ରବୀନ୍ଦ୍ର କୁମାର ପାତ୍ରଙ୍କ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବନାଞ୍ଚଳ କାର୍ଯ୍ୟାଳୟର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ରବୀନ୍ଦ୍ର କୁମାର ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି I ଏହା ପୂର୍ବରୁ ସେ ବିଶିପଡା ଓ ଫିରିଙ୍ଗିଆ ବନାଞ୍ଚଳର ଫିରିଙ୍ଗିଆ ସେକ୍ସନରେ ରହି କାର୍ଯ୍ୟ କରିଥୁଲେ I ସେ ବନପାଳ ଭାବେ ପଦୋନ୍ନତି ପାଇ କ.ନୂଆଗୀ ଭାରପ୍ରାପ୍ତ ବନାଞ୍ଚଳ ଅଧ୍ଵକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି I ରବୀନ୍ଦ୍ର କୁମାର ପାତ୍ର କାର୍ଯ୍ୟଭାର ଗ୍ରହଣ କରିବା ପରେ କ.ନୂଆଗାଁ ବନପାଳ ସରୋଜ କୁମାର ମଙ୍ଗରାଜ ଙ୍କ ସମେତ ବନପାଳ, ବନରଖୁ ଓ କର୍ମଚାରୀ ମାନେ ସ୍ଵାଗତ କରିଥିବା ଜଣାପଡ଼ିଛି I ବନାଞ୍ଚଳର ବିକାଶ ଓ ନୂତନ ବନୀକରଣ ନିମନ୍ତେ ଗୁରୁତ୍ବ ଦେବେ ବୋଲି ନୂତନ ବନପାଳ ପ୍ରକାଶ କରିଛନ୍ତି I