Browsing Category

ଓଡିଶା

ବାଲ୍ୟ ବିବାହ ଓ ଶିଶୁ ଅଧିକାର ଆଇନ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଶିକରମାହା ଠାରେ ରବିବାର ଦିନ  ଏକ ଦିବସୀୟ ଶିଶୁ ଅଧିକାର ଆଇନ ସମ୍ପର୍କିତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନବିକାଶର ନିର୍ଦ୍ଦେଶକ ମଦନ ସ୍ୱାଲ ସିଂଙ୍କ ତତ୍ତ୍ଵାବଧାନରେ…
Read More...

“ବଜ୍ରପାତ ପ୍ରତି ସାବଧାନତା ଏବଂ ସାପ କାମୁଡା ପ୍ରତି ସାବଧାନ ” ଉପରେ ପଥପ୍ରାନ୍ତ ନାଟକ ଜରିଆରେ…

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଜରୁରୀକାଳିନ ବିଭାଗ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ "ବଜ୍ରପାତ ପ୍ରତି ସାବଧାନତା ଏବଂ ସାପ କାମୁଜା ପ୍ରତି ସାବଧାନ" ସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୩ ତରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ…
Read More...

ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଗୁରୁପୂଜନ ଉତ୍ସବ ପାଳିତ…..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ଗୁରୁଦିବସ ଅବସରରେ କଳାମନ୍ଦିର ପରିସରରେ ଶୁକ୍ରବାର  ଗୁରୁପୂଜନ ଉତ୍ସବ ପାଳିତ ହୋଇଯାଇଛି । କଳା ମନ୍ଦିର ସଭାପତି ନୃସିଂହ ପ୍ରସାଦ…
Read More...

“ମା ପାଇଁ ଗଛ ଟିଏ”ଭ୍ରାମ୍ୟମାଣ ଚାରା ବିତରଣ ରଥ ଉଦ୍ଘାଟିତ, ପ୍ରତି ପଞ୍ଚାୟତରେ ପହଞ୍ଚିବ ୫୦୦ ଚାରା…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ  ବିଭିନ୍ନ କିସମର ଫଳ ବୃକ୍ଷ, ପୁଷ୍ପ ବୃକ୍ଷ ଓ ଔଷଧୀୟ ଚାରା ପ୍ରସ୍ତୁତ କରି ଅଞ୍ଚଳର ଆଠ ଗୋଟି ପଞ୍ଚାୟତକୁ ଚାରା ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ଚାରା ବିତରଣ ରଥର  ଶୁଭାରମ୍ଭ…
Read More...

ଦାରିଙ୍ଗବାଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ, ଅବସରପ୍ରାପ୍ତ ଶିକ୍ଷକଙ୍କୁ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସେପ୍ଟେମ୍ବର ୫ ଗୁରୁଦିବସକୁ ସ୍ଵତନ୍ତ୍ର ଭାବେ ପାଳନ କରଯାଇଛି । ଏହି ବ୍ଲକ ଅଞ୍ଚଳର ୨୫ ଗୋଟି ପଞ୍ଚାୟତରେ ଥିବା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ…
Read More...

ପବିତ୍ର ଗୁରୁ ଦିବସରେ ଓଏଭି ଆଦର୍ଶ ସ୍କୁଲରେ ବୃକ୍ଷ ରୋପଣ….

ପାରଳାଖେମୁଣ୍ଡି(ପ୍ରବୀଣ ଲିମା):  ଗଜପତି ଜିଲ୍ଲା  କାଶୀନଗର ବ୍ଲକ ଅଳଡ଼ା ପଞ୍ଚାୟତ ଅଳଡ଼ା ଆଦର୍ଶ ସ୍କୁଲରେ ଆଜି ପବିତ୍ର ଗୁରୁଦିବସ ପାଳନ ସହ ଗଛ ରପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଅନୁପ ସାହା ପଣ୍ଡା, ତହସିଲଦାର  ସୁଧୀର କୁମାର…
Read More...

ରାୟଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହେନ୍ଦ୍ର ବନାଞ୍ଚଳ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଆଜି ମହେନ୍ଦ୍ର ବନାଞ୍ଚଳ ତରଫରୁ ପ୍ରତ୍ୟେକ ପଂଚାୟତ ପାଇଁ 500 ଚାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇ ଅଛି l ପୃଥିବୀର  ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ 75 ବର୍ଷ ପୂର୍ତ୍ତି ଅବସରରେ…
Read More...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…..

ପାରଳାଖେମୁଣ୍ଡି( ପ୍ରବୀଣ ଲିମା):  ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ  ଶ୍ରୀଯୁକ୍ତ ପ୍ରିୟବ୍ରତ ସାମନ୍ତରାୟ, ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଦୟାନିଧି ଦାଶଙ୍କ ତିନିଦିନିଆ ଗସ୍ତରେ ଆସି ଗୁମ୍ମା, ମୋହନା ଓ ଗୋସାଣୀ ବ୍ଲକର ବିଭିନ୍ନ ସ୍ଥାନରକୁ ପରିଦର୍ଶନ କରି…
Read More...

ସଂଜୀବ ଦାସ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜୀରାଙ୍ଗର ଶିକ୍ଷକ ସଂଜୀବ କୁମାର ଦାସ  ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ତୃତୀୟ ଭାଷା ନିମନ୍ତେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଯୋଗ୍ୟ ଵିଵେଚିତ ହୋଇଛନ୍ତି ।…
Read More...

ସିସିଡିର ଶିକ୍ଷା ପ୍ରଚେଷ୍ଟାରେ ନୂଆ ପଦକ୍ଷେପ, ଗାଇଡ୍ ବୁକ୍ ଓ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଗ୍ରାମୀଣ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣୋନ୍ନତି ଏବଂ ପରୀକ୍ଷା ପ୍ରସ୍ତୁତିରେ ସହାୟତା ପ୍ରଦାନ କରିବାକୁ ସିସିଡି  ତରଫରୁ ଏଫ୍ ଏଫ୍ ଭି ଡି ପି ପ୍ରକଳ୍ପ ଅଧୀନରେ ସିଙ୍ଗୁଭୁୟାନ ସାହିରେ ଗାଇଡ୍ ବୁକ୍ ଓ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।…
Read More...