Browsing Category

ଓଡିଶା

ଗଜପତିରେ “ଭିଜନ ଅନ୍‌ ହ୍ୱିଲ୍ସ” ଶୁଭାରମ୍ଭ – ଦୂରସ୍ଥ ଗ୍ରାମଗୁଡିକୁ ପହଞ୍ଚାଇବ ଚକ୍ଷୁ ସେବା…

ପାରଲାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାରେ “ଭିଜନ ଅନ୍‌ ହ୍ୱିଲ୍ସ” ପ୍ରକଳ୍ପର ଶୁଭାରମ୍ଭ ଆଜି ଓଡିଶା ସରକାରଙ୍କ ଇସ୍ପାତ, ଖଣିଜ, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଦ୍ୱାରା କରାଯାଇଛି । ଉଦ୍‌ଘାଟନ ଅବସରରେ ଗଜପତି ଜିଲ୍ଲାପାଳ ସ୍ମୃତିଶ୍ରୀମତୀ…
Read More...

ରାୟଗଡ ବିଜେପି ମଣ୍ଡଳ ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଅଭିଯାନର…

ଗଜପତି(ଟିକି ଲିମା): ପ୍ରାୟ ଏକ ଶହ ମଟରସାଇକେଲରେ ଦୁଇ ଶହରୁ ଊର୍ଦ୍ଧ୍ବ ଲୋକ  ତ୍ରିରଙ୍ଗା ପତାକା ଧରି ରାୟଗଡ ଠାରୁ ବାହାରି  ପାରଳାଖେମୁଣ୍ଡି ଠାରେ ସହର ପରିକ୍ରମା କରିଥିଲେ l  ଏହି ଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ହୋଇଥିବାବେଳେ ଲୋକଙ୍କ ମନରେ ଦେଶ ପ୍ରେମର ଭାବ ଦେଖି ବାକୁ ମିଳିଥିଲା ।…
Read More...

ରାୟଗଡ ବସଷ୍ଟାଣ୍ଡ ଠାରେ ୭୯ ତମ ସ୍ବାଧିନତା ଦିବସ ପାଳିତ…..

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ସଦର ମହକୁମା ସ୍ଥିତ ବସ ଷ୍ଟାଣ୍ଡ ସମୁଖ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି l ଏଥିରେ ରାୟଗଡ  ଗୋଷ୍ଟିସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତର ସବିର କୁମାର ବଳଙ୍କ ଦ୍ଵାରା ପତକା ଉତ୍ତୋଳନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାୟଗଡ଼ର ଯୁବ…
Read More...

ବାୟୋବୃଦ୍ଧା ମହିଳାଙ୍କ ପରଲୋକ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଡ଼ ସାହିର ଜଣେ ବାୟୋ ବୃଦ୍ଧା ମହିଳାଙ୍କ ମଙ୍ଗଳବାର ଦିନ ରାତ୍ର ପ୍ରାୟ ୧୦ଟା ୪୫ ରେ ମୃତ୍ୟୁ ଘଟିଛି । ସେ ହେଉଛନ୍ତି ସ୍ବର୍ଗତ ଚୌଧୁରୀ ନାୟକଙ୍କ ପତ୍ନୀ ତେରେସା ନାୟକ, ମୃତ୍ୟୁ ବେଳେ ତାଙ୍କ ବୟସ…
Read More...

ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ ଓ ସଂସ୍କୃତି ବିଭାଗର ସହଯୋଗରେ "ହର ଘର ତ୍ରିରଙ୍ଗା "କାର୍ଯ୍ୟକ୍ରମ ୧୧ ତାରିଖରୁ ୧୫ତାରିଖ ମଧ୍ୟରେ ପ୍ରତ୍ୟେକ ବିଶ୍ଵ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମଟି ବୁଧବାର ଦିନ…
Read More...

ଘରେ ଘରେ ତ୍ରିରଙ୍ଗା ଉଡେଇବା ପାଇଁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା….

ରା.ଉଦୟଗିରି(ଆକାଶ ଦାସ): ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡେଇବା ପାଇଁ କେନ୍ଦ୍ର ସରକାର ଆହ୍ୱାନ କରିଛନ୍ତି l ଏଣୁ ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଆଜି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ସ୍ଥିତ ଡ଼ଃ. ବି. ଆର.…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ପାରଳାଖେମଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ  ଶ୍ରୀଯୁକ୍ତ ଫାଲଗୁନି…
Read More...

ଗଜପତି ଜିଲ୍ଲାରେ ବୌଦ୍ଧ ଧର୍ମ ଗ୍ରହଣ ପାଇଁ ପ୍ରସ୍ତୁତି ବୈଠକ…

ପାରଳାଖେମୁଣ୍ଡି(ପ୍ରବୀଣ ଲିମା): ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଅଲଡା ଗ୍ରାମ ପଞ୍ଚାୟତର ଗାନ୍ଧୀନଗର ଗ୍ରାମରେ ରବିବାର ସନ୍ଧ୍ୟା ୪ ଘଣ୍ଟା ସମୟରେ ବୌଦ୍ଧ ଧର୍ମ ଗ୍ରହଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଞ୍ଚଳର ବୁଦ୍ଧିଜୀବୀ ଓ…
Read More...

ଦାରିଙ୍ଗବାଡି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣୀ କାର୍ଯକ୍ରମ ଅନୁଷ୍ଠିତ, ମୋଟ ୨୫୬ ଅଭିଯୋଗ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କନ୍ଧମାଳ ଜିଲ୍ଲାପାଳ ଭାବେ ବେଦ ଭୂଷଣ ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ…
Read More...

ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ…

ଚକାପାଦ(ବାଳକୃଷ୍ଣ କହଁର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବିଭିନ୍ନ ସ୍ଥାନରେ ଗହ୍ମା ପୂର୍ଣ୍ଣିମା ଓ ରାଖି ବନ୍ଧନ ବହୁ ଧୂମଧାମରେ ପାଳିତ ହୋଇଥିବା ବେଳେ ବ୍ରହ୍ମଣପାଦ ଠାରେ ମଧ୍ୟ ବହୁ ଉଚ୍ଚ ରେ ବାଉଁଶରେ ଝୁଲାଯାଇ ଥିବା ଛତା, କ୍ଷୀର ବୋତଲ, ଚକଲେଟ, ବିସ୍କୁଟ, ଖାତା, ପେନ, ପଇସା ଏବଂ…
Read More...