Browsing Category
ଓଡିଶା
ବାଇପାସ୍ ମୁଖ୍ୟ ରାସ୍ତାରେ ବର୍ଷାଜଳ ଜମିବାରୁ ଜନଜୀବନ ବେହାଲ….
ଗୁଣପୁର(ସୁନୀଲ କୁମାର ସାବତ): ଗୁଣୁପୁରରେ ଲଗାତାର ବର୍ଷା ହେବା ପରେ ବାଇପାସ୍ ମୁଖ୍ୟ ରାସ୍ତାରେ ବର୍ଷାଜଳ ଜମି ଅଳ୍ପ ସମୟ ପାଇଁ ଜନଜୀବନ ବେହାଲ ହୋଇପଡ଼ିଥିଲା । ରାସ୍ତା ଉପରେ ପାଣି ଜମିବାରୁ ଯାତାୟାତରେ ମଧ୍ୟ ସମସ୍ୟା ଦେଖାଦେଇଥିଲା । ଏହି ଘଟଣା ପରେ ଗୁଣୁପୁର ସହରରେ ମାଷ୍ଟର ଡ୍ରେନ୍…
Read More...
Read More...
ତେଜଶ୍ରୀ ସେବା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଓଡ଼ିଆ ଦୈନିକ ଖବରକାଗଜ ‘ସତମାର୍ଗ’ର ନୂତନ ଶାଖା କାର୍ଯ୍ୟାଳୟ…
ଗୁଣୁପୁର(ସୁନୀଲ୍ କୁମାର ସାବତ): ତେଜଶ୍ରୀ ସେବା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଓଡ଼ିଆ ଦୈନିକ ଖବରକାଗଜ ‘ସତମାର୍ଗ’ର ନୂତନ ଶାଖା କାର୍ଯ୍ୟାଳୟ ଜିଲ୍ଲାପାଳ କାର୍ଯ୍ୟାଳୟ ରାସ୍ତା ପରିସରରେ ଉଦ୍ଘାଟିତ ହୋଇଛି । ଏହି ଅବସରରେ ରାୟଗଡ଼ ସଦର ମହକୁମାସ୍ଥିତ ସ୍ଥାନୀୟ ଲାୟନ୍ସ କ୍ଲବଠାରେ ଏକ ସଭା…
Read More...
Read More...
ରାୟଗଡ଼ ବ୍ଲକରେ ମାନବିକତାର ଚରମ ସୀମା, ରାସ୍ତାକଡ଼ରେ କ୍ଷତବିକ୍ଷତ ଅବସ୍ଥାରେ ଛଟପଟ ବୃଦ୍ଧଙ୍କୁ ଉଦ୍ଧାର କଲେ ସହୃଦୟ…
ରାୟଗଡ଼(ଟିକି ଲିମା): ଆଜିକାର ଆଧୁନିକ ସମାଜରୁ ମାନବିକତା ସମ୍ପୂର୍ଣ୍ଣ ମରିଯାଇନାହିଁ ବରଂ ଆଜି ବି କିଛି ସହୃଦୟ ଯୁବକଙ୍କ ପାଇଁ ଏହା ଜୀବିତ ରହିଛି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଞ୍ଚଳରେ ଏଭଳି ଏକ ହୃଦୟବିଦାରକ ତଥା ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ଅତି ଦୟନୀୟ…
Read More...
Read More...
କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରେଣୀଗୃହ, ପାନୀୟ ଜଳର ଘୋର…
ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଅନେକ ବିଦ୍ୟାଳୟ ଅଛି ଯାହାର ଭିତ୍ତଭୂମିର ବିକାଶ ଆଜି ପର୍ୟ୍ୟନ୍ତ ହୋଇପାରି ନାହିଁ l କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି l ଜରାଜୀର୍ଣ୍ଣ ଅବସ୍ଥାରେ ଶ୍ରେଣୀ କୋଠା, ବିପଦ ସଙ୍କୁଳ…
Read More...
Read More...
ଏମ୍ ବି ସି ଜିଲ୍ଲା ପ୍ରତିନିଧୀ / ସାମ୍ବାଦିକଙ୍କ ମାତୃ ବିଯୋଗ….
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଏମ୍ ବି ସି ଜିଲ୍ଲା ପ୍ରତିନିଧୀ ଆଲିନ କୁମାର ପାଣିଙ୍କ ମାତୃ ବିୟୋଗ ଘଟିଛି । ସାମ୍ୱାଦିକ ଆଲିନ କୁମାର ପାଣିଙ୍କ ମାଆ ମରିୟମ ପାଣି ୬୫ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଧର୍ମ ପରାୟଣ, ମେଳାପୀ, ପ୍ରେମୀ ମହିଳା ଓ ଜଣେ…
Read More...
Read More...
ହାତୀ କବଳରୁ ଅଳ୍ପକେ ବର୍ତ୍ତିଲେ ୩ ଶିଶୁ ଓ ବୃଦ୍ଧା, ରୋଷେଇ ଘରେ ପଶି ଚାଉଳ ଓ ଡାଲି ଖାଇଲା ଦନ୍ତା….
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ରେଟୁଡି ଗ୍ରାମରେ ପୁଣି ଜଙ୍ଗଲୀ ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଘରେ ପଶି ଭଙ୍ଗାରୁଜା କରିବା ସହ ରୋଷେଇ ଘରେ ଥିବା ଚାଉଳ ଓ ଡାଲି ଖାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମଙ୍ଗଳବାର ଭୋର…
Read More...
Read More...
ଏନ୍ଏସି କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ୍ଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ତତ୍ବାବଧାନରେ ଅଗ୍ନି ନିରାପତ୍ତା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀ ମହେଶ୍ୱର ପ୍ରଧାନଙ୍କ…
Read More...
Read More...
ବେବେ ଗ୍ରାମରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ: ରାସ୍ତା ନିର୍ମାଣ, କୋଠଘର ଓ ଅସୁସ୍ଥ ୩ ବର୍ଷର ଶିଶୁର…
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାହାଡ଼ ଶିଖରରେ ଅବସ୍ଥିତ ବେବେ ଗ୍ରାମରେ ସ୍ୱାଧୀନତା ଦିବସ ଅବସରରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବିଧାୟକ ରୂପେଶ ପାଣିଗ୍ରାହୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ…
Read More...
Read More...
କୋଟଗଡ ହାଇସ୍କୁଲ ପଡିଆରେ ପତାକା ଉତୋଳନ ସମୟରେ କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅଧ୍ୟକ୍ଷା ମୁହାଁ…
କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ହାଇସ୍କୁଲ ପଡିଆରେ ପତାକା ଉତୋଳନକୁ ନେଇ ଉତ୍ତେଜନା ପ୍ରକାଶ ପାଇ ଥିଲା l ପତାକା ଉତ୍ତଳନ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅନଦେଖା କରାଯାଇ ଥିବା ଅଭିଯୋଗରେ କୋଟଗଡ ବ୍ଲକ ବିଡିଓ ଓ କୋଟଗଡ ଚେୟାରମ୍ୟାନଙ୍କ ମଧ୍ୟ୍ୟରେ ମୁହାଁମୁହିଁ…
Read More...
Read More...
ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ବାଧିନତା ଦିବସ ପାଳନ ପାଳିତ….
ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି l ଲଗାଣ ବର୍ଷା ସତ୍ତ୍ବେ ବିଭିନ୍ନ ସ୍ଥାନରେ ଖୁବ ଆନନ୍ଦ ଉତ୍ସାହର ସହିତ ଏହି ଦିବସକୁ ପାଳନ କରାଯାଇଛି l ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ବ୍ଲକ୍ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପତାକା…
Read More...
Read More...