Browsing Category

ଓଡିଶା

ଅନ୍ତୋଦୟ ଗୃହ ଯୋଜନାରେ 320 ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କରିଛନ୍ତି । ଏହି ସମାରୋହର ଦୃଶ୍ୟକୁ ଅଭାସି ମାଧ୍ୟମରେ ବ୍ଲକ ପରିସରରେ ପ୍ରଦର୍ଶନ କରାଯାଇଥିଲା । ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ବ୍ଲକ…
Read More...

ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସାଂଗଠାନିକ ବୈଠକ ଅନୁଷ୍ଠିତ..

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ନିକଟସ୍ଥ ବେଠୁଆର ଗ୍ରାମସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଶୈବ ପୀଠ ପରିସରରେ ବେଠୁଆର ଓ ରୁଗୁମୁ ମଣ୍ଡଳ କାଳଞ୍ଜି ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଠୁଆର ମଣ୍ଡଳ ସଭାପତି ହରିବନ୍ଧୁ ସ୍ୱାଇଁ ଏଥିରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ…
Read More...

ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ବ୍ଲକର ମାଣିକପୁର ନୋଡାଲ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ରେ ଦୀର୍ଘ ସତର ବର୍ଷ ଧରି ଶୃଙ୍ଖଳିତ ଭାବରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିବା ଏକ୍ସ କ୍ୟାଡ଼ର ଶ୍ରେଣୀର ସହକାରୀ ଶିକ୍ଷକ କୋରା ପ୍ରସାଦ ସ୍ୱାଇଁଙ୍କୁ ଗମ୍ଭାରୀ ଗୁଡା ସ୍ଥିତ ମା ବ୍ରାହ୍ମଣୀ…
Read More...

ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଧୂମଧାମରେ ପାଳିଲେ ଘୁ.ଉଦୟଗିରି ବାସୀ …

କନ୍ଧମାଳ, ସ୍ୱତନ୍ତ୍ର ପ୍ରତିନିଧି(ଅବନୀ କୁମାର ପ୍ରଧାନ):  କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ହିନ୍ଦୁ ଧର୍ମର ରୀତି ନୀତି ଅନୁସାରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଧୁମଧାମରେ ପାଳିତ ହୋଇଯାଇଛି I ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ଘୁ.ଉଦୟଗିରି ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ…
Read More...

ପଞ୍ଚାୟତ ସମିତି ଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ..

କନ୍ଧମାଳ, ସ୍ୱତନ୍ତ୍ର ପ୍ରତିନିଧି (ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ…
Read More...

ଘୁ.ଉଦୟଗିରି ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ, ଦୀପକ କୁମାର ଭରଦ୍ବାଜ ସଭାପତି ନିର୍ବାଚିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବାର ଆସୋସିଏସନର ୨୦୨୫/୨୬ ବର୍ଷ ନିମନ୍ତେ ସୁଚାରୁ ରୂପେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ମହିଳା ଆଇନଜୀବୀ ପୁଷ୍ପାଶ୍ରୀ ରାଉତରାୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ । ସଭାପତି ଓ ଉପସଭାପତି ପଦବୀ ନିମନ୍ତେ…
Read More...

ହବାକ ଉଚ୍ଚ ବିଦ୍ୟାଳୟରେ ପିଏମ ଶ୍ରୀ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଦିନ ପିଏମ ଶ୍ରୀ ବାର୍ଷିକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇଥିବା ବେଳେ ବିଶେଷ ଅତିଥି ଭାବେ…
Read More...

ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରୀଗୁଡା ପଞ୍ଚାୟତର ଉଲିପଦର ସରକାରୀ ବାଳିକା ଉଚ୍ଚ  ବିଦ୍ୟାଳୟ ପରିସରରେ  ଶନିବାର ଦିନ ‘ଆମେ ଜାଣିବା, ଆମେ ଜିଣିବା ' କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ମଦନ ମୋହନ…
Read More...

ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ: ଲଷ୍ମୀକାନ୍ତ ସଭାପତି, ଜ୍ୟୋତିରାଜ ପତି ସମ୍ପାଦକ…

ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ବର୍ଷ ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି, ଉପସଭାପତି ଓ କୋଷାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ସମସ୍ତେ ଏକମାତ୍ର ପ୍ରାର୍ଥି ଭାବେ ର୍ନିଦ୍ବନ୍ଦ ଭାବେ ବିଜୟୀ ଘୋଷିତ ହୋଇଛନ୍ତି । ଆଇନଜୀବୀ…
Read More...

ଚିକିତ୍ସାଧିନ ଅବସ୍ଥାରେ ଅସହାୟ ସମାଜସେବୀ ବିକ୍ରମାଦିତ୍ୟ ବସ୍ତରାୟ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ସମାଜ ସେବୀ ବିକ୍ରମ ବସ୍ତିରାୟ ଗତ କିଛି ଦିନ ହେବ ଅସହାୟ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉ ଥିବା ଖବର ହସ୍ତଗତ ହୋଇଛି । ବିଭିନ୍ନ ସାମାଜିକ କାର୍ଯ୍ୟରେ ସ୍ଵେଚ୍ଛାକୃତ ଭାବେ…
Read More...