Browsing Category
ଓଡିଶା
କୋଟଗଡ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…
କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୋଟ ୪୨ ଗୋଟି ଅଭିଯୋଗ ଶୁଣାନୀ ହୋଇ ଥିଲା । ଯେଉଁଥିରେ ରାସ୍ତା, ପାନୀୟ ଜଳ, ନେଟୱାର୍କ, ବିଜୁଳି ସମସ୍ୟା ରହିଥିଲା । ବିଜୁଳି…
Read More...
Read More...
ଗଜପତିକୁ ଆସିଲା ଆଉ ଗୋଟିଏ ଦାଦନ ଶ୍ରମିକର ମୃତ ଦେହ…
ରାୟାଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘୁନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ଆଦିବାସୀ ପରିବାର ସୁବାଷ ବଡରଇତଙ୍କ ବଡପୁଅ ସହଦେବ ବଡରଇତ ( 22) ନିଜ ପରିବାରର ଗୁଜୁରାଣ ମେଣ୍ଟେଇବା…
Read More...
Read More...
ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ୬ ଆହତ ୩ ଗୁରୁତର…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମେରାମହା ନିକଟସ୍ଥ ଆମ୍ବ ତୋଟା ବୁଲାଣିରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକର ୬ ଜଣ ଆରୋହୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ସ୍ଵାସ୍ଥ୍ୟ…
Read More...
Read More...
କୂଅରେ ପଡି ବାଛୁରୀ ମୃତ, ଅଗ୍ନିଶମ ବିଭାଗର ପରିଶ୍ରମ ବେକାର…
ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ସୁବଲଡା ଗ୍ରାମପଞ୍ଚାୟତ ସ୍ଥିତ ଲରଡ଼ା ଗ୍ରାମରେ ଆଜି ସକାଳେ ଏକ କୂଅରେ ବାଛୁରୀ ଟିଏ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ l ଲରଡ଼ା ଗ୍ରାମର ଏକ ବିଲ ମଝିରେ ଏକ ପଥର କୂଅ ଏବଂ ସେହି କୂଅ ଉପରେ ଛାତ ପକେଇ ଏକ ନଳକୂପ ବସାଯାଇଛି…
Read More...
Read More...
ଧରାକୋଟରେ ପାରମ୍ପରିକ ରୀତିନୀତିରେ ଚାଲିଛି ଶୀତଳ ଷଷ୍ଠୀ ଯାତ୍ରା…
ଧରାକୋଟ(ସୁନୀଲ କୁମାର ଚୌଧୁରୀ): ପାରମ୍ପରିକ ରୀତି ନୀତିରେ ମହା ଆଡମ୍ବର ସହକାରେ ଧରାକୋଟ ଗଡ ଓ ନବ ଶାସନ, ପଞ୍ଚସିଂହ ପୁର ଶାସନରେ ଶୀତଳ ଷଷ୍ଠୀ ଯାତ୍ରା ପାଳନ ହେଉଛି । ଶନିବାର ବଡଦାଣ୍ଡ ସାହିରୁ ବାଜା ବଜଣା ସହ ପଟୁଆରରେ ମା ପାର୍ବତୀ ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ପହଞ୍ଚିବା ପରେ ପ୍ରଭୁ…
Read More...
Read More...
ବାଇକ୍ କାର ମୁହାମୁହିଁ ଧକ୍କା, ୩ ବାଇକ୍ ଆରୋହୀ ଗୁରୁତର…
ମୋହନା(ମିହିର ପ୍ରସାଦ ମାଳୀ): କାର୍ ବାଇକ ମୁହାଁମୁହିଁ ଧକ୍କାରେ ୩ ବାଇକ ଆରୋହୀ ଗୁରୁତର । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ହାଟପଦା ଠାରେ ଘଟିଛି ଏଭଳି ଏକ ମର୍ମାନ୍ତୁକ ସଡକ ଦୁର୍ଘଟଣା l ସୂଚନା ପ୍ରକାରେ ବାଇକ ଆରୋହୀ ତିନିଜଣ ଚାନ୍ଦିପୁଟ ଠାରୁ ନିଜ ଗାଁ ମାଣିକପୁର…
Read More...
Read More...
ବିଧାନସଭା ଷ୍ଟାଣ୍ଡଡିଂ କମିଟି ନିକଟରେ ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀ କଲେ…
ଦାରିଙ୍ଗବାଡି(ଆଶୋକ ସିଂ): ବିଧାନ ସଭା ଷ୍ଟାଣ୍ଡଡିଂ କମିଟି ବିଭାଗ (୫) ପକ୍ଷରୁ ଏକ ପ୍ରତିନିଧି ଦଳ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ଶୁକ୍ରବାର ଦିନ ଦାରିଙ୍ଗବାଡିରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଅଞ୍ଚଳର ନେତୃବୃନ୍ଦଙ୍କୁ…
Read More...
Read More...
ବିଧାନସଭା ଷ୍ଟାଣ୍ଡିଂ କମିଟିର ଗଞ୍ଜାମ ଗସ୍ତ, ମେଗା ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା….
ଭଞ୍ଜନଗର(ନିଲୁ ବିଷୋୟୀ ): ଓଡ଼ିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟି(ନବମ)ର ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଦୁଇ ଦିନିଆ ଜିଲ୍ଲା ଗସ୍ତ ଆସିଥିବା ଏହି ଟିମ୍ ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ବରେ ବିଧାୟକ ମାନେ ଶୁକ୍ରବାର ମଧ୍ୟାହ୍ନରେ ଭୂବନେଶ୍ବରରୁ ଆସି ପ୍ରଥମେ ଜଗନ୍ନାଥପ୍ରସାଦ…
Read More...
Read More...
ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ…..
ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ରେ ଶନିବାର ଦିନ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଓ ଟାସ୍କ ଫୋର୍ସ କମିଟିର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହିଳା ଓ ଶିଶୁ ବିକାଶ ଯୋଜନାର ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଆହ୍ଵାନ କ୍ରମେ ଆୟୋଜିତ ବୈଠକରେ ବିଡିଓ…
Read More...
Read More...
ଦାରିଙ୍ଗବାଡିରେ ଓଡ଼ିଶା ବିଧାନସଭା ଷ୍ଟାଣ୍ଡଡିଂ କମିଟି ବିଭାଗ ୫ ଜଣିଆ ପ୍ରତିନିଧି ଦଳ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲାକୁ ଓଡିଶା ବିଧାନସଭାର ଷ୍ଟାଣ୍ଡିଂ କମିଟି ବିଭାଗ (୫) ପ୍ରତିନିଧି ଦଳ ଗସ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣିଆ ପ୍ରତିନିଧି ଦଳ ଦାରିଙ୍ଗବାଡି ଗସ୍ତ କରିଛନ୍ତି । ସେମାନେ ଶୁକ୍ରବାର ସକାଳ ସମୟରେ କଫି ବଗିଚା ପରିଦର୍ଶନରେ ଯାଇଥିଲେ । ସେଠାରେ…
Read More...
Read More...