Browsing Category
ଓଡିଶା
ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ପରଲୋକ….
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଶେରଗଡ଼ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ସୁନାମ ଧନ୍ୟ କୃଷ୍ଣଲୀଳା ଗୁରୁ ପଦ୍ମଶ୍ରୀ ଗୋପିନାଥ ସ୍ୱାଇଙ୍କ ଭୋରୁ ସମୟରେ ୧୦୭ବର୍ଷ ବୟସରେ ପରଲୋକ ହୋଇଛି l ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଶଯ୍ୟାସାୟୀ ଥିଲେ ।…
Read More...
Read More...
ଘୁ.ଉଦୟଗିରି ନଗର ଓ ବ୍ଲକ କଂଗ୍ରେସ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…
ଘୁ.ଉଦୟଗିରି(ନୀଳମାଧଵ ପ୍ରଧାନ): ଆଜି ଘୁ.ଉଦୟଗିରି ନଗର କଂଗ୍ରେସ ଓ ବ୍ଲକ କଂଗେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସହରର…
Read More...
Read More...
ସରକାରୀ ଯୋଜନା ନ ପହଞ୍ଚିବା ଅଭିଯୋଗ ଆଣି୍ଲେ ଗ୍ରାମବାସୀ…
ମୋହନା( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଖlରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜପୁର ଓ ଝରଣlପୁର ର ପ୍ରାୟ ୨୫ ଗୋଟି ପରିବାର ବସବାସ କରି ଆସୁଥିବା ଗ୍ରାମକୁ ଯିବା ପାଇଁ ରାସ୍ତା ଟିଏ ସୁଦ୍ଧା ନଥିବା ଅଭିଯୋଗ ଆସିଛି । ତେଣୁ ଗ୍ରାମ ବାସୀ ନାନା ପ୍ରକାରର ସମସ୍ୟାର…
Read More...
Read More...
ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବୀରେ ପାଞ୍ଚ ଦିନ ଧରି ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ଗୋଷ୍ଠୀ…
ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ୟ ବ୍ୟାପି ମିଶନ ଶକ୍ତିବିଭାଗର ଗୋଷ୍ଠୀ ସହାୟିକା(css) କର୍ମୀଙ୍କ ପ୍ରୋହସ୍ଚାନ ପରିବର୍ତ୍ତେ ନିର୍ଦ୍ଧିଷ୍ଟ ପାରିଶ୍ରମିକ ଦାବୀରେ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଚାଲିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା…
Read More...
Read More...
ମୋହନା ବ୍ଲକ ସ୍ଥରୀୟ କ୍ରୀଡା ଉଦଯାପିତ…
ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ଥରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ବିନତି ନାୟକଙ୍କ ସଂଯୋଜନାରେ ଓ ଖେଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କ୍ରୀଡା ଉତ୍ସବରେ…
Read More...
Read More...
ମିଶନ ଶକ୍ତି ବିଭାଗର ଗୋଷ୍ଠୀ ସହାୟୀକା କର୍ମୀ(CSS)ଙ୍କ ଗଣ ଧାରଣା….
ରା.ଉଦୟଗିରି( ଆକାଶ ଦାସ): ସାରା ରାଜ୍ୟରେ ମିଶନଶକ୍ତି ମହିଳା ଗୋଷ୍ଠୀଙ୍କର ଆନ୍ଦୋଳନ ଓ ଗଣ ଧାରଣା ଧିରେଧିରେ ବଢିବାରେ ଲାଗିଛି । ସରକାର ବଦଳିବା ପରଠୁ ଏଇ ଆନ୍ଦୋଳନ ପ୍ରାୟତଃ ଲାଗି ରହିଛି । କିଛିଦିନର ବ୍ୟବଧାନ ପରେ ପୁଣିଥରେ ରାଜ ରାସ୍ତାକୁ ମହିଳାମାନଙ୍କ ଆସିଥିବା ଦେଖିବାକୁ ମିଳୁଛି ।…
Read More...
Read More...
ତାଳମଣ୍ଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…..
ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଆରକ୍ଷୀ ଅଧିକ୍ଷକ ଶ୍ରୀ…
Read More...
Read More...
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ତରଫରୁ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ…
ରା ଉଦୟଗିରି( ଆକାଶ ଦାସ ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ତରଫରୁ ରା ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତ ଠାରେ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ ରାମଗିରି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରା ଉଦୟଗିର…
Read More...
Read More...
ବ୍ଲକ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଉଦଘାଟିତ….
ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣ ପୁର ନିଳମଣି ଉଚ୍ଚବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା, ପୂର୍ଣାବାସି ନାୟକ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ବ୍ଲକ…
Read More...
Read More...
ମରଣକୁ ଆହ୍ୱାନ କରୁଛି ଆଟିଗାଁ ରାସ୍ତା, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ…..
ଜୁନାଗଡ଼(ଭବାନୀ ଗହିର): ଓଡ଼ିଶା ରାଜ୍ୟର କଳାହାଣ୍ଡି ଜିଲ୍ଲା ଏକ ଅନୁନ୍ନତ ପଛୁଆ ଜିଲ୍ଲା ହୋଇଥିବାରୁ ସ୍ଵତନ୍ତ୍ର ଗ୍ରାମୀଣ ଅଞ୍ଚଳର ବିକାଶ ପାଇଁ ରାସ୍ତା ଘାଟ ଉନ୍ନତି କରଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ହେଉଛି । କିନ୍ତୁ ପରିତାପର ବିଷୟ…
Read More...
Read More...