Browsing Category

ଓଡିଶା

ଦୁର୍ଘଟଣାରୁ ରକ୍ଷା ପାଇବେ ଗାଈଗୋରୁ, ବେକରେ ରେଡିୟମ ବେଲ୍ଟ ବାନ୍ଧିଲା ‘ବିପଦର ବନ୍ଧୁ’….

ଭଞ୍ଜନଗର(ନିଲୁ ବିଷୋୟୀ): ରାସ୍ତାଘାଟରେ ଅବାଧରେ ଗାଇ ଗୋରୁମାନେ ବୁଲୁଥିବା ବେଳେ ଅନେକ ସମୟରେ ସେମାନଙ୍କ ପାଇଁ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ଯାନବାହାନ ହଠାତ ଗାଇଗୋରୁଙ୍କୁ ଧକ୍କା ହେବା ଫଳରେ ମଧ୍ୟ ସେମାନଙ୍କୁ ଆଘାତ ପହଞ୍ଚୁଥିବା ନଜିର ରହିଛି । ତେବେ ଏଭଳି ପରିସ୍ଥିତିରେ ସହରର…
Read More...

କୋଟଗଡରେ ଜଗନ୍ନାଥ କମିଟର ବୈଠକ ଅନୁଷ୍ଠିତ….

କୋଟଗଡ(ଦୀପେନ୍ଦ୍ର ନାୟକ): କୋଟଗଡ଼ ଠାରେ ଗୁରୁବାର ଜଗନ୍ନାଥ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା । ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣା ବେକ୍ଷଣା କିପରି ଭରେ ସୁବିଧାରେ ହୋଇ ପାରିବ, ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି, ବାର୍ଷିକ ପର୍ବ…
Read More...

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ….

ଚକାପାଦ(ବାଳକୃଷ୍ଣ କହଁର): ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ । ସଭାପତିତ୍ଵ କରିଥିଲେ…
Read More...

କଇଁପୁର ଗାମପଞ୍ଚାୟତଠାରେ ଜନସୁରକ୍ଷା ଯୋଜନା ଏବଂ ବ୍ୟାଙ୍କ ସେବା ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ଗାମପଞ୍ଚାୟତଠାରେ ଜନସୁରକ୍ଷା ଯୋଜନା ଏବଂ ବ୍ୟାଙ୍କ ସେବା ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଜୟନ୍ତୀ ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଭାରତୀୟ…
Read More...

ବେସରକାରୀ କର୍ମଚାରୀ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଲେ ଋଷିମାଳ ମହାବିଦ୍ୟାଳୟର କର୍ମଚାରୀ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟର ସ୍ନାତକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ବେସରକାରୀ କର୍ମଚାରୀମାନେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ  ମଙ୍ଗଳ ବାର ଦିନ…
Read More...

ବିଘ୍ନ ନାଶକଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ପାର୍ବଣ ଋତୁର ପ୍ରଥମ ପୂଜା ଗଣେଶ ପୂଜା । ଆଉ ମାତ୍ର ଚାରିଟି ଦିନ ପରେ ଆସନ୍ତା ବୁଧବାର ଦିନ ବିଘ୍ନ ନାଶକ, ବକ୍ର ତୁଣ୍ଡ ମହାକାୟ,ବିଦ୍ୟାପତି ଗଣନାଥଙ୍କ ପୂଜା । ଏଣୁ ଗାଁ ଠାରୁ ସବୁଠି ପାର୍ବଣ ଆଗମନରେ ପୁଲକିତ ହୋଇ ଉଠିଲାଣି ଧରା…
Read More...

ଦନ୍ତା ହାତୀକୁ ସ୍ଥାନାନ୍ତର ପାଇଁ ଘୁ.ଉଦୟଗିରି-କଳିଙ୍ଗା ବନ୍ଦ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ଦିନ ହେବ ଘୁ.ଉଦୟଗିରି ବାସୀଙ୍କ ପାଇଁ ହାତୀ ଉପଦ୍ରଵ ବଡ଼ ସମସ୍ୟା ଭାବେ ଉଭାନ ହୋଇଛି l କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ୩  ବର୍ଷ ହେବ ହାତୀ ଉପଦ୍ରବ ବଢ଼ିବା ସହ ହିଂସ୍ର ଦନ୍ତା ହାତୀ ଗୋଟିଏ ପରେ ଗୋଟିଏ ଉପଦ୍ରଵ କରିବାରେ ଲାଗିଛି l ଏହି…
Read More...

ଲଗାଣ ବର୍ଷାରେ ଉଛୁଳିଲା ଶାନ୍ତି ଝର….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଧରାକୋଟ ଗଡର ପଶ୍ଚିମ ପାର୍ଶ୍ଵରେ ଥିବା ପ୍ରସିଦ୍ଧ ପର୍ଯଟନ ସ୍ଥଳ ଶାନ୍ତିଝର ଦୀର୍ଘ ଦିନର ନିରବତା ପରେ ଉଚ୍ଛୁଳି ଉଠିଛି । ଯାହା ଫଳରେ ଚଳିତ ବର୍ଷ ପର୍ଯ୍ୟଟକମାନେ ଅଧିକ ପରିମାଣରେ ଏଠାକୁ ଆସିବା ପାଇଁ ପାଗ ଅନୁକୂଳ ହୋଇଛି ।…
Read More...

ଢଉଗାଁରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ନିଜ ପଞ୍ଚାୟତରେ ନିଜର ସମସ୍ୟା ଜଣାଇବା ପାଇଁ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନିଜ ନିଜର ସମସ୍ୟା ସମ୍ପର୍କରେ ଏଣିକି ଲୋକଙ୍କୁ ବାହାରକୁ ଯାଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଲୋକେ ଡୋର ଷ୍ଟେପରେ…
Read More...

ସିବି ସାଇନରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଏସ୍ପି ଜିତେନ୍ଦ୍ର କୁମାର ପଣ୍ଡା…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସିବି ସାଇନ ଇନ୍ଷ୍ଟିଟ୍ୟୁଟ ପାଲସ ଷ୍ଟ୍ରୀଟରେ 79ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l କାର୍ଯ୍ୟକ୍ରମକୁ CB shine instituteର ପରିଚାଳକ କ୍ଲିଣ୍ଟନ ବେବର୍ତ୍ତା ଓ ଅଭିନାଶ ବେବର୍ତ୍ତା ସହିତ ସମସ୍ତ ଶିକ୍ଷକଗଣ ଓ…
Read More...