ରସିଦ୍ଧ ଶୈବ ପୀଠ ଏଠାକାର ପରମ୍ପରା ଅନୁଯାୟୀ ଦିନକ…
Read More...
Read More...
ଜାଗର ପାଇଁ ଚଳଚଞ୍ଚଳ ଗୋଳାମୁଣ୍ଡା ଅଂଚଳର ଶୈବପୀଠ…
ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ ହୁଏ ମହାଶିବରାତ୍ରି । ଭଗବାନ ଶିବଙ୍କୁ ବ୍ରତ ମଧ୍ୟରେ ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । ଦେବଦେବ ମହାଦେବଙ୍କ ଦ୍ବାରା ବିଶ୍ୱ ସୃଷ୍ଟି ବୋଲି ବିଶ୍ବାସ ରହିଛି । ପୌରାଣିକ କଥାବସ୍ତୁ ଅନୁଯାୟୀ,…
Read More...
Read More...
ସମନ୍ଵିତ ଶିଶୁ ସୁରକ୍ଷା ସମିତି ଟାସ୍କ ଫୋର୍ସ କମିଟିର ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ, ବାଲ୍ୟ ବିବାହ ରୋକିବାକୁ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ପଞ୍ଚାୟତ ସମିତି ସଭାଗୃହ ଠାରେ ସମ୍ମନ୍ଵିତ ଶିଶୁ ସୁରକ୍ଷା ସମିତିର ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦାରିଙ୍ଗବାଡି ସମ୍ମନ୍ଵିତ ଶିଶୁ ବିକାଶ ବିଭାଗର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ…
Read More...
Read More...
ବିକଶିତ ଗାଁ ବିକଶିତ ଓଡ଼ିଶାର ଦାରିଙ୍ଗବାଡି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ରାସ୍ତା ଓ ପାନୀୟ ଜଳକୁ…
ଦାରିଙ୍ଗବାଡି(ଆଶୋକ ସିଂ): ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଗ୍ରାମାଞ୍ଚଳ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର "ବିକଶିତ ଗାଁ ବିକଶିତ ଓଡ଼ିଶା" ଯୋଜନା ମାଧ୍ୟମରେ ସଡ଼କ ସଂଯୋଗ ଓ ପାନୀୟଜଳ ଯୋଗାଣ ଯୋଗାଇବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି l ଏହି ପରିପ୍ରେକ୍ଷୀରେ…
Read More...
Read More...
ଋତୁକାଳୀନ ବହଳ ଶାଗ ସାଜିଛି ଲୋକଙ୍କ ପ୍ରଥମ ପସନ୍ଦ…
ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ଗୋଲାମୁଣ୍ଡା ଅଞ୍ଚଳର ବିଭିନ୍ନ ପରିବା ବଜାରରେ ଏବେ କିଛି ଦିନ ହେଲା ବହଳ ଶାଗ ଓ କଢ ପ୍ରବେଶ କରିଛି । ଋତୁକାଳୀନ ଏହି ଜଙ୍ଗଲ ଜାତ ଦ୍ରବ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ । ଲୋକେ ଏହା ଦର ପ୍ରତି ଖାତିରି ନ କରି ଅତି ଆଦରରେ କିଣି ନେଉଛନ୍ତି । ଏହାଦ୍ବାରା ଶାଗ…
Read More...
Read More...
ଜୀବନ ମରଣ ସମସ୍ୟାକୁ ନେଇ ସନ୍ତୁଳିତ ଋଷିକୂଲ୍ୟା ନଦୀ…
ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଋଷିକୂଲ୍ୟା ନଦୀ ଏବେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବେଶ ସନ୍ତୁଳିତ ହୋଇ ଜୀବନ ମରଣ ସହ ସଙ୍ଘର୍ଷ କଲା ପରି ମନେ ହେଉଛି । ଚିରଶ୍ରୋତା ଋଷିକୂଲ୍ୟାର ସ୍ଥିତି ଜଳ ବିନା ସଙ୍ଗୀନ ହୋଇ ଗଲାଣି । ଫଗୁଣ ମାସରେ ନଦୀର ସ୍ଥିତି ଯଦି…
Read More...
Read More...