Browsing Category

ଓଡିଶା

ଘୁ.ଉଦୟଗିରି ସହରରେ ଜଳଛତ୍ର ଅଛି କିନ୍ତୁ ପାଣି ନାହିଁ……..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଅଜବ ଘଟଣା ଦେଖିବାକୁ ମିଳିଛି I ଯାହା ପାଇଁ ସହରକୁ ଆସୁ ଥିବା ଜନସାଧାରଣ ବୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉ ଥିବାର ଦେଖିବାକୁ ମିଳିଛି I ଧର୍ମକୁ ଆଖିଠାର ନୀତିରେ ବିଜ୍ଞାପିତ ଅଞ୍ଚଳ ପରିଷଦର…
Read More...

ରବୀନ୍ଦ୍ର କୁମାର ପାତ୍ରଙ୍କ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବନାଞ୍ଚଳ କାର୍ଯ୍ୟାଳୟର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ରବୀନ୍ଦ୍ର କୁମାର ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି I ଏହା ପୂର୍ବରୁ ସେ ବିଶିପଡା ଓ ଫିରିଙ୍ଗିଆ ବନାଞ୍ଚଳର ଫିରିଙ୍ଗିଆ ସେକ୍ସନରେ ରହି…
Read More...

କୁଡୁତୁଳି ପଞ୍ଚାୟତ ଠାରେ ପରିବର୍ତ୍ତନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ସଚେତନତା ବୈଠକ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ କୁଡୁତୁଳି ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହରେ ପରିବର୍ତ୍ତନ ଓ ଶିକ୍ଷା ସ୍ୱାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି Iଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ…
Read More...

ବ୍ରାହ୍ମଣପାଦର ଦୁଇ ସାହିରେ ପାନୀୟ ଜଳର ଉତ୍କଟ ଅଭାବ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣପାଦର ଦୁଇ ସାହିରେ ପାଣିର ଘୋର ସମସ୍ୟା ଦେଖିବାକୁ ମିଳିଛି l କଲରା ନନ୍ଦିରେ ପମ୍ପ ହାଉସ ରହିଛି କିନ୍ତୁ ତାହା ଠିକ ଭାବରେ କାମ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି…
Read More...

ମାଦାଗୁଡ଼ା ଠାରେ ୩୦ତମ କୁରାଳ ସମାଜର ବାର୍ଷିକ ସଭା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କୋଟଗଡ଼ ବ୍ଲକ ମାଦାଗୁଡ଼ା ଗ୍ରାମପଞ୍ଚାୟତ ଠାରେ ଆଜି ୩୦ତମ କୁରାଳ କୁମ୍ଭାର ସମାଜ ୨୦୨୨ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି I ଉକ୍ତ କାର୍ଯ୍ୟକ୍ରମରେ ୩ଟି ବ୍ଳକର ପାଞ୍ଚ ଶହରୁ ଉର୍ଦ୍ଧ କୁରାଳ ସମାଜର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ରହି…
Read More...

ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ମୁହାଁମୁହିଁ, ଜନପ୍ରତିନିଧିଙ୍କ ପ୍ରଶ୍ନ ବାଣରେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ପ୍ରଶାସକ ଓ ଜନପ୍ରତିନିଧି ମୁହାଁ ମୁହିଁ ହୋଇ ଥିବା ଦେଖା ଦେଇଛି I ମାତ୍ର କିଛି ଦିନ ପୂର୍ବେ ପାପଢ଼ାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜୟପୁର ବିଧାୟକଙ୍କ ମଧ୍ୟରେ ବିକାଶ କାମକୁ ନେଇ ମୁହାଁ ମୁହିଁ ପରିସ୍ଥିତି…
Read More...

ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟର (OUTR) ହେବ ନବକଳେବର: ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା CET ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ…
Read More...

ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ମିଟିଂ ଅନୁଷ୍ଠିତ: ବିଭିନ୍ନ ଉନ୍ନୟନ ମୂଳକ କାମ ଓ ଟେଣ୍ଡରରେ ହୋଇ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ କୋଉନ୍ସିଲ ସଭା ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ଅଧକ୍ଷା ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ମୂଖ୍ୟ କିରାଣୀ ସତ୍ୟ…
Read More...

କିରୋସିନୀରେ ଚାଲୁଥିବା ଘରୋଇ ବସ ଉପରେ ଚଢ଼ାଉ କଲା ଖାଉଟି ଟିମି….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବସ ଷ୍ଟାଣ୍ଡରେ ଏକ ଘରୋଇ ଯାତ୍ରୀବାହୀ ବସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି I ସୂଚନା ଅନୁଯାଇ ଜୁବୁଲି ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଖଜୁରିପଡାରୁ ବାଲିଗୁଡାକୁ ଆସୁଥିଲା I ଡିଜେଲ ଦର ବଢିଥିବାକୁ ନେଇ…
Read More...

ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି…..

ଅନୁସନ୍ଧାନ ଭାରତ(ବ୍ୟୁର): ଯୁଦ୍ଧ ତଥା ଉଗ୍ର ବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣକୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟନାୟକ…
Read More...